ଆଠଗଡ (ଉଲ୍ଲାପ୍ର )ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ର ଦୁତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବ ରେ ସଂଗଠନ ର ସଭାପତି ଏବଂ ପ୍ରତିଷ୍ଠାତା ସୁଧାଂଶୁ ଶେଖର ସାହୁ ଙ୍କ ନେତୃତ୍ୱ ରେ ଓଡିଶା ର ବିଭିନ୍ନ କୋଣ ଅନୁକୋଣ ରୁ 20ଟି ସ୍ବେଛାସେବୀ ଅନୁଷ୍ଠାନ ଏବଂ 6 ଜଣ ସାମ୍ବାଦିକ ମାଟିର ମହକ ଓ ଉତ୍ତମ ସ୍ବେଛାସେବକ 4 ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ […]
ଫୁଲବାଣୀ (ସୁନୀଲ ପଟନାୟକ )ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା, ଏହି ଉକ୍ତି କୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ l ସେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇବିଭାଗ ପକ୍ଷରୁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥାନ୍ତି lସେହିପରିଛୁଟି ଦିନ ରେ ସଫେଇ କାର୍ଯ୍ୟ ମଧ୍ୟ କରି ସ୍ୱଛତା ର ବାର୍ତ୍ତା ବାଣ୍ଟିଥାନ୍ତି l ସେ ଟୁର ରେ ଗାଡ଼ିରେ […]
ଫୁଲବାଣୀ (ସୁନୀଲ ପଟନାୟକ)ବାପାର ମୃତ୍ୟୁପରେ ଦୁଇ ଝିଅକୁ ଛାଡି ମା ପ୍ରେମିକ ସହ ଫେରାର ହୋଇଗଲା। ଫଳରେ ଦୁଇ ଝିଅ ଏବେ ଅନାଥ ହୋଇଯାଇଛନ୍ତି ।ଜେଜେମା ହିଁ ଏବେ ଏକମାତ୍ର ସାହାରା ପାଲଟିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ ଅନ୍ତର୍ଗତ ବା ଦେକେତା ଗ୍ରାମରେ। ମାଆଙ୍କୁ ଝୁରି ଝୁରି ଏବେ ଦୁଇକୋମଳମତି ଝିଅ ଦିନ ରାତି ଆଖିରୁ ଲୁହ ଝରାଇବା ସହ ମା ର ଆସିବା ବାଟକୁ ଅନାଇ ରହିଛନ୍ତି […]
ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ ରୁ ଊର୍ଧ୍ଵ ଟଙ୍କା ମୂଲ୍ୟର ସୁନା ଗହଣା, ଓ ଆଉକିଛି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ବାଲିଗୁଡା ଥାନା ରେ ଅଭିଯୋଗ ହୋଇଛି lଆଜି ବୁଧବାର ଚନ୍ଦ୍ର ପ୍ରକାଶ ଙ୍କ ଭାଇ ଘର କୁ […]
ଭୁବନେଶ୍ୱର (ଉଲ୍ଲାପ୍ର )ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନ ପରିସରରେ ଓଡ଼ିଶା ର ଅଗ୍ରଣି ସ୍ୱେଚ୍ଛାସେବୀ ସଙ୍ଗଠନ ମାରୁତି ସେନା ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନୁଷ୍ଠାନ ଏବଂ ସମାଜ ସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ସେଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନସର୍ବମଙ୍ଗମ୍ ପରିବାର ର ସାଧାରଣ ସମ୍ପାଦକ “ଶ୍ରୀ କିଶୋର କୁମାର ମହାନ୍ତି ” ଙ୍କୁ ସେବା ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ବାଲେଶ୍ୱର ଜିଲ୍ଲା ପାଇଁ […]
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାକୁ ପ୍ରଚାର ବା ପ୍ରସାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟ କରିଥାଏ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଜି.ଉଦୟଗିରି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଫେବୃୟାରୀ ଆରମ୍ଭରୁ ତାଲା ଝୁଲୁଛି l ବିବରଣୀରୁ ପ୍ରକାଶ ଯେ, ଉକ୍ତ କାର୍ଯ୍ୟାଳୟଟି ୧୯୮୦ ମସିହାରେ ୬ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟାଳୟର କାର୍ଯ୍ୟ ଥିଲା ସରକାରୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିକଟରେ […]
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କୋଟଗଡ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆଵଶ୍ୟକ କରୁଥିଵା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗ ଦେଇ ଉଦଘାଟନ କରି […]
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯାଳୟ ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳ ର 26 ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଡ଼ିଓ ଶଶାଙ୍କଶେଖର ପାତ୍ର ଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା […]
ମଫୁଲବାଣୀ (ସୁନୀଲ ପଟନାୟକ )ମନରେଗା ଯୋଜନା ଅର୍ଥ ଆତ୍ମ ସାଥ ମାମଲା ର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବିଚାରପତିସୋମବାର ବୌଦ୍ଧ ଜିଲ୍ଲା ଖୁଣ୍ଟ ବନ୍ଧ ପଂଚାୟତ ପୂର୍ବତନ ସରପଞ୍ଚ ସୌମିତ୍ରୀ ମିଶ୍ର ଓ ଅବସରପ୍ରାପ୍ତ ପିଇଓ ଗୌର ହରି ସାହୁ ଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ଆଦେଶ ଦେଇଛନ୍ତି lସରପଞ୍ଚ ସୌମିତ୍ରି ମିଶ୍ର ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବାବେଳେ ପି ଈଓ […]