କେରେଡ଼ି ହାଇସ୍କୁଲ ର ବାର୍ଷିକଉତ୍ସବ ପାଳିତ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ସ୍ଥିତ ସରକା ରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଇଛି lବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ବିନୀତା ଡିଗଲ, ସ୍କୁଲ ପରିଚାଳନା କମିଟୀସଭାପତି ସୂରଜ ଡିଗାଲ, ମୋ […]