ପ୍ରଶାସନ କି ରାଜ୍ୟ ସରକାର ଶୁଣିଲେନି ଇଚ୍ଛା ମୃତ୍ୟୁ ଲୋଡିଲେ ଭିନ୍ନ କ୍ଷମ ଦମ୍ପତି

ଫୁଲବାଣୀ (ସୁନୀଲ ପଟନାୟକ )ନିଜର ହକ ପାଇବା ପାଇଁ ମାସେ କି ଦୁଇମାସ ନୁହେଁ ଦୀର୍ଘ ଚାରି ବର୍ଷ ହେଲା ଲଢ଼ି ଶେଷରେ ପ୍ରଶାସନ ଦ୍ୱାରା ଆକ୍ରୋଶ, ନିର୍ଯ୍ୟାତିତ, ଲାଂଛିତ ଶୋଷିତ ହେଇ ଶେଷରେ ଅନ୍ୟ ଉପାୟ ନ ପାଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳ ର ଭିନ୍ନକ୍ଷମ ଦମ୍ପତି ଦୀପକ କୁମାର ହଂସ ଓ ତାଙ୍କ ପତ୍ନୀ lଏନେଇ ଦୀପକ ଗତ ୯ ତାରିଖ ରେ ରାଷ୍ଟ୍ରପତି ଙ୍କୁ ରେଜିଷ୍ଟ୍ରି ଯୋଗେ […]

ନବୋଦୟ ଆଲୁମିନି ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣ(ସୁନୀଲ ପଟନାୟକ )ଫୁଲବାଣୀ ଜବାହର ନବୋଦୟ ଆଲୁମିନି ଏସୋସିଏସନ ପକ୍ଷରୁ ଶନିବାର ସଂଗଠନ ର ବାର୍ଷିକ ଉତ୍ସବ ଅବସର ରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା lଏହି ଅବସର ରେ ସଭାପତି ସୁର ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନ ୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ […]

କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ରେ କୂଇ ଭାଷା ର ମାନ୍ୟତା ଦାବୀ

ଫୁଲବାଣୀ (ସୁନୀଲ ପଟନାୟକ )କୁଇ ଲିପି ର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସଂଭଵ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ର ଦ୍ୱିତୀୟ ଦିନ ର କର୍ମଶାଳା ରେ ଯୋଗ ଦେଇ କହିଥିଲେ lକାହିଁ କେଉଁ ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି! କୁଇ ଭାଷା ଅତିଲୋକ ପ୍ରିୟ ଅଟେ! କନ୍ଧମାଳର ଅଧିକାଂଶ […]

ଫୁଲବାଣୀ ରେ ଆମ ଆଦମୀ ପାର୍ଟି ବୈଠକ

ଫୁଲବାଣୀ(ସୁନୀଲ ପଟନାୟକ )ରାଜ୍ୟ ରେ ଏକ ସ୍ଵଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାପାଇଁ ଆମ ଆଦମୀ ପାର୍ଟି ରେ ସାମିଲ ହୋଇ ସଂଗଠନ କୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀ ରେ ଯୋଗଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ ଦେଇଛନ୍ତି lସେହିପରି କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ଆମ ଆଦମୀ ପାର୍ଟି ର ସଙ୍ଗଠନକୁ […]

ବିଭିନ୍ନ ସମସ୍ୟା ସମ୍ପର୍କ ରେ ବରିଷ୍ଠ ନାଗରିକ କମିଟି ର ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରୀକମାନେ ସୁରକ୍ଷିତ ଭାବେ ରହିବା ସହ ନ୍ୟାୟ ଓ ହକ ପାଇବେ ସେ ନେଇ ରବିବାର ବରିଷ୍ଠ ନାଗରିକକମିଟି ର ଏକ ଗୁରୁତ୍ୱ ପୁର୍ଣ ବୈଠକ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା lମିଳିତ ନାଗରିକ କମିଟି ସଭାପତି ଡ଼ଃ ଅରୂପ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ତଥା ପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟବିଭାଗ ଅଧିକାରୀ […]

