ମା’ ଭୈରବୀ ନୃତ୍ୟ ମହୋତ୍ସବରେ କନ୍ଧମାଳ ର ଲୋକ ନୃତ୍ୟ ସମ୍ବର୍ଦ୍ଧିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ଦୀର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଦ୍ଵିତୀୟ ମା’ ଭୈରବୀ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହୋତ୍ସବରେ ଅତିଥିମାନେ ଯୋଗଦେଇ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ପଞ୍ଚମ ଦିନରେ ସବୁଠାରୁ ମୁଖ୍ୟ ଆକର୍ଷଣ […]

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଆପୋଲୋ ରେ ଚିକିତ୍ସିତ ହେଉଥିଲେ ତେବେ ଗତ କାଲି ବିଳମ୍ବିତ ରାତିରେ ତାଙ୍କରମୃତ୍ୟୁ ହୋଇଥିଲା lସ୍ବର୍ଗତ ଜାହିର ଅଖତାର ବିଜେଡି ସଂଖ୍ୟାଲଘୁ ସେଲର ଜଣେ ଟାଣୁଆ ନେତା ଓ […]

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ ମହିଳା କିରାଣୀ ମୃତ

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା ଘଟାଇଥିବା ବାଇକ ନମ୍ବର OD 12 C 2597(220 PULSAR) ବୋଲି ଜଣାପଡିଛି l ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କ୍ଲର୍କ ସ୍କୁଟି ନମ୍ବର OD 12 C 1727ରେ ସ୍କୁଲକୁ ଯାଉଥିବା […]

ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଙ୍କ ମାତୃ ବିୟୋଗ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ବରିଷ୍ଠ ଆଇନଜୀବୀ, ରୋଟା ରୀ କ୍ଲବ ସଭାପତି, ଜିଲାବିକାଶ ପରିଷଦ ସଭାପତି, ଜଗନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ, ଓ ଶିଶୁଵିଦ୍ୟା ମନ୍ଦିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଙ୍କ ମା ଳକ୍ଷ୍ମୀ ମହାରଣା ଙ୍କ ଭବେନେଶ୍ୱର ସ୍ଥିତ ସମ ଆଲଟି ମେଟ ରେ ଚିକିତ୍ସିତ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି lମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା lସେ ଜଣେ ଧର୍ମ ପରାୟଣ, ଆଦର୍ଶ, ପରାପକାରୀ ମହିଳା […]

ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ: ଦୁଇ ଆହତ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଲିଙ୍ଗାଗଡ ପଞ୍ଚାୟତ ଅନ୍ତର୍ଗତ ନିଲୁଙ୍ଗିଆ ଘାଟି ବୁଲାଣି ନିକଟରେ ଏକ ଅଭାବନୀୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଶନିବାର ସକାଳୁ ସକାଳୁ ଲିଙ୍ଗାଗଡ ପଟୁ ଆସୁଥିବା ଜଣେ ବାଇକ (ଓଡି ୧୨ସି ୨୫୯୭) ଚାଳକ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କିରାଣି […]

ସମଗ୍ର କନ୍ଧମାଳରେ ପ୍ରବଳ ଥଣ୍ଡା ସହ ଘନ କୁହୁଡ଼ି: ଯାତାୟତରେ ବାଧାପ୍ରାପ୍ତ : ପର୍ଯ୍ୟଟକଙ୍କ ଆଗମନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ କିଛି ଦିନର ମେଘୁଆ ପାଗ ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଘନ କୁହୁଡି ସହ ପ୍ରବଳ ଥଣ୍ଡା, ଏଥିରୁ ସମଗ୍ର କନ୍ଧମାଳ ଜିଲ୍ଲା ବାଦ ପଡିନି l ସେଥି ମଧ୍ୟରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଶୀତ ଲହରି ଜାରି ରହିଛି। ଗୁରୁବାର ଠାରୁ ଶୀତର ପ୍ରକୋପ ପୁଣି ବୃଦ୍ଧି ପାଇଛି। ଶୁକ୍ରବାର ସକାଳୁ ସାରା ଅଞ୍ଚଳ ଘନ କୁହୁଡ଼ିରେ ଆଛାଦିତ ହୋଇଥିବା ଦେଖିବାକୁ […]

