ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ବାର୍ଷିକୋତ୍ସବ
ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ମଧ୍ୟସ୍ଥଳୀ ନୂଆପୋଖରୀ ବା ଭାଗିରଥୀ ସାଗର ହୁଡାରେ ଅଦ୍ୟ ମା ’ ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ମନ୍ଦିରର ତ୍ରୟୋଦଶତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମଙ୍ଗଳା ଆଳତୀ , ମହାସ୍ନାନ , ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲ ହାରରେ ମା’ଙ୍କୁ ସୁସଜିତ କରାଯାଇ ଭୋଗ ଲାଗି କରାଯାଇଥିଲା । ସ୍ଥାନୀୟ ପୋଖରୀରେ ପାଣି ଧାରଣ କରି କଳସ ଯାତ୍ରା କରାଯାଇଥିଲା । ପରେ ସୂର୍ଯ୍ୟପୂଜା , ମଣ୍ଡଳ […]