କୋଟଗଡ଼ ବ୍ଲକ ଜାକେସି ଗ୍ରାମ କୁ ରାଜସ୍ୱ ଗ୍ରାମ ଘୋଷଣା ଦାବୀ
ଫୁଲବାଣୀ(ସୁନୀଲପଟନାୟକ )କନ୍ଧମାଳ ଜିଲ୍ଲା ର କୋଟଗଡ଼ ବ୍ଲକ ଅନ୍ତର୍ଗତ ଯାକେସି ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ lଜନସଂଖ୍ୟା ଦୃଷ୍ଟିରୁ ସରକାର ରାଜସ୍ବ ଗ୍ରାମ ଘୋଷଣା କରିବା କଥା କିନ୍ତୁ ଗ୍ରାମବାସି ଦାବୀ କରିଆସୁଥିଲେ ମଧ୍ୟ ଆଜିଯାଏ ଘୋଷଣା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପୂର୍ବତନ ବିଧାୟକ ମାଝୀ କହିଛନ୍ତି lଏଥିପାଇଁ କଂଗ୍ରେସ ଓ ବିଜେଡି କୁ ଦାୟୀ କରିଛନ୍ତି ମାଝୀ l ପୂର୍ବତନଵିଧାୟକ ତଥା ବିଜେପି […]