ମାଗଣା ଶୀତ ବସ୍ତ୍ର ପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ରେ ଏବେ ଶୀତର ପ୍ରକୋପ ବଢ଼ି ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେଦିନ ରାତି ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି lବାହାରକୁ କାମ କରିବାକୁ ଯାଇ ପାରୁନାହାନ୍ତି lଏପରି ସ୍ଥଳେ ଗରିବ ଲୋକଙ୍କୁମାଗଣାରେ କମ୍ବଳ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ଫୁଲବାଣୀ ସହର ର ଓଲଡ ଏଲ. ଆଇ ସି କଲୋନୀ ରେ ରହୁଥିବା ସାହାଣୀ ପରିବାର […]

ଖୋଲିଲା ନୂତନ କେକ୍ ସପ୍ ‘ ମିଓ ଆମୋରେ

’ ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ସହରସ୍ଥିତି ଲକ୍ଷ୍ମୀବଜାର ଠାରେ ନୂତନ କେକ୍ ସପ୍ ‘ ମିଓ ଆମୋରେ ’ ଉଦ୍‌ଘାଟନ ହୋଇଯାଇଅଛି । ସମାଜସେବୀ ସୁକାନ୍ତ ବେହେରା ଓ ଗୋପାଳ ବେହେରା ଉପସ୍ଥିତ ରହି ଏହାକୁ ଉଦ୍‌ଗାଟନ କରିଥିଲେ । ପ୍ରକାଶଥାଉକି , କୁଞ୍ଜକାନ୍ତ ଠାରେ ପ୍ରଥମ ଶାଖା ରହିଥିବାବେଳେ ଏହା ଢେଙ୍କାନାଳରେ ଦ୍ବିତୀୟ ଶାଖା ଅଟେ । ଏଠାରେ ମିଓ ଆମୋରେ କମ୍ପାନୀର ବିଭିନ୍ନ ପ୍ରକାରର ଆମିଶ ଓ ନିରାମିଶ କେକ୍ , ପେଟିସ୍ , ସ୍ନାକ୍ସ […]

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଯାପିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଆଜି ବୁଧବାର ଉଦଯାପିତ ହୋଇଛି lଉଦଯାପିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ ତାଲିମ ନେଇଥିବା ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ […]

ଫୁଲବାଣୀ ଠାରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ବାଗତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି। ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ କରା ଯାଇଥିଲା ମଙ୍ଗଳବାର ଦିନ ହକି ବିଶ୍ଵ କପ୍ ଟ୍ରଫି ନୟାଗଡ଼ ଜିଲ୍ଲା ଦେଇ ଖଜୁରୀପଡ଼ା ଠାରେବ୍ଲକ ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ସ୍ଵାଗତ କରାଯିବା ପରେ ରାତି ୧୧ ଟା ସମୟ ରେ ଫୁଲବାଣୀ ରେ ପହଂଚିବା ପରେ […]

ଆନ୍ତର୍ଜାତୀୟ ଟାଇକୋଣ୍ଡରେ ଓଡ଼ିଶାକୁ ୮ ପଦକ

କଟକ(ଉଲ୍ଲାପ୍ର )କଲିକତାର ଖୁଦିରାମ ଅନୁଶୀଳନ କେନ୍ଦ୍ରଠାରେ ଚଳିତ ମାସ ୧୯ ତାରିଖରୁ ୨୧ ତାରିଖ ୩ଦିନ ଧରି ଅନୁଷ୍ଠିତ କୋରିୟାନ ଟାଇକୋଣ୍ଡ ମାଷ୍ଟର ଆସୋସିଏସନ ଅଫ ଇଣ୍ଡିଆ ଓ ଜିୟଙ୍ଗ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ଆୟୋଜିତ ୬ତମ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା ପ୍ରତିଯୋଗୀ ମଧ୍ୟରୁ କିରୋଗୀ ବିଭାଗରେ ସାଇ ସ୍ୱରୂପ ସାହୁ,ମନରଞ୍ଜନ ବାରିକ, ସେକ ମୋଜାଇଲ, ସେକ ମହମ୍ମଦ ନାସିର ସ୍ଵର୍ଣ […]

