ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତ,ବାରିପଦା ରେ ପହଂଚି ଛଉ ପଡ଼ିଆରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ବ କଲେ

ବେଣ୍ଟପଦା ଭାସ୍କର ରାଉଳ ଙ୍କ ସନ୍ଦେହଜନକ ମୄତୁ,ରାସ୍ତା କଡରେ ପଡିରହିଛି ମୃତଦେହ,ଘଟଣା ସ୍ଥଳରେ ଆଠଗଡ ଥାନା ପୋଲିସ, କେହି ହତ୍ୟା କରି ଥିବା ସନ୍ଦେହ କରାଯାଉଛି

ଆଠଗଡ, ଜବାବ ମାଗୁଛି ଓଡିଶା ଗାଡିକୁ ସଠିଲୋ ଗ୍ରାମରେ ଆକ୍ରମଣ,ଦୁଇ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ,ଦୁଇ ବିଜେପି କର୍ମୀ ଆହତ,ଆଠଗଡ ଥାନା ଆଗରେ ବିଜେପି କର୍ମୀଙ୍କ ଧାରଣା, କଟକ ଜିଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡାଙ୍କ ନାମରେ ଥାନାରେ ମାମଲା ରୁଜୁ

Breaking news, ଆଠଗଡ, ଜବାବ ମାଗୁଛି ଓଡିଶା ଗାଡିକୁ ସଠିଲୋ ଗ୍ରାମରେ ଆକ୍ରମଣ,ଦୁଇ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ,ଦୁଇ ବିଜେପି କର୍ମୀ ଆହତ,ଆଠଗଡ ଥାନା ଆଗରେ ବିଜେପି କର୍ମୀଙ୍କ ଧାରଣା, କଟକ ଜିଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡାଙ୍କ ନାମରେ ଥାନାରେ ମାମଲା ରୁଜୁ

2019 ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା,ଜାନୁଆରୀ 21 ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର

ସାବରୀମାଳା ମନ୍ଦିର ରେ ମହିଳାଙ୍କ ପ୍ରବେଶର ପ୍ରତିବାଦ କେରଳ ରେ ବନ୍ଦ ପାଳନ,38 ପୋଲିସ ଙ୍କ ସହିତ ଶତାଧିକ ଆହତ,ଏକସହରୁ ଅଧିକ ବସ ପୋଡି,745 ଗିରଫ,ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