*କ୍ୟାପିଟାଲ ହସ୍ପିଟାଲରେ ହେବ ହାର୍ଟ କେୟାର ୟୁନିଟ୍‌, ହାର୍ଟ କେୟାର ସେଣ୍ଟର କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମୀକ୍ଷା ବୈଠକ, ହାର୍ଟ କେୟାର ୟୁନିଟ୍‌ ସୁପରିଚାଳନା ପାଇଁ ଗଠନ ହେବ କର୍ପସ ଫଣ୍ଡ, ୟୁନିଟ୍‌ ସୁପରିଚାଳନା ପାଇଁ ସରକାର ଗଠନ କରିବେ କର୍ପସ ଫଣ୍ଡ, ୨୦୨୦ ଜାନୁଆରି ୧୫ରେ କାର୍ଯ୍ୟକ୍ଷମ ହେବ ହାର୍ଟ କେୟାର ୟୁନିଟ୍‌ *

*ଆଜି ମନ୍ତ୍ରୀ ପରିଷଦ ବୈଠକ।2019-20 ବର୍ଷ ପାଇଁ ଆଗତ ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଆସନ୍ତା 13 ତାରିଖରେ ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ।*

*ଉପକୂଳମୁହାଁ ବାତ୍ୟା ବୁଲବୁଲ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସତର୍କ ସୂଚନା । ପାରାଦୀପ ଠାରୁ ୩୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବୁଲବୁଲ । ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି, ବାଂଲାଦେଶ-ପଶ୍ଚିମବଙ୍ଗ ମୁହାଁ ହୋଇ ଗତି କରିବ ବୁଲବୁଲ ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅନୁଭବଙ୍କ କୁଶପୁତ୍ତଳିକା ଦାହ

ଆଠଗଡ (୮/୧୧/୧୯) :କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ କର୍ତବ୍ଯରତ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ବୁମ କୁ ଠେଲିଦେବା ଓ ସାମ୍ବାଦିକଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ରଖିବା ଘଟଣାକୁ ରାଜ୍ୟ ବ୍ୟାପି ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଜି ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ସାମ୍ବାଦିକ ସଂଘ ଓ ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଚାନ୍ଦବାଲି ଛକ ଠାରେ ସାମ୍ବାଦିକ […]

ନୂଆପଡ଼ା ଖଡ଼ିଆଳ ସମାଡ଼ପଦରରେ ଖଟିଆରେ ବୁହାହେଲେ ଗର୍ଭବତୀ, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ,

*ନୂଆପଡ଼ା ଖଡ଼ିଆଳ ସମାଡ଼ପଦରରେ ଖଟିଆରେ ବୁହାହେଲେ ଗର୍ଭବତୀ, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଶିଶୁକନ୍ୟା ଜନ୍ମ ଦେଲେ ଗର୍ଭବତୀ, ମାଆ ଓ ଶିଶୁକନ୍ୟା ସୁସ୍ଥ ଥିବା ସୂଚନା #Odisha*

ପୁରୀ ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ।ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ନିୟୋଜିତ କରାଯାଇଛି । ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି ।ଏକ୍ସପ୍ରେସରେ ଲାଗିଥିବା ନିଆଁ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଖାଲିଥିବା ବଗି ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଥିବା ସୂଚନା ମିଳିଛି ।