ଆଠଗଡ ରେ ଶୀତ ର୍ ପ୍ରକୋପ ଗତ କିଛିଦିନ ହେଲା ବଢି ବଢି ଚାଲିଛି,ରାତି 12ଟା ପରେ ତାପମାତ୍ରା 13 ଡିଗ୍ରୀକୁ ଖସି ଆସିଛି,ବିଶେଷ କରି ଆଠଗଡ ସହରାଞ୍ଚଳ ରେ ବିଭିନ୍ନ ସାହି ବସ୍ତିରେ ଲୋକ ମାନେ ନିଆଁ ପୁଆଉଁଥିବା ଦେଖାଯାଉଛି,ସତେ ଯେମିତି ହାଡଭଙ୍ଗା ଶୀତ ବହୁବର୍ଷ ପରେ ପୁଣି ଫେରିଛି

ଆଠଗଡ ବ୍ଲକ୍ ଜେନାପଦା ହାଇସ୍କୁଲ ଠାରେ ବିଜୁ ଯୁବ ବାହିନୀ ତରଫରୁ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ,ଜେନାପଦା ଯୁବ ବାହିନୀ ସଭାପତି ଶୁଭେନ୍ଦୁ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଞ୍ଚ ମିନତି ଖଟୁଆ,ପ୍ରଧାନଶିକ୍ଷକ ଦିଲୀପ କୁମାର ଶତପଥୀ, ବିଜେଡି ସଭାପତି ରବୀନ୍ଦ୍ର ନାଥ ରାଉତ ପ୍ରମୁଖ ଯୋଗଦେଇଥିଲେ

୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଅତିରିକ୍ତ ଡିଜି ଭାବରେ ପଦୋନ୍ନତି ମିଳିଲା। ବର୍ତ୍ତମାନ ସଂଜୀବ ପଣ୍ଡା ରାଜ୍ୟ ପରିବହନ କମିସନର ପଦରେ ଅଛନ୍ତି।

ରାଫେଲ ଡିଲ ରେ ଅନିୟମିତତା ଅଭିଯୋଗ କଲା କଂଗ୍ରେସ,36 ଗୋଟି ବିମାନକୁ କଂଗ୍ରେସ 526 କୋଟିରେ କିଣିବା ପାଇଁ ସ୍ଥିର ହୋଇଥିବା ବେଳେ 60 ହଜାର 145 କୋଟି ଟଙ୍କାରେ କାହିଁକି କିଣିଲା ବିଜେପି ବୋଲି ପ୍ରଶ୍ନ ଉଠାଇଲା କଂଗ୍ରେସ

ଆଜି ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ,ନବୀନଙ୍କ ସହିତ ହେବ ସୌଜନ୍ୟ ମୂଳକ ସାକ୍ଷାତକାର

ବିଜେପି ଯୁବମୋର୍ଚା ତରଫରୁ ବେକାରୀଙ୍କୁ ଚାକିରୀ ଦାବି ନେଇ ପୂର୍ତ୍ତ ବିଭାଗ ଅଫିସ ଆଗରେ ବିକ୍ଷୋଭ,ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ

ଢେଙ୍କାନାଳ, ବିଜେପି ଯୁବମୋର୍ଚା ତରଫରୁ ବେକାରୀଙ୍କୁ ଚାକିରୀ ଦାବି ନେଇ ପୂର୍ତ୍ତ ବିଭାଗ ଅଫିସ ଆଗରେ ବିକ୍ଷୋଭ,ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