ମାଣ୍ଡବାସାହି ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କ ଅଷ୍ଟପ୍ରହର ନାମଯଜ୍ଞ ପ୍ରସ୍ତୁତି ବୈଠକ

ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ସହରସ୍ଥିତ ମାଣ୍ଡବା ସାହି ଶ୍ରୀ ଶ୍ରୀ ଚୈତନ୍ୟ ଜୀଉ ସଂକୀର୍ତନ ମଣ୍ଡଳୀର ୭୦ତମ ଅଷ୍ଟପ୍ରହର ନାମଯଜ୍ଞ ଆସନ୍ତା ୩୦.୦୩.୨୦୨୩ରିଖ ଗୁରୁବାର ଶ୍ରୀରାମନବମୀ ଦିନ ଅନୁଷ୍ଠିତ ହେବାକୁ ସଭାପତି ନିରାକର ସାହୁ , ସଂପାଦକ ନୃସିଂହ ଚରଣ ସାହୁ , ସହ – ସମ୍ପାଦକ ବିଚିତ୍ରାନନ୍ଦ ସାହୁ , କୋଷାଧ୍ୟକ୍ଷ ବିଷ୍ଣୁଚରଣ ସାହୁ ଏବଂ ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ୨୯ ତାରିଖ […]

ଢେଙ୍କାନାଳ ସାତ ଦୋଳ ଉତ୍ସବ , ଲଉଡି ଖେଳରେ ଦୁଲୁକିଲା ସହର

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ଯାଦବ ମହାସଭା ତରଫରୁ ସାତଦୋଳ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଲଉଡିଖେଳ ଓ ନାଚଗୀତରେ ଢେଙ୍କାନାଳ ସହର ଦୁଲୁକି ଉଠିଥିଲା । ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ୧୦ଟି ଲଉଡି ଦଳ ଯୋଗଦେଇ ଲଉଡିଖେଳ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ବାଜିଚୌକି ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଢେଙ୍କାନାଳ ଆରାଧ୍ୟ ଦେବ ଶ୍ରୀଶ୍ରୀ ବଳରାମ ମନ୍ଦିର ପାର୍ଶ୍ୱ ଦେଇ ପରିକ୍ରମା […]

କଇଁପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି

ଆଜି ଜାମଦା ବ୍ଲକ ଅନ୍ତର୍ଗତ କଇଁପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ଚନ୍ଦ୍ର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି |ଏଥିରେ କଇଁପୁର ଗ୍ରାମର ଆଶା ରେଖା ନାଥ ଓ ବାଘିଆ ଗ୍ରାମର ଆଶା ସେବତୀ ସୋରେନ ସମେତ ଅନେକ ଗର୍ଭବତୀ ମାଆ, ବୃଦ୍ଧ ବୃଦ୍ଧା ତଥା କଲେଜ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ |ଶ୍ରୀ ଯୁକ୍ତ ମୁର୍ମୁ ଯୋଗ ମାଧ୍ୟମରେ ଶରୀର କିପରି ଠିକ ରଖାଯାଇ ପାରିବ ସେ […]

ଆଠଗଡ ପାଲଟିଛି ଲୁଟେରା ଙ୍କ ଚରାଭୂଇଁ

ଆଠଗଡ ( ଉଲ୍ଲାପ୍ର )ରାଜ୍ୟରେ ଯଦି କେହି ଲୁଟିବାକୁ ପାଉ ନାହଁ ତେବେ ଆଠଗଡ ଚାଲି ଆସ, ଦିନ ଦୁଇ ପହରରେ ଆଠଗଡ ବ୍ଲକ ଗୋବରା ପଞ୍ଚାୟତ ର ମୁଣ୍ଡା ସାହିକୁ ଯାଇ ଲୁଟିଛନ୍ତି ଗରିବ ଆଦିବାସୀଙ୍କୁ ଦୁଇ ଜଣ ଯୁବକ, ନିଜକୁ ଆଠଗଡ ବ୍ଲକର ପଦାଧିକାରୀ କହି ଆଦିବାସୀ, ମୁଣ୍ଡା ଲୋକଙ୍କ ଠାରୁ ଆବାସ ଘର କରାଇ ଦେବାକୁ କହି ଆଧାର କାର୍ଡ ଓ ବ୍ୟାଙ୍କ ପାସ ବହି ଜେରକ୍ସ ନେବାପରେ ଆକାଉଣ୍ଟ ଖାଲି କରିଦେଇଛନ୍ତି […]

ଆଠଗଡ ସାହିତ୍ୟ ସମାଜ ତରଫରୁ ହୋଲି ଉତ୍ସଭ ଅନୁଷ୍ଠିତ, ଜନପ୍ରିୟ ପୁରସ୍କାର ପାଇଥିବା ମାୟାଧର ସ୍ବାଇଁକୁ ପ୍ରଦାନ କରାଗଲା ଭାବ ବିନୋଦିଆ ସମ୍ମାନ

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜ ତରଫରୁ ହୋଲି ଉତ୍ସବ ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି, ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜାତୀୟ ଜନପ୍ରିୟ ପୁରସ୍କାର ପାଇଥିବା ବିଜ୍ଞାନ କବି ମାୟାଧର ସ୍ୱାଇଁ ଯୋଗଦେଇ କହିଲେ ବିଜ୍ଞାନ ଆଜି ବିଶ୍ୱକୁ ଦିଗଦର୍ଶନ ଦେଇଛି, ବିଜ୍ଞାନ କୁ ଛାଡି ମାନବ ସମାଜ ଆଗକୁ ଯାଇ ପାରିବ ନାହିଁ ବୋଲି ସଭାରେ ମତବ୍ୟକ୍ତ କରିଥିଲେ ଶ୍ରୀଯୁକ୍ତ ସ୍ୱାଇଁ, ଏହି ଉତ୍ସଭ […]

ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ପାଠଚକ୍ର

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆଜି ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ଉପଲକ୍ଷେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଉକ୍ତ ପାଠଚକ୍ର ରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ନୀଳାଚଳ ମହାରଣା ଉଦବୋଧନ ଛଳରେ ଓଡ଼ିଆ ଭାଷା ଓ ସାହିତ୍ୟର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା […]

ଗଞ୍ଜେଇ ସହ ୨ ବାଇକ୍ ଜବତ, ୩ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ୧୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ବାଇକ୍ ସହ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇବା ପରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗା ଉପର ସାହି ପଞ୍ଚାୟତ ନିକଟରେ ଥିବା ବ୍ରିଜରେ ଜଗି ରହିଥିଲା।ସେହି ସମୟରେ ବିପରୀତ ଦିଗରୁ ଆସୁଥିବା […]

କନ୍ଧମାଳ ର ବିଭିନ୍ନ ସ୍ଥାନରେ କୁଆ ପଥର ସହ ପ୍ରବଳ ବର୍ଷା

ଫୁଲବାଣୀ ( ଉଲ୍ଲାପ୍ର )ଶୁକ୍ରବାର କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିବା ଦେଖାଯାଇଥିଲା lଜିଲାର ଖଜୁରୀପଡା, ଟିକାବାଲି ଅଂଚଳ ରେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଫୁଲବାଣୀ ରେ ଦିନ ତମାମ ପାଗ ମେଘୁଆ ରହିଥିଲା lଦୀର୍ଘ ଦିନ ପରେ ବର୍ଷା ହୋଇଥିବାରୁ ଲୋକେ ବର୍ଷା ର ମଜା ନେଇଥିଲେ l ଆଜିର ବର୍ଷା ହଳଦୀ ଚାଷୀ ଙ୍କୁ ହଳଦୀ ଖୋଳିବାରେ ସାହାଯ୍ୟ କରିବ […]

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ସଭ୍ୟl ସମ୍ବର୍ଦ୍ଧିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ହୋଇଥିବା ସ ମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା l ସ୍ଥାନୀୟ କରନେସନ ପଡିଆ ଠାରେ ଅନୁଷ୍ଠିତଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣି ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ,ସ୍ୱତନ୍ତ୍ର ଉର୍ଣ୍ଣୟନ […]

ଆକସନ ମୋଡ଼ ରେ
ଗୋଛାପଡା ପୋଲିସ
୬ ୮ କେଜି ଗଂଜେଇଜବତ,ଜଣେ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାଲାଗି ଏବେ ଆକସନ ମୋଡ଼ ରେ କନ୍ଧମାଳ ପୋଲିସ lକ ନ୍ଧମାଳ ପୋଲିସ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଗୋଛାପଡା ପୋଲିସ ଟିମ ଚଢ଼ାଉ କରି ୬୮ କେଜିରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଏଥିରେସମ୍ପୃକ୍ତ ବୌଧ ଜିଲ୍ଲା ର ସାନ ବାବଡା ଗ୍ରାମ ର ସୁବଳ […]