# Tags *😱ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 108 ଜଣ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହି ସମସ୍ତ କର୍ମଚାରୀ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । କର୍ମଚାରୀଙ୍କ ମଧ୍ୟରେ ଅନେକ ବରିଷ୍ଠ ଡାକ୍ତର ରହିଛନ୍ତି ।* admin / 5 years 0 0 min read
# Tags *ଦିଲ୍ଲୀ : ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଭାରତ । ଇଣ୍ଡିଆ ଗେଟ୍ ଏବଂ ରାଜପଥର ଦ୍ୱିପାଶ୍ୱର୍ରେ ତ୍ରିରଙ୍ଗା ଏବଂ ଆମେରିକା ପତାକା ଉଡୁଥିବାର ଦୃଶ୍ୟ* admin / 5 years 0 0 min read
# Tags ମଝି ସମୁଦ୍ରରେ କରୋନା ଚକ୍ରବ୍ୟୁହରେ ଫସିଛି ଭାଇ, ରକ୍ଷା ପାଇଁ ଦୀପ ଜାଳୁଛି ଭଉଣୀ admin / 5 years 0 1 min read
# Tags ନକ୍ସଲ ହିଂସା କିମ୍ବା ଆତଙ୍କୀ ହାମ୍ଲାରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଧାରକୁ କରାଗଲା ବାଧ୍ୟତାମୂଳକ admin / 5 years 0 0 min read
# Tags ନ୍ୟାୟ ପାଇଁ ୭ ବର୍ଷ ୭ ମାସ – ଜାନୁଆରୀ ୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ admin / 5 years 0 0 min read
# Tags *🤭ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି । ଦିଲ୍ଲୀର ବ୍ରିଜପୁରୀରେ ସାରା ରାତି ବିକ୍ଷୋଭ ପ୍ରଦର୍ଶନ କରିିଛନ୍ତି ଶହ ଶହ ପ୍ରତିବାଦକାରୀ । ଏହି ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ।* *ସେହିପରି ପୂର୍ବ ଦିଲ୍ଲୀର ସିଲମପୁରରେ ଏହି ଆଇନ ବିରୋଧରେ ତୀବ୍ର ପ୍ରତିବାଦ ହୋଇଛି । ଏନଆରସି ଓ ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜୋରଦାର ବିରୋଧ ହୋଇଛି । ଏପରିକି ବିକ୍ଷୋଭକାରୀମାନେ ଦୁଇଟି ପୋଲିସ୍ ବୁଥ୍ରେ ନିଆଁ ଲଗାଇଦେଇଛନ୍ତି । ଏଥିରେ ୧୫ ପୋଲିସ କର୍ମଚାରୀଙ୍କ ସମେତ ୨୧ ଜଣ ଆହତ ହୋଇଥିବା ଜଣାପଡିଛି ।* *ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯାହା ବି ହେଉ ଆଇନକୁ ଦେଶରେ ଲାଗୁ କରାଯିବ । ଶରଣାର୍ଥୀଙ୍କୁ ନାଗରିକତା ମିଳୁ ଓ ସମସ୍ତେ ସମ୍ମାନର ସହ ଭାରତୀୟ ହୋଇ ବଂଚନ୍ତୁ ବୋଲି ମୋଦି ସରକାର ନିଶ୍ଚିତ କରିବେ । ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଆସିଥିବା ଅଣ-ମୁସଲମାନଙ୍କୁ ନାଗରକିତା ମିଳୁ ବୋଲି ସରକାର ଚାହାଁନ୍ତି ।* *ବିରୋଧୀଙ୍କ ଉପରେ ବି ସେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି, ଏହି ଆଇନ ନେଇ ଲୋକଙ୍କୁ ଭୁଲ ତଥ୍ୟ ଦେଉଛି ବିରୋଧୀ ଓ ଦେଶରେ ହିଂସା ଭଳି ପରିବେଶ ସୃଷ୍ଟି କରୁଛନ୍ତି । କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଆଇନକୁ ବିରୋଧ କରୁଥିବା ଲୋକ ଏହାକୁ ବିରୋଧ କରିପାରିବେ ।* admin / 5 years 0 0 min read