10 Nov *ରାୟଗଡ଼ା ଅମ୍ବାଦଳା ଥାନା ବିଜାବଣ୍ଡେଲିର ୪ଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର * admin / 5 years 0 0 min read
10 Nov *ଶିଶୁ ମୃତ୍ୟୁ ନେଇ କଟକ SCB ମେଡିକାଲରେ ଉତ୍ତେଜନା, କାଜୁଆଲିଟି ମୁଖ୍ୟ ଫାଟକ ଅବରୋଧ କଲେ ଶିଶୁର ସମ୍ପର୍କୀୟ, ଅସୁସ୍ଥ ଶିଶୁକୁ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ* *୧୦ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ * admin / 5 years 0 0 min read
10 Nov *କୋରାପୁଟ କୋଲାବ ସେତୁ ନିକଟରେ କୁନ୍ଦୁରା ପୋଲିସର ଚଢ଼ାଉ, ୧୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ପ୍ରଦୀପ ନାୟକ ଗିରଫ * admin / 5 years 0 0 min read
10 Nov *କୋରାପୁଟ କୋଲାବ ସେତୁ ନିକଟରେ କୁନ୍ଦୁରା ପୋଲିସର ଚଢ଼ାଉ, ୧୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ପ୍ରଦୀପ ନାୟକ ଗିରଫ *ମୟୂରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୫ ଅଟକ* admin / 5 years 0 0 min read
10 Nov *ବାଲେଶ୍ବର ସିମୁଳିଆ ବ୍ଲକ ହାଟମଇତାପୁର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର* admin / 5 years 0 0 min read
10 Nov *ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ATMରୁ ଲୁଟ୍, ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ୨ ଅଟକ, ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ * admin / 5 years 0 0 min read
10 Nov *ଆଜି ନାଗପୁର ଟି- ୨୦: ଭାରତ-ବାଂଲାଦେଶ ମଧ୍ୟରେ ହେବ କଡା ଟକ୍କର; ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଟିମ୍ ଇଣ୍ଡିଆ* admin / 5 years 0 0 min read
10 Nov ମହମ୍ମଦଙ୍କ ଜୟନ୍ତୀ ପାଳନ । admin / 5 years 0 0 min read ମହମ୍ମଦ ଙ୍କ ଜନ୍ମଦିନ ଅବସରରେ ଆଠଗଡ ମୁସଲିମ ବସ୍ତିର ଭାଇମାନେ ଏକ ତାଜିଆ ଶୋଭାଯାତ୍ରାରେ ସହର ପରିକ୍ରମା କରୁଛନ୍ତି,ମୁସଲିମ ଭାଇମାନେ ଏହି ଅଵସର ରେ ଭାରତ ମାତା କି ଜୟ ବୋଲି କହିବା ସହିତ ଆଠଗଡ ଏକ ଭାଇଚାରାର ସହର ବୋଲି ପ୍ରକାଶ କରିଥିଲେ
09 Nov *IPS ରବି କାନ୍ତ ହେଲେ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିସନର, ଏବେ ମୁଖ୍ୟ ଆବାସିକ କମିସନର କାର୍ଯ୍ୟାଳୟର OSD ଅଛନ୍ତି ରବି କାନ୍ତ * admin / 5 years 0 0 min read
09 Nov *୬ ଲକ୍ଷ ହେକ୍ଟର ଚାଷଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା ସୂଚନା । କେନ୍ଦ୍