ଭୁବନେଶ୍ୱର ରେ ନବୀନ କେସିଆର ଭେଟ ଘାଟ, ବିଜେପି କୁ ଚେକ ଦେବାକୁ ନୂଆ ସମିକରଣ ହେବାର ସମ୍ଭାବନା
ଆଜି ଆସୁଛନ୍ତି ମୋଦି,ଓଡ଼ିଶାରେ 14 ହଜାର 523 କୋଟି ଟଙ୍କାର ପ୍ରକଳ୍ପ ଉପହାର ଦେବେ ଓଡିଶା ବାସୀଙ୍କୁ
ସୁନାମି ଆସି ଇଣ୍ଡୋନେସିଆ ଥରହର,ସୁନାମିରେ 222 ମୃତ,ଲୋକେ ପାଟିରେ ମତିଥିବା ବେଳେ ସୁନାମି ରେ ଭାସିଗଲେ, ବଡ଼ବଡ଼ ହୋଟେଲ ମଧ୍ୟ ସୁନାମିରେ ପ୍ରଭାବିତ
ଆଠଗଡ ରେ ସବୁଦିନ ହେଉଛି ବିଦୁତ କାଟ, ସକାଳୁ ଏକଘଣ୍ଟା ବିଦୁତ କାଟ କାହିଁକି ହେଉଛି ପଚାରିଲେ ସେସୁର ଉତର ନାହିଁ
ଅଂଶୁପାରେ ବିଦେଶୀ ପକ୍ଷୀଙ୍କ ଆଗମନ, ବଡ଼ଦିନ ଓ ନୂଆବର୍ଷ ପାଇଁ ଅଂଶୁପା ଚଳ ଚଞ୍ଚଳ,ମଜା ନେଉଛନ୍ତି ପର୍ଯ୍ୟଟକ ମାନେ
ଆସନ୍ତା କାଲି ବଡ଼ଦିନ, ଚଳଚଂଚଳ ଆଠଗଡ ର୍ ଗୁରୁଡ଼ିଝାଟିଆ ଅଂଚଳ,ବିଭିନ୍ନ ଚର୍ଚ୍ଚ ରେ ଚାଲିଛି ବଡ଼ଦିନ ପାଇଁ ପ୍ରସ୍ତୁତି
ନରସିଂହପୁର ରେ ହାଡଭଙ୍ଗା ଶୀତ, ତାପମାତ୍ରା 9 ଡିଗ୍ରୀ,ଥରୁଛନ୍ତି ନରସିଂହପୁର ଲୋକେ
ଆଠଗଡ ରେ ରାତିର ତାପମାତ୍ରା 10 ଡିଗ୍ରୀ ହେଲା,ଶୀତ ପ୍ରକୋପ ବଢ଼ିବଢି ଚାଲିଛି,ସନ୍ଧ୍ୟା ହେଲେ ବଜାର ସୁନସାନ ହୋଇ ପଡୁଛି