ଆଠଗଡ (ଉଲ୍ଲାପ୍ର )ଗଡଜାତ ପରିକ୍ରମା, ଏଇତ ଜୀବନ, ମହାନଦୀ ପୂଜନ କମିଟି ତରଫରୁ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠରେ ମହାନଦୀ କୂଳରେ ମହାନଦୀର ସୁରକ୍ଷା ପାଇଁ ମହାନଦୀ ଆଳତୀ ଅନୁଷ୍ଠିତ ହୋଇଯାଇଛି, ଏହି ମହାନଦୀ ଆଳତୀ ର ମୂଳ ଉଦେଶ୍ୟ ହେଉଛି ମହାନଦୀ କୁ ଆବର୍ଜନା କରିବା ନାହିଁ, ମହାନଦୀ ଭିତରକୁ ଜରି, ଅନବନା କିଛି ଫୋପାଡ଼ିବା ନାହିଁ, ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଗଡଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତି ମହାନଦୀ ଆଳତୀ […]
ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଲିମିନେଡ ମନମୁଖୀ କାର୍ଯ୍ୟ କରି ଜମିହରା ପ୍ରଜା ମାନଙ୍କ ନାର୍ଯ୍ୟ ସୁବିଧାରୁ ବଞ୍ଚିତ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି ଜମିହରା ପ୍ରଜାମାନେ ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ ଆମ୍ଭେ ନିମ୍ୱାକ୍ଷରକାରି ଗଣ କିଲୋକ ତହସିଲ ଅନ୍ତର୍ଗତ ଝାଡ଼ବନ୍ଧ , ଲାଇପଳା ଓ କଳାବେଢା ଗ୍ରାମର ଜମିହରା ପ୍ରଜା ବିଗତ 2006 ମସିହା ଠାରୁ ଆମ୍ଭମାନଙ୍କର ଲର୍ବର ଜମିକୁ ଶାଗମାଛ ଦରରେ ଇଜିକୋ ମାଧ୍ୟମରେ ରୁଙ୍ଗଟା […]
ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପୁରାତନ ବିଦ୍ୟାଳୟ ନୂଆଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସ ତିନି ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସୁଶାନ୍ତ କୁମାର ସାମନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଭଦ୍ରା […]
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର, ବହଳଦା, ଭାଲୁବସା, ବିଂଝୁଆ ଏବଂ ଇନ୍ଦଖୋଳି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି |ଜଗଦିଶ ବେହେରା ଭାଲୁବସା ଗ୍ରାମରେ ରାସନ ଦୋକାନ କରିଥିଲେ |ସେ ଅନେକ ଗରିବ ଲୋକ ମାନଙ୍କୁ ଡାକ୍ତର ଖାନାରେ ଆର୍ଥିକ […]
ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ତଥା ରାଜ୍ୟ ଜାତୀୟ ସେବା ସଂସ୍ଥା ଅଭିଯାନର ମୁଖ୍ୟ ଡ଼ ମନୋରଞ୍ଜନ ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ନାୟକ ଯୋଗଦେଇ କହିଲେ ଆମ ଓଡ଼ିଆର ପରମ୍ପରା […]
ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକକୁ ଘେରିଥିଲା ଆଠଗଡ ବିଜେପି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ପାଞ୍ଚ ଗାଁ ଶିବ ମନ୍ଦିର ଠାରୁ […]
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସ(ରବି ଭାଇ) ଙ୍କୁ ଚଳିତବର୍ଷର ମର୍ଯ୍ୟାଦା ପୂର୍ଣ୍ଣ “ସାମ୍ବାଦିକ ଗୌରବ ସମ୍ମାନ” ପାଇବାକୁ ମନୋନୀତ ହୋଇଛନ୍ତି। କନ୍ଧମାଳ ଭଳି ପଛୁଆ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଜୀବନ ଆଧାରିତ ବହୁ ଖବର ସଂଗ୍ରହ ତଥା ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି । ଆସନ୍ତା ୫ ତାରିଖ ସନ୍ଧ୍ୟା ୬ ଟାରେ ଶ୍ରୀରାମଚନ୍ଦ୍ରଭବନ, କଟକ […]
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କାମ ଆରମ୍ଭ ରେ ଠିକାଦାର କାର୍ଯ୍ୟ ର ଫଳକ ଲଗାଇବା କଥା କିନ୍ତୁ ତାହା ବର୍ତ୍ତମାନ କାମ ଅଧା ହେବାକୁ ଗଲାଣି ଫଳକ ଦେଖିବାକୁ ମିଳୁନାହିଁ। ଯାହା ଫଳରେ କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ, ରାସ୍ତା ର […]