ଫୁଲବାଣୀ ରେ ଶାନ୍ତିଶୃଙ୍ଖଳା ର ସହ ହୋଲି ପାଳିତ
ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀସହର ସମେତ ସମଗ୍ର କନ୍ଧମାଳ ରେ ଶାନ୍ତି ଶୃଙ୍ଖଳା ର ସହ ହୋଲି ପାଳିତ ହୋଇଯାଇଛି lଫୁଲବାଣୀ ବାର ଏସୋ ସିଏସନ, ପ୍ରେସ କ୍ଲବ, ର ସଦସ୍ୟ ମାନେ ରଙ୍ଗ ର ପର୍ବ ହୋଲି କୁ ବେଶ ଧୁମ ଧାମ ରେ ମନାଇଥିଲେ lସେହିପରି ବିଭିନ୍ନ କ୍ଲବ, ସରକାରୀ କର୍ମଚାରୀ, ମହିଳା ସଂଗଠନ, ରାଜନୈତିକ ନେତା ଙ୍କ ସମେତ ସାହି ବସ୍ତି ରେ ପିଲାଠୁ ବୁଢ଼ା ସଭିଏଁ ଆନନ୍ଦ ସହକାରେ ହୋଲି ଖେଳିଥିବା […]