୫ ବର୍ଷ ରେ ଓଡିଶା ନମ୍ବର ୧ || give-a-chance-to-win-we-will-do-odisha-no-1-state-of-our-country

କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଗୁରୁବାର ଦିନ ପଶ୍ଚିମ ଓଡ଼ିଶାର ସୋନପୁର ଜିଲ୍ଲାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଓଡ଼ିଶାର ଶାସକ ବିଜେଡ଼ି ଉପରେ ଆକ୍ରମଣ କରି ଦଳର ଅଭିଯାନ ଆରମ୍ଭ କରିଛନ୍ତି। 2024 ନିର୍ବାଚନ ପୂର୍ବରୁ ଗେରୁଆ ଦଳର ଶୀର୍ଷ ନେତୃତ୍ୱ ଦ୍ୱାରା ମେଣ୍ଟ କଳ୍ପନାଜଳ୍ପନା ବନ୍ଦ ହେବା ପରେ ଏହା ଅମିତ ଶାହାଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଶାହା ପ୍ରଥମେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ […]

ଆଠଗଡ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ଉପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସଭ ଅନୁଷ୍ଠିତ ହୋଇଯାଇଛି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଣତି ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଏନଏସି ନଗରପାଳ ସସ୍ମିତା ରାଉତ, ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ ଶ୍ରୁତିଧର ରାଉତ, କାଉନ ସିଲର ରାକେଶ ଭକ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୁତିଧର ରାଉତ, ଧରଣୀଧର ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା, କାଳନ୍ଦୀ ଚରଣ ସାହୁ ପ୍ରମୁଖ ଯୋଗଦେଇ […]

ଗେଙ୍ଗୁଟିଆ ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ

ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ସ‌ହର ଉପକଣ୍ଠରେ ଅବସ୍ଥିତ ଗେଙ୍ଗୁଟିଆ ସରକାରୀ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାଆଡମ୍ବର ସହକାରେ ପାଳନ ହୋଇଯାଇଅଛି । ଉକ୍ତ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଂଚ କୈଳାସ ଚନ୍ଦ୍ର ଦେହୁରୀ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ଚିନା ସେଠୀ, ପରିଚାଳନା ସମିତିର ସଭାପତି ପ୍ରଗତି ସାହୁ ଓ ମୋ ସ୍କୁଲ୍ ଅଭିଯାନର ସଭାପତି ପ୍ରଦୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ରୂପେ ମୋ […]

ସମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଲାରିଙ୍ଗୋମାଲାସିଆରେ ପୀଡିତ ଶିଶୁ ସୁସ୍ଥ ହେଲା*

ଭୁବନେଶ୍ୱର( ଉଲ୍ଲାପ୍ର )ସମ୍ ଅଲ୍ଟିମେଟ ମେଡିକେୟାର (ସମମ୍‌) ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡିତ ଏକ ଶିଶୁର ସଫଳତାର ସହ ଚିକିତ୍ସା କରିଛନ୍ତି । ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡିତ ହୋଇ କଷ୍ଟ ପାଉଥିଲା। ଏଭଳି ରୋଗରେ ପୀଡିତ ଚାରି ମାସର କୃଷ୍ଣଙ୍କ ଛାତି ଓ ବେକ ସହିତ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ପିତାମାତା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ରୋଗୀଙ୍କୁ ଶିଶୁ ଆଇସିୟୁକୁ ନିଆଯାଇଥିଲା ଏବଂ ପରବର୍ତ୍ତୀ ମୂଲ୍ୟାୟନ ପାଇଁ ଡାକ୍ତର ଅଜୟ କୁମାର ଗ।ହାନଙ୍କ […]

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

  ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୨୭, ୨୮ ରେ ଦୁଇଦିନିଆ ତୋଫାନୀ ସାଙ୍ଗଠନିକ ଗସ୍ତରେ କଟକନଗର ଜିଲ୍ଲା ପ୍ରବାସ କରିଥିଲେ . ପ୍ରଥମେ ଶିଖର ପୁର ଠାରେ ଭବ୍ୟ ସ୍ୱାଗତ ପରେ ସମ୍ବାଦ ପତ୍ର ରାଷ୍ଟ୍ର ଦୀପକାର୍ଯ୍ୟାଳୟ ବୈଠକ ହଲ ରେ ରାଷ୍ଟ୍ରଦୀପ ପ୍ରମୁଖ ଶ୍ରୀ କୁଳମଣି ପ୍ରଧାନ ଓ ଅନ୍ୟାନ୍ୟ ବିଜେପି ନେତା ସ୍ୱାଗତ କରିବା ପରେ ନଗରର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ସହ ସହରର ଜନସାଧାରଣଙ୍କ ବିଭିନ୍ନ […]

ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ –  (ସୁନୀଲ ପଟନାୟକ) ଏକ ଦୁଷ୍କର୍ମ ମାମଲା ର ବିଚାର କରି ସୋମବାର ଜିଲା ସ୍ଵତନ୍ତ୍ର ଦୌରା ଜଜ ସତ୍ୟ ପିର ମିଶ୍ର ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ କୁ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଧାରା 376/D,376(2) (1) ଓ 450 ଅନୁଯାୟୀ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ସହ ପଚାଶ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ସେହିପରି ଜୋରିମାନା ଅନାଦୟେ ଅଧିକ ଦୁଇ ବର୍ଷ କାରାଦଣ୍ଡ ଆଦେଶ […]

ଫୁଲବାଣୀ ରେ ପ୍ରାଣୀ ଚିକିତ୍ସକ ଙ୍କ ଧାରଣା ଦଶ ଦିନରେ, ପ୍ରାଣୀ ଚିକିତ୍ସା ଠପ୍

  ଫୁଲବାଣୀ( ସୁନୀଲ ପଟନାୟକ) ବିଭିନ୍ନ୍ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଧାରଣା ରେ ବସିଥିବାରୁ ପ୍ରାଣୀ ପାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଚିକିତ୍ସା ଅଭାବରୁ ଗାଈ, ଗୋରୁ, ମେଣ୍ଢା, ଛେଳି, କୁକୁଡା, କୁକୁର ଆଦି କେତକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l ସେମାନଙ୍କ ଧାରଣା ଆଜିକୁ ଦଶ ଦିନରେ ପହଞ୍ଚିଛି l ତେବେ ସରକାର ଏଯାଏଁ ସେମାନଙ୍କ ଦାବୀ ପୂରଣ କରୁନଥିବା […]

ପ୍ରେସ କ୍ଲବ ରେ 75 ତମ ସାଧାରଣତନ୍ତ୍ର ଦିଵସ ପାଳିତ

  ଫୁଲବାଣୀ (ସୁନୀଲ ପଟନାୟକ ) ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ପଞ୍ଚସ୍ତରୀ ତମ ପବିତ୍ର ସାଧାରଣ ତନ୍ତ୍ର ଦିଵସ ପାଳିତ ହୋଇ ଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ ୧୯୫0ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣ ତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା lଏଣୁ ଏହାକୁ ସବୁବେଳେ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ l ଅନ୍ୟ ମାନଙ୍କ […]

କାମାକ୍ଷାନଗର ମହୋତ୍ସବର ୪ର୍ଥ ଦିବସରେ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

  ଉପଜିଲ୍ଲାପାଳ ,ଏସଡିପିଓ , ବିଡିଓ ନିର୍ମାଣଧୀନ ପାର୍କ ମଧ୍ୟରେ କଲେ ବୃକ୍ଷରୋପଣ । କାମାକ୍ଷାନଗର( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡସ୍ତରୀୟ ମହୋତ୍ସବର ୪ର୍ଥ ଦିବସରେ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ସଚେତନତା ରାଲି ହନୁମାନ ବଜାର ଠାରୁ ବାହାରି ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ସମ୍ମୁଖରେ ହୋଇଥିବା ନିର୍ମାଣଧୀନ ବିଜୁପଟ୍ଟନାୟକ ପାର୍କ ପରିସରରେ ପହଞ୍ଚିବା ପରେ କାମାକ୍ଷାନଗର ଉପ ଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ନାୟକ,ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ,ବ୍ଲକ୍ ଅଧ୍ୟକ୍ଷ […]

ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ

    ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ କୁ ନ ଶୁଣି କୌଣସି ପଦକ୍ଷେପ ନ ନେବାରୁ କାମାକ୍ଷାନଗର SDPO ଅଫିସ ଘେରାଉ କଲେ ହଜାର ହଜାର ଆଦିବାସୀ… ଢେଙ୍କାନାଳ :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାଙ୍କଡାହାଡ ଥାନା ଅନ୍ତର୍ଗତ ବାଲିକୁମା ଗ୍ରାମ ରେ ପଶି ଗତ ଡିସେମ୍ବର ୧୦ ତାରିଖ ଦିନ ଗ୍ରାମର ଶ୍ରୀମତୀ ଟୁଡ଼ୁ ଓ ହୀରାମଣୀ ସୋରେନ ଙ୍କ ସାଇଆ […]