ଜିଲ୍ଲା ସ୍ତରୀୟ ବଲ ବ୍ୟାଡମିଣ୍ଟନ ଖେଳାଳି ଚୟନ

କଟକ(ଉଲ୍ଲାପ୍ର ) ଆସନ୍ତା ଡିସେମ୍ବର ମାସ ୨ରୁ ୪ ତାରିଖ ଖୋର୍ଦ୍ଧାରେ ସବ-ଜୁନିୟର ଓ ଜାନୁଆରୀ ୬ରୁ ୮ ତାରିଖ ଢେଙ୍କାନାଳରେ ଜୁନିୟର ରାଜ୍ୟସ୍ତରୀୟ (ବାଳକ/ ବାଳିକା)ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ (ବାଳକ/ବାଳିକା) ପ୍ରତିଯୋଗିତା ପାଇଁ ଭକ୍ତମଧୁ ବିଦ୍ୟାପୀଠ ଖେଳପଡିଆରେ ଖେଳାଳି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଚୟନ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ବଲ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ […]

ବିଶ୍ୱନାଥ ବିଦ୍ୟାପୀଠ ଜମିପାଇଁ ପୁଣି ହେବ ଆନ୍ଦୋଳନ

ଆଠଗଡ (ଉଲ୍ଲାପ୍ର )ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିଅମ ର ଜମିକୁ ମାଡି ବସିଛନ୍ତି ସାଧାରଣ ଲୋକ, ଏହାକୁ ନେଇ ଉଦୟ ଲାବଣ୍ୟ ଈସୁ ଆରମ୍ଭ କରିବାପରେ ପୁରାତନ ଛାତ୍ରମାନେ ଆଗେଇ ଆସିଥିଲେ, କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରି ଏହି ମିନି ଷ୍ଟାଡିଅମ ୩ପଟେ ପାଚେରୀ ନିର୍ମାଣ କରିଥିଲେ, ଏବେ ପାଚେରୀ ନିର୍ମାଣ ସରିଯିବା ପରେ ଜିଲ୍ଲାପାଳ ପୁରାତନ ଛାତ୍ର ମାନଙ୍କୁ ଯୋଉ ପ୍ରତିଶୃତି ଦେଇଥିଲେ ସେ ତାଙ୍କର ପ୍ରତିଶୃତି ରକ୍ଷାକରନ୍ତୁ ଏବଂ ସେ ବାଟକୁ ବନ୍ଦ […]

ବାଲିଗୁଡା ରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଳିକ ଙ୍କ ସ୍ମୁତି ରେ ଶହୀଦ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି l ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ବର୍ଷସାରା ର ଅନ୍ୟତମ ପବିତ୍ର ପର୍ବ। ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସ ର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳର ଚର୍ଚ୍ଚ ଚାରିଆଡ଼େ ବେଶ୍ ସାଜସଜ୍ଜା ହୋଇଛି। ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକମାଳା ସହିତ କ୍ରୀସମାସ୍ ଟ୍ରି, ଷ୍ଟାର୍, କ୍ରିସମାସ୍ ଗୁହାଳ […]

ରାଜ୍ୟ ସ୍ତରୀୟ ସରଗିଫୁଲ ପ୍ରତିଯୋଗିତା ରେ କନ୍ଧମାଳ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ସଫଳତା

ଫୁଲବାଣୀ (ସୁନୀଲ ପଟନାୟକ )ଆଦିବାସୀ ମଙ୍ଗଳ ବିଭାଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ସରଗିଫୁଲ ରେ ଅନ୍ୟ ବର୍ଷ ଭଳି ଏ ବର୍ଷ ମଧ୍ୟ କନ୍ଧମାଳ ର ଆଦିବାସୀ ମଙ୍ଗଳ ବିଭାଗ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ହାସଲ କରି ଜିଲାପାଇଁଗୌରବ ଆଣିଦେଇଛନ୍ତି lବାଳକ ଭଲି ବଲରେ ଚମ୍ପିୟାନ ହୋଇଥିବାବେଳେ, ବାଳିକା ଭଲି ବଲ ପ୍ରତିଯୋଗିତା ରେ ମଧ୍ୟ ଚମ୍ପିୟାନ ହାସଲ କରିଛନ୍ତି କନ୍ଧମାଳ ବାଳିକା lସେହିପରି ଜୁନିଅର ଲେବେଲ ସୋଲ […]