ଫିରିଙ୍ଗିଆ ପୋଲିସ ର ଚଢାଉ, ,ସ୍କର୍ପିଓ ସହସତୁରି କେଜି ଗଂଜେଇ ଜବତ, ୩ ଗିରଫ

ଫୁଲବାଣୀ /(ସୁନୀଲ ପଟନାୟକ )କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଶନିବାର ରାତିରେ ତେଲlପାଲି ନିକଟରେ ଚଢ଼lଉ କରି ୭0 କେଜି ରୁ ଉର୍ଦ୍ଧ ଗଂଜେଇସହ ଏକ ସ୍କର୍ପିଓ ଜବତ କରିଛି l ଏହି ସଂକ୍ରାନ୍ତରେ ୩ ଜଣ ଅଭିଯୁକ୍ତ କୁ ଗିରଫ କରିଛି l ସେମାନେ ହେଲେଫିରିଙ୍ଗିଆ ସରୁ କୋଈ ଗ୍ରାମ ର ହରିହର ସାହାଣୀ, ମିଥୁନ […]

ମୃତଦେହ ଧରି ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କ ମଧ୍ୟରେ ରାତ୍ନୀ ଭୋଇ, ବୀର ଭୋଇ,ସୁଦାମ ଭୋଇଙ୍କୁ ପୋଲିସ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି।ପ୍ରକାଶ ଯେ, ବ୍ରହ୍ମପୁରରୁ ଜଣେ ଯୁବତୀଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ୫୯ନଂ ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ବାଲିଗୁଡ଼ା […]

ବାରିକୁମ୍ପା ରେ ନିଆରା ପରମ୍ପରା
ହୋଲି ପର ଦିନ ହୋଲି

ଫୁଲବାଣୀ(ସୁନୀଲ ପଟନାୟକ )ଗାଁ ଠୁ ସହର ସବୁଠି ହୋଲି ଉତ୍ସବ ବୁଧବାର ୮ ତାରିଖ ଦିନ ଧୁମ ଧାମ ରେ ସରିଥିବାବେଳେ ଆଜି ଗୁରୁବାରକନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବାରିକୁମ୍ପା ରେ ପାଳନ ହୋଇଥିଲା ହୋଲି ଉତ୍ସବ l ବର୍ଷେ କି ୨ ବର୍ଷ ନୁହେଁ କାହିଁ କେଉଁ ଆବାହମାନ କାଳ ରୁ ହୋଲି ପର ଦିନ ହୋଳିପାଳନ କରାଯାଏ ଏହି ଗାଁ ରେ l ଏହା ଏକ ନିଆରା ପରମ୍ପରା ନିଶ୍ଚୟ lସକାଳୁ ସକାଳୁ ଗ୍ରାମର […]

କଡା ସୁରକ୍ଷା ମଧ୍ୟରେ କନ୍ଧମାଳରେ ୬୨ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା,

ଫୁଲବାଣୀ(ସୁନୀଲପଟନାୟକ)କଡ଼ା ସୁରକ୍ଷା ମଧ୍ୟ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୨୦୮ଟି ହାଇସ୍କୁଲର ମୋଟ ୧୦ ହଜାର ୧୩୭ ଜଣ ଛାତ୍ରଛାତ୍ରୀ ୬୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ମୋଟ ୧୬ ଟି ନୋଡ଼ାଲ ସେଣ୍ଟର କରାଯାଇଛି । ସେଥିରୁ ୯ଟି ନୋଡ଼ାଲ କେନ୍ଦ୍ର ବିଭିନ୍ନହାଇ ସ୍କୁଲରେ ହୋଇଥିବାବେଳେ ମାଓ ଉପଦୃତ ଅଞ୍ଚଳରେ ଆଉ ୭ଟି ବିଭିନ୍ନ ଥାନାରେ କରାଯାଇଛି। ସେହିପରି ମଧ୍ୟ ମାପରୀକ୍ଷା ପାଇଁ ୩ଟି […]

ଚାରି ମାସ ହେଲାଣି
ମନରେଗା ଯୋଜନା ରେ ଶ୍ରମିକ ଙ୍କୁ ପ୍ରାପ୍ୟ ମିଳୁନି

ଫୁଲବାଣୀ -10/03(ସୁନୀଲ ପଟନାୟକ )ଦୀର୍ଘ ଚାରିମାସ ହେଲାଣି ମନରେଗା ଯୋଜନା ରେ କାର୍ଯ୍ୟକରିଥିବା ଶ୍ରମିକ ମାନଙ୍କୁ ପାଉଣା ମିଳିନି l ପାଉଣା ଗଣ୍ଡାକ ପାଇବାପାଇଁ ପଂଚାୟତ ଠୁ ଆରମ୍ଭକରି ବ୍ଲକ ଅଫିସ ଯାଏ ନୀତି ଦୌଡୁଛନ୍ତି ହେଲେ ଆଜି କାଲି କହି ଭୂଆଁ ବୁଲାଉଛନ୍ତି ସମସ୍ତେ l ଏ ଭଳି ଅଭିଯୋଗ ଆସିଛି ତୁମୁଡିବନ୍ଧ ବ୍ଲକ ରୁ lବ୍ଲକ ଅନ୍ତର୍ଗତ ମୁଣ୍ଡୀଗଡ଼ ପଂଚାୟତ ର ଖମନ ପଡ଼ା ଗ୍ରାମରେ ମନରେଗା ଯୋଜନା ରେ ଏକ ଖେଳପଡ଼ିଆ ନିର୍ମାଣ […]