କନ୍ଧମାଳ ରେ ଆର୍ଥିକ ପରିଚାଳନା ଉପରେ କର୍ମଶାଳା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ଆବାହକ ହରିଶଙ୍କର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧକ୍ଷ ଚନ୍ଦ୍ରକାନ୍ତ ନାୟକ ଅନୁଷ୍ଟାନର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଅଧକ୍ଷ ରାମ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ପ୍ରଶାନ୍ତ ଶତପଥୀ […]

ଯୁକ୍ତ ୩ ପରୀକ୍ଷା ଫଳକୁ ନେଇ କୁହୁଳୁଛି ଅସନ୍ତୋଷ ୩୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୩ ଫେଲ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ୱୟଂ ଶାସିତ ମାନ୍ୟତା ଉଠି ଯାଇଛି। ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନକରି ପରୀକ୍ଷା କରାଯାଇଛି। ସେହିଭଳି ଆବଶ୍ୟକତା ଠାରୁ ବହୁ କମ୍‌‌ ସଂଖ୍ୟାକ ଅଧ୍ୟାପକ ରହିଛନ୍ତି ଏହି ମହାବିଦ୍ୟଳୟରେ। ତେବେ ଇତି ମଧ୍ୟରେ ଗତ ୪ ତାରିଖରେ ଯୁକ୍ତ ୩ର କଳା ବିଭାଗ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି। ପରୀକ୍ଷା ଦେଇଥିବା ୩୧୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୩ ଜଣ ଫେଲ ହୋଇଛନ୍ତି। ଏହାକୁ […]

ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବୀ ଜୋରଧରିଲା : ଦ୍ୱିତୀୟ ବୈଠକ ରେ ସମସ୍ତ ଙ୍କ ସହଯୋଗ ରହିଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା କୁ ଜିଲ୍ଲା ଦାବୀ ନେଇ ମିଳିତ ମଂଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ହୋଟେଲ ବିଭବ ଠାରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବାଲିଗୁଡାକୁ ଜିଲ୍ଲା ଘୋଷଣା ପାଇଁ ଦାବୀ କରିବା ।ରାଜ୍ୟ ସରକାର ବାଲିଗୁଡାକୁ ଜିଲ୍ଲା ଘୋଷଣା ନକରିବା ପର୍ଯ୍ୟନ୍ତ ଏହି ଦାବୀ ପର୍ଯ୍ୟାୟ […]

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଠାରୁ ବିଭକ୍ତ ହୋଇ ବାଲିଗୁଡ଼ା ଉପଖଣ୍ଡକୁ ପୃଥକ ଜିଲ୍ଲା ଗଠନ ଦାବୀ ନେଇ ତୁମୁଡିବନ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନରେ ବାଲିଗୁଡ଼ା ଅଞ୍ଚଳର ଆବାହକ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ଉପଖଣ୍ଡ ଓଡିଶାର ଅନ୍ୟତମ ବୃହତ ଉପଖଣ୍ଡ ଭାବେ ପରିଚିତ l ଏହି ଉପଖଣ୍ଡ ଅଧୀନରେ ବାଲିଗୁଡ଼ା, ତୁମୁଡିବନ୍ଧ, […]

ସମଗ୍ର କନ୍ଧମାଳ ଜିଲ୍ଲାକୁ ଖୁବ ଶିଘ୍ର ମାଓମୁକ୍ତ କରାଯିବ: ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତରେ କମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ୧୦ରୁ ୧୫ ଜଣ ମାଓବାଦୀ ଥିଲେ। ତେବେ, ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବହୁ ମାଓବାଦୀ ଆହତ ହୋଇଛନ୍ତି। ଫୁଲବାଣୀର ମାଦିକୁନ୍ଦାସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର ପ୍ରକାଶ କରିଛନ୍ତି। ମୃତ […]