୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଅତିରିକ୍ତ ଡିଜି ଭାବରେ ପଦୋନ୍ନତି ମିଳିଲା। ବର୍ତ୍ତମାନ ସଂଜୀବ ପଣ୍ଡା ରାଜ୍ୟ ପରିବହନ କମିସନର ପଦରେ ଅଛନ୍ତି।

ରାଫେଲ ଡିଲ ରେ ଅନିୟମିତତା ଅଭିଯୋଗ କଲା କଂଗ୍ରେସ,36 ଗୋଟି ବିମାନକୁ କଂଗ୍ରେସ 526 କୋଟିରେ କିଣିବା ପାଇଁ ସ୍ଥିର ହୋଇଥିବା ବେଳେ 60 ହଜାର 145 କୋଟି ଟଙ୍କାରେ କାହିଁକି କିଣିଲା ବିଜେପି ବୋଲି ପ୍ରଶ୍ନ ଉଠାଇଲା କଂଗ୍ରେସ

ଆଜି ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ,ନବୀନଙ୍କ ସହିତ ହେବ ସୌଜନ୍ୟ ମୂଳକ ସାକ୍ଷାତକାର

ବିଜେପି ଯୁବମୋର୍ଚା ତରଫରୁ ବେକାରୀଙ୍କୁ ଚାକିରୀ ଦାବି ନେଇ ପୂର୍ତ୍ତ ବିଭାଗ ଅଫିସ ଆଗରେ ବିକ୍ଷୋଭ,ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ

ଢେଙ୍କାନାଳ, ବିଜେପି ଯୁବମୋର୍ଚା ତରଫରୁ ବେକାରୀଙ୍କୁ ଚାକିରୀ ଦାବି ନେଇ ପୂର୍ତ୍ତ ବିଭାଗ ଅଫିସ ଆଗରେ ବିକ୍ଷୋଭ,ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ

କାଳିଆ ଯୋଜନା ଏକ ଧୂଆଁ ବାଣ ବୋଲି କହିଲା କଂଗ୍ରେସ, ବିଜେପି କହିଲା 2019 ନିର୍ବାଚନ ରେ ବିଜେଡି ପାରି ହେବାକୁ ଏ ଯୋଜନା କରିଛି

ଭୁବନେଶ୍ୱର, କାଳିଆ ଯୋଜନା ଏକ ଧୂଆଁ ବାଣ ବୋଲି କହିଲା କଂଗ୍ରେସ, ବିଜେପି କହିଲା 2019 ନିର୍ବାଚନ ରେ ବିଜେଡି ପାରି ହେବାକୁ ଏ ଯୋଜନା କରିଛି