ବିଶ୍ୱନାଥ ଦାଶଙ୍କ 135 ତମ ଜୟନ୍ତୀ ପାଳିତ

ଶୈଳଶ୍ରୀ ବିହାର ତାରିଣୀ ମନ୍ଦୀର ଭୁବନେଶ୍ୱର -21ପଣ୍ଡିତ ବିଶ୍ୱନାଥ ଦାଶ ଟ୍ରଷ୍ଟ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ବିଜେପି ତରଫରୁ ଓଡିଶା ପ୍ରଥମପ୍ରଧାନ ମନ୍ତ୍ରୀ ବିଶ୍ୱନାଥ ଦାଶଙ୍କ ତାଙ୍କର 135 ଜନ୍ମଦିନ ଦିବସ ଉପଲକ୍ଷେ ପୁଷ୍ପାଞ୍ଜଳି ଅପଣ ହୋଇଥିଲା | ନନ୍ଦ କିଶୋର ସାର ଦୀପ ଦାନ କରିଥିଲେ କରିଥିଲେ ଓ ଆଉ ସମସ୍ତେ ପୁଷ୍ପା ଞ୍ଜଳି ଅପଣ କରିଥିଲେ ଯଥା ଶରତ କୁମାର ଶତପଥି, ସୁବାସ ସାହୁ, ସୁଶାନ୍ତ କୁମାର ସାବତ,ଅଭିମନ୍ୟୁ ଜେନା, ନାଗେନ ବିଷୋୖଇ, ରଜନୀ […]

ପୁତୁରାର ଧାରୁଆ ଅସ୍ତ୍ରରେ ଦଦାଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି ବ୍ଲକ ବୁଡାଙ୍ଗପିପିଲି। ନହୁ ସକାଳୁ ସ୍କୁଲକୁ ବାଇକ ଯୋଗେ ଯିବା ବେଳେ ତାଙ୍କ ସମ୍ପର୍କୀୟ ସାନ ପ୍ରଧାନ ତାଙ୍କ ସହ ରାଣିପାଙ୍ଗାରେ ମୋର କାମ ଅଛି ତୁମ […]

ସିମେଣ୍ଟ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଲା ଆଇସକ୍ରିମ ବୋଝେଇ ଗାଡି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସବ ଜେଲ ନିକଟରେ ପୂର୍ବରୁ ରହିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ପଛ ପଟୁ ତୁମୁଡିବନ୍ଧ ଆଡୁ ଆସୁଥିବା ଏକ ଆଇସକ୍ରିମ ବୋଝେଇ ଗାଡି ଭାରସାମ୍ୟ ହରାଇ ଧକ୍କା ଦେବାରୁ ଆଇସକ୍ରିମ ଗାଡିର ସମ୍ମୁଖ ଭାଗ କ୍ଷତି ଘଟି ଥିବା ବେଳେ ଅନ୍ୟ କାହାର କିଛି କ୍ଷୟକ୍ଷତି ହୋଇନାହିଁ l ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ […]

ବିଶ୍ୱନାଥ ଦାଶଙ୍କ ପ୍ରତି ଅବହେଳା

ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ବହୁତ ସ୍ଵାଧୀନତା ସଂଗ୍ରାମୀ ନିଜ ଜୀବନକୁ ଝାସ ଦେଇ ଭାରତୀୟ ମାନଙ୍କୁ ଇଂରେଜ କବଳରୁ ଭାରତକୁ ସ୍ବାଧୀନ ଦେଇଛନ୍ତି। ସ୍ଵର୍ଗତ ବିଶ୍ଵନାଥ ଦାଶ ସେମାନଙ୍କ ମଧ୍ୟରୁ ଅନ୍ୟତମ।ବ୍ରିଟିଶ୍ ଶାସନାଧିନ ଭାରତର ଓଡ଼ିଶା ପ୍ରୋଭିନ୍ସ ଲାଗି ବିଶ୍ୱନାଥ ଦାଶ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ । ସେ ୧୯୭୧ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି ।ବିଶ୍ୱନାଥ ଦାଶ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ଅଧିଷ୍ଠିତ ହୋଇଥିଲେ […]

ଫିରିଙ୍ଗିଆ ପୋଲିସ ର ଚଢ଼ାଉ, ପଚାଶ କେଜି ରୁ ଊର୍ଧ୍ଵ ଗଂଜେଇଜବତ,କାରସହ ଡ୍ରାଇଭର ଗିରଫ

ଫୁଲବାଣୀ(ସୁନୀଲ ପଟନାୟକ )ମଙ୍ଗଳବାର ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଡିଂଡିରାଗାଁ ନିକଟ କୁଡୁକିଛକ ରେ ଚଢ଼lଉ କରି ଏକ ପଚାଶ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଏକ ହୋଣ୍ଡା WR-V0D-02AL6932ମଧ୍ୟ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତ କରିବା […]