ଭାଇ ହେଲା ଭଗାରୀ ଭିନ୍ନକ୍ଷମସାନଭାଇ କୁ ପୈତୃକ ସମ୍ପତି ରୁ ବେଦଖଲ କଲା

ଫୁଲବାଣୀ (ସୁନୀଲ ପଟନାୟକ )ଭାଇ ହେଲା ଭଗାରୀ l ଚଂଚକତା କରି ପୈତୃକ ସମ୍ପତି ରୁଭିନ୍ନକ୍ଷମ ଛୋଟ ଭାଇ କୁ ବେଦଖଲ କଲା ବଡ଼ଭାଇ lଫଳରେ ବାଧ୍ୟହୋଇ ସାନଭାଇ ଉପଜିଲାପାଳ, ଦକ୍ଷିଣା ଞ୍ଚଳ ରାଜସ୍ବ କମିଶନର ନିକଟରେ ଲିଖିତଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି lଏଭଳି ଅଭିଯୋଗ ଆସିଛି ବାଲିଗୁଡା ଥାନା ମହାସିଙ୍ଗ ଅଂଚଳରୁ lସୂଚନା ଯୋଗ୍ୟ ଯେ, ସାନଭାଇ ଶରତ କୁ ସମ୍ପତି ର ଭାଗ ନ ଦେଇ ବଡ଼ଭାଇ ସଂସାରୁ ଅମାୟତପ୍ରମୋଦ ସାହୁ ନାମକ […]

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ ଓ ବନ୍ଧୁମିଳନ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ (KDJA )ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲାସାଲକୀ ଡ୍ୟାମ ପରିସର ରେ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ସଙ୍ଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଙ୍କ ସଭାପତି ରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଉପସଭାପତି ସମୀର ପାଢ଼ୀ, ସନ୍ତୋଷ […]

ଜାତୀୟ ଦୁଃସାହସିକ କ୍ରୀଡା ପାଇଁ କନ୍ଧମାଳରୁ ୬ ଜଣ ମନୋନୀତ

ଫୁଲବାଣୀ :- (ସୁନୀଲ ପଟନାୟକ) ଉତ୍ତରାଖଣ୍ଡ ରାଜ୍ୟର ମସୁରୀ ଠାରେ ଜାତୀୟ ଦୁଃସାହସିକ କ୍ରୀଡା ଏକାଡେମୀ ଓ ରାଜ୍ୟ ଦୁଃସାହସିକ ସଂଘ ମିଳିତ ଆନୁକୁଲ୍ୟରେ ଗତ ୨୦୨୨ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ୩୨ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ l ରକକ୍ଲାଇବିଙ୍ଗ, ରେପିଲିଙ୍ଗ,ଫ୍ଲାଇଂଫକ୍ସ, କମାଣ୍ଡ ଅବଷ୍ଟ୍ରାକେଲ, ଟ୍ରେକିଂ କ୍ରୀଡା ଉପରେ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆ ଯାଇଥିଲା l […]

ଢେଙ୍କାନାଳ ରେ ପୁତ୍ରଦା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପୁତ୍ରଦା ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ଫୁଲ ହାର,ତୁଳସୀ ହାର, ପହିଲି ଭୋଗ, ବଲ୍ଲଭ ଭୋଗ, ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ସମୟରେ ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତୀ, ରାତ୍ର ଧୂପ, ମହାଦୀପ ଉଠିବ ମନ୍ଦିର ଉପରକୁ ଓ ଶେଷରେ ପହଡ଼ ପଡ଼ିବ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ […]

ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାଲାଗି ଦାରିଙ୍ଗବାଡି କଫି ବଗିଚା ଉନ୍ନତି କରଣ

