ଘଣ୍ଟିଖାଲ ଫାଣ୍ଡି ଉପରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ
ଘଣ୍ଟିଖାଲ ଫାଣ୍ଡି ଉପରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ,,,,,,,ରାୟ ପ୍ରକାଶ,,,,,,15 ବର୍ଷ ଧରି ଏହି ଫାଣ୍ଡି କମ୍ପାନୀକୁ ଜଗିଆସିଥିଲା,ଗତ 2013 ମସିହାରେ ଆଠଗଡ ର୍ ବରିଷ୍ଠ ସାମ୍ବାଦିକ ତଥା ଗଡ଼ଜାତ ପରିକ୍ରମା ସମ୍ପାଦକ ଲଲାଟେନ୍ଦୁ ସେନାପତି ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଜନସ୍ୱାର୍ଥ ମାମଲା ଦାଏର୍ କରିଥିଲେ,ସେ ସମୟରେ ମଧ୍ୟ ସରକାରଙ୍କ ତରଫରୁ ଗୋଟିଏ ବର୍ଷ ସମୟ ନେଇଥିଲେ ମଧ୍ୟ କମ୍ପାନୀ ଭିତରୁ ଫାଣ୍ଡି ଉଠି ନଥିଲା,ଗତମାସରେ ଉଚ୍ଚନ୍ୟାୟାଲୟରେ ମାମଲା […]