ବିରୋଧୀ ଙ୍କ ମିଥ୍ୟା କଥା ଓ କୁମ୍ଭୀର କାନ୍ଦଣା ରେ ବିଶ୍ୱାସ କରନି —-ମୁଖ୍ୟ ମନ୍ତ୍ରୀ
ଫୁଲବାଣୀ =09/05(ସୁନୀଲ ପଟନାୟକ ) ଆଜିଗୁରୁବାର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ହେଲିକାପ୍ତର ଯୋଗେ ଅପରାହ୍ନ ଦୁଇଟା ରେ ପହଂଚି ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ପରିସର ରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ହଜାର ହଜାର ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ l ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚି଼ହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡ଼ିଶାରେ ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ କରିବା ଲାଗି […]