ବିଭିନ୍ନ ଦାବିପୂରଣ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଙ୍କ ଧାରଣା

ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ଗୁରୁବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେଜିଲ୍ଲା ସଭାନେତ୍ରୀ ଆରତୀ ବେହେରା ଙ୍କ ବଳିଷ୍ଠ ନେତୃତ୍ୱରେ ଅଙ୍ଗନବାଡି କର୍ମୀମାନେ ଧାରଣା ରେ ବସିଥିଲେ lଦୀର୍ଘ ଦିନ ହେଲା ଅଙ୍ଗନବାଡି କର୍ମୀ ମାନେ ଦାବୀ କରିଆସୁଥିଲେ ମଧ୍ୟ ସରକାର ଶୁଣୁନଥିବା ଅଭିଯୋଗ କରିଥିଲେ lସେମାନଙ୍କ ଦାବୀ ମଧ୍ୟରେ ପାରିଶ୍ରମିକ ବୃଦ୍ଧି, ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା,ଦାବୀ ପୂରଣ ନହେବାଯାଏ ଆନ୍ଦୋଳନ ଜାରି ରଖାଯିବ ବୋଲି ସମ୍ପାଦିକା ଯୁବତୀ ପ୍ରଧାନ […]

ଖେଳ ପଡିଆ ନିର୍ମାଣକାର୍ଯ୍ୟ ଆରମ୍ଭ ନେଇ ଦୁଇଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଆଠ ଆହତ

ଫୁଲବାଣୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ରେଏକ ବିବାଦୀୟ ଜମିରେ ଖେଳପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କୁ ନେଇ ଗୋଷ୍ଠି ସଂଘର୍ଷ ହୋଇଛିl ଏଥିରେ ମହିଳା ସମେତ ଆଠ ଜଣ ଆହତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା l ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁ ରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିଲା l ପୋଲିସ ପ୍ରଶାସନ ଏବଂ ରାଜସ୍ବ ବିଭାଗ ହସ୍ତକ୍ଷେପ ପରେ ଉକ୍ତ ଜମିକୁ […]

କନ୍ଧମାଳ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ପଦନ୍ନୋତି

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଙ୍କ ପଦୋନ୍ନତି ହୋଇଛି l ଶ୍ରୀ ଷଡ଼ଙ୍ଗୀ ବିଶେଷ କରି ଶିକ୍ଷାର ବିକାଶ ଦିଗରେ ନିଷ୍ଠା ଓ ଆନ୍ତରିକତା ର ସହ ନିରନ୍ତର କାର୍ଯ୍ୟ କରିବା ଯୋଗୁଁ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି lଶ୍ରୀ ଷଡ଼ଙ୍ଗୀ ଗତ ୧ ବର୍ଷ ହେଲା କନ୍ଧମାଳ ଶିକ୍ଷା ଜିଲ୍ଲା ଅଧିକାରୀ ଭାବେ ଦାଇତ୍ୱ ରେ ରହି ଶିକ୍ଷା କ୍ଷେତ୍ର ରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି lଷଡ଼ଙ୍ଗୀ […]

୧ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲାଞ୍ଚୁଆ ପୋଲିସ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଲାଞ୍ଚ ନେବାବେଳେ ଜଣେ ଲାଞ୍ଚୁଆ ପୋଲିସ ଏ ଏସ ଆଇ ବାବୁଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି lଲାଞ୍ଚୁଆ ଏ ଏସ ଆଇ ବାବୁ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନ l ପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ l ମଦନ ମୋହନ ବୌଦ୍ଧ ର ବୈଜୟ ନ୍ତି ଏଗରୋ ମେସିନରୀସ ର ମାଲିକ ସ୍ଵପ୍ନେଶ୍ଵର ଖୁଣ୍ଟିଆ ଙ୍କ ଠାରୁ ଏକ 1CCମାମଲା୨୨ /୨୨ […]