ଫୁଲବାଣୀ (ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଦାରିଙ୍ଗ ବାଡ଼ି ଅନ୍ୟତମ lଓଡିଶା ର କାଶ୍ମୀର ଭାବେ ପରିଚିତ ଦାରିଙ୍ଗ ବାଡ଼ି l ଦାରିଙ୍ଗ ବାଡ଼ି ରପ୍ରାକୃତିକ ମନରୋ ମ ପରିବେଶ , ଥଣ୍ଡା ଜଳବାୟୁ, ଧାଡ଼ିକି ଧାଡି ପାଇନଗଛ, ତା ସାଙ୍ଗକୁ କଫି ଓ ଗୋଲମରିଚ ବଗିଚା, ଜଳପ୍ରପାତ ଜିଲ୍ଲା, ଜିଲ୍ଲା ବାହାର ଓ ବିଦେଶୀ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ lଫଳରେ କଫି ବଗିଚା କୁ ଅଧିକ ଆକର୍ଷଣୀୟ କରିବା […]

ଜନ୍ମ ଦିନରେ ଯୁବ ସମାଜସେବୀ ଙ୍କ ସ୍ବେଛାକୃତ ରକ୍ତ ଦାନ

ଫୁଲବାଣୀ(ସୁନୀଲ ପଟନାୟକ )ରକ୍ତ ଦାନ.. ମହା ପୁଣ୍ୟ,, ଡୋନେଟ ବ୍ଲଡ଼ ସେଭ ଲାଇଫ, କୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଏହି ଯୁବ ସମାଜସେବୀ ତଥା ପଲିଟେକ୍ନିକ ର ଛାତ୍ର ସ୍ଵାଗତ ତ୍ରିପାଠୀ lସେ ଗତ ୫ ବର୍ଷ ହେଲା ଅଠର ବର୍ଷ ବୟସରୁନିଜ ଜନ୍ମ ଦିନ ସମେତ ବିଭିନ୍ନ ରକ୍ତ ଦାନ ଶିବିର ରେ ସ୍ବେଛାକୃତ ରକ୍ତ ଦାନ କରିଆସୁଛନ୍ତି l କେବଳ ସେତିକି ନୁହେଁ ରକ୍ତ ଦାନ କରିବା ଲାଗି ଅନ୍ୟ ମାନଂକୁ ସଚେତନମଧ୍ୟ […]

ପ୍ରଥମ ଥର ପାଇଁ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ

ଫୁଲବାଣୀ (ଉଲ୍ଲାପ୍ର )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ର ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିଛନ୍ତି।ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଏକମାତ୍ର ßଓଡିଶୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର ନୃତ୍ୟ ଶୀଳ୍ପି ମାନେ ଗୁରୁ ବିନୋଦ ଚନ୍ଦ୍ର ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନା […]

କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ. ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ସହ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ତଥା ଶିଳ୍ପୀ ସୁଦର୍ଶନ ସାହୁ, […]

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମିଲେଟ କାଫେ ଉଦଘାଟିତ

ଢେଙ୍କାନାଳ(ଉଲ୍ଲାପ୍ର )ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମିଲେଟ୍ କାଫେ ଉଦଘାଟିତ ହୋଇଯାଇଛି । ଏହି କାଫେକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଛନ୍ତି । ଗୋବିନ୍ଦପୁରର ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟା ଦ୍ବାରା ପରିଚାଳିତ ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବରା , ପକୁଡି , ଇଡ଼ିଲି , କେକ , କାକରା , ଚା , ସୂପ୍ ଆଦି ଭଳି ୨୦ ପ୍ରକାରର ଖାଦ୍ୟ ସାମଗ୍ରୀ […]

ଅଙ୍ଗନୱାଡ଼ିକର୍ମୀ ଙ୍କ ରାଲି ଓ ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ )ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନେ ବିଭିନ୍ନ ଦାବୀ ଦୀର୍ଘ ଦିନହେଲା ଜିଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ବସିଥିଲେ ବି ସରକାର ଏଯାଏଁ ଦାବିପୂରଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ lଫଳରେ ଏସବୁ ଦାବି ପୂରଣ ନେଇ ଗୁରୁବାର ଫୁଲବାଣୀ ସ୍ଥିତ ମାଦିକୁନ୍ଦାଛକ ଠାରୁ ଅଙ୍ଗନବାଡି କର୍ମୀ ମାନେ ଏକ ବିଶାଳ ରାଲିରେଆସି ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟ […]