ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ

ଫୁଲବାଣୀ -(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲ ରେ ଜଣେ ଯୁବକ ଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକେ ଦେଖିବାପରେ ପରିବାର କୁ ଖବର ଦେଇଥିଲେ l ପରିବାର ତରଫରୁ ଫିରିଙ୍ଗିଆ ଥାନରେ ଖବର ଦେବା ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଓ ଟିମ୍ ପହଁଚି ମୃତଦେହ ଉଦ୍ଧାର କରିଛି l ମୃତକ ଜଣକ ରତଙ୍ଗ ପଞ୍ଚାୟତ କୁଟିବାରି […]

ତଥ୍ୟ ମାଗିଲେ ମିଳୁନି ଓଲଟା ମୋଟାଅଙ୍କ ର ଅର୍ଥ ଡିପୋଜିଟ ପାଇଁ ଆସୁଛି ଚିଠି

ଫୁଲବାଣୀ (ସୁନୀଲ ପଟନାୟକ )ଜନସାଧାରଣ କୁ ସମସ୍ତ ପ୍ରକାର ତଥ୍ୟ ଜାଣିବା ର ଅଧିକାର ଦେବାଲାଗି ସରକାର ଆର ଟି ଆଇ ଆକ୍ଟ ୨ 00୫ ରେ ସରକାର ଆଇନ ପ୍ରଣୟନ କଲେ l ଅନ୍ତତଃ ଲୋକେ ସବୁ ତଥ୍ୟ ପାଇ ପାରିବେ ଓ ଜାଣିପାରିବେ ଆଉ ଦୁର୍ନିତୀ ବି କିଛିମାତ୍ରା ହ୍ରାସ ପାଇବ ହେଲେ ଦାଇତ୍ୱ ରେ ଥିବା ସୂଚନା ଅଧିକାରୀ କିନ୍ତୁ ଜାଣି ଶୁଣି ତଥ୍ୟ ଦେବାରେ ବିଳମ୍ବ କରିବା ସହ ତଥ୍ୟ ପାଇଁ […]

୧ ୩ ୫ ଏକର ଗଂଜେଇ ଗଛ ନଷ୍ଟ କଲା ଗୋଚ୍ଛାପଡା ପୋଲିସ

ଫୁଲବାଣୀ (ସୁନୀଲ ପଟନାୟକ )ଆଜି କନ୍ଧମାଳ ଜିଲ୍ଲା ର ଗୋଛାପଡା ପୋଲିସ ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱରେ ପୋଲିସ ଟିମ ସଦଳ ବଳେ ଥାନା ଅନ୍ତର୍ଗତ ସଲାଗୁଡ଼ା ପଂଚାୟତ ର ବାକେପାଙ୍ଗା, ମାନିଜିରୁ, ଟେକେରୀଗୁଡା ଜଙ୍ଗଲ ଉପରେ ଚଢ଼ାଉ କରି ପାହାଡ଼ ଉପରେ ବେ ଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ସବୁ କାଟି. ନଷ୍ଟ କରିଥିଲେ l ପ୍ରାୟ ୧ ୩ ୫ ଏକର ରେ ଲାଗିଥିବା ଗଂଜେଇ ଗଛ ସବୁ […]

ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଧାରଣା ରେ ଦୁଇ କାଉନସିଲର

ଫୁଲବାଣୀ (ସୁନୀଲ ପଟନାୟକ )ବାଲିଗୁଡା ଏନଏ ସି ରେ ଚାଲିଥିବା ଦୁର୍ନୀତି, ଅନିୟମିତତା, ପ୍ରିୟାପ୍ରୀତୀ ତୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବେ ବେଶ ମହଙ୍ଗା ପଡ଼ିଛି ବାଲିଗୁଡା ଏନଏ ସି ର ଦୁଇଜଣ କାଉନ୍ସିଲର ଙ୍କୁ lଦୁର୍ନିତୀ ଅଭିଯୋଗ ଆଣିବାପରେଶାସକ ଗୋଷ୍ଠୀର ଏନଏସି ଅଧ୍ୟକ୍ଷ ସେ ଦୁଇଜଣ କୁ କାଉନସିଲ ମୀଟିଙ୍ଗ କୁ ନ ଡାକିବାସମ୍ପୃକ୍ତ ୱାର୍ଡ ରକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନ କରିବା ପ୍ରତିବାଦ କରି ମଙ୍ଗଳବାର ଦୁଇଜଣ କାଉନସିଲର ଏନ ଏ […]

ଜିଲା ସମବାୟ ସଂଘ ପକ୍ଷରୁ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ସମାରୋହ

ଫୁଲବାଣୀ ଜିଲା ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ଫୁଲବାଣୀ ଠାରେ ଜିଲା ସମବାୟ ସଂଘର ସଭାପତି ସୁପ୍ରଭା ନାୟକଙ୍କ ପୌରୋହିତ୍ୟରେ ୬୯ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି ଅରୁଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ସମବାୟ ସଂସ୍ଥା ଗୁଡିକ ସୁଦୃଢ କରିବାକୁ ଓ ଭିତ୍ତିଭୂମୀ ବିକାଶ ପାଇଁ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୁଗଳ କିଶୋର ଦାସ, ଡିଆରସିଏସ ଫୁଲବାଣୀ ଯୋଗ ଦେଇ ପ୍ରାଥମିକ ସମବାୟ ସମିତି ଗୁଡ଼ିକର ନବ […]

ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠିତ

ଫୁଲବାଣୀ(ସୁନୀଲ ପଟନାୟକ )ଦିନକୁ ଦିନ ସମାଜ ରେ ଦୁର୍ନିତୀ, ଠକେଇ, ଭ୍ରଷ୍ଟାଚାର ଆଦି ବଢିଚାଲିଥିବାରୁ ସାଧାରଣ ଗରିବଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି lଲାଞ୍ଚ ନଦେଲେ କୌଣସି କାମ ହେଉନି l ଏହାକୁ ରୋକିବା ପାଇଁକନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ କରାଯାଇଛି ll କିଛି ବର୍ଷହେବ ବାଲିଗୁଡା ସରକାରୀ ତଥା ବେସରକାରୀ ସ୍ତରରେ ତଥା ତହସିଲ, ଆଇ ଟି ଡ଼ି ଏ, ବ୍ଲକ, ଏନ ଏ ସି ରେ […]

ଫୁଲବାଣୀ ପୂର୍ତ୍ତ ବିଭାଗ ଦ୍ୱାରା ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତାନିର୍ମାଣ, ଗ୍ରାମବାସୀ ଖୁସ

ଫୁଲ ବାଣୀ-(ସୁନୀଲ ପଟନାୟକ )ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଫୁଲବାଣୀ ପୂର୍ତବିଭାଗ ଡିଭିଜନ ପକ୍ଷରୁ ଏବେଫୁଲବାଣୀ ସହରନିକଟବର୍ତ୍ତୀ ସର୍ତ୍ତାଗୁଡା ଛକ ରୁ ମିଣି ଆକାଠିଗ୍ରାମ କୁ ସ୍ଥାୟୀ ପକ୍କା ରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି ।ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ […]

କୁଇ ସମାଜ ସମନ୍ୱୟ ସମିତି ର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଅପରାହ୍ନ ରେ କୁଇ ସମାଜ ସମନ୍ଵୟ ସମିତି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବରିଷ୍ଠ କୁଇନେତା ତଥା ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଜି. ଉଦୟଗିରି ସଭାପତି ପୁଷରା କହଁର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେରଘୁପତି କହଁର ପ୍ରାରଂଭିକ ସୂଚନାଦେଇଥିବାବେଳେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ଲମ୍ବୋଦର କହଁର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାଜ୍ୟ ସଭାପତି ପ୍ରଦୀପ କହଁର, ଯୋଗ ଦେଇ ୨ […]

ବିଶ୍ୱ ମାଛ ଚାଷ ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ଆଈ ଟି ଡି ଏ କନଫରେନ୍ସ ହଲ୍ଲ ରେ ବିଶ୍ୱ ମସ୍ଚ୍ୟ ଦିବସ ପାଳିତ ହୋଇଯାଇଛି! କନ୍ଧମାଳ ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଚାରି ବର୍ଷ ତଳେ ବୌଦ୍ଧ, ଭଞ୍ଜନଗର, ଓ ବାଲୁଗାଁ ରୁ ଜିଲ୍ଲା କୁ ମାଛ ଆସୁଥିଲା! ଏବେ ମାଛ ଜିଲାରେ ଉତ୍ପାଦନ ହେଉଛି l ମହିଳା ଏସ ଏଚ ଜି ଗୁଡିକ ଏବେ ମାଛ ଚାଷ […]

କନ୍ଧମାଳରେ ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ପରିଷଦ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଞ୍ଚାୟତିରାଜ ବିଭାଗ ସହାୟତାରେ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବନ୍ଧଗଡଠାରେ ଥିବା ତାଲିମ କେନ୍ଦ୍ରରେ ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ତାଲିମ ଶିବିର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ ପ୍ରଶିକ୍ଷଣର ରୂପରେଖ ପ୍ରତି ଯୋଡିରହିବା ପାଇଁ ଜନପ୍ରତିନିଧିମାନଙ୍କ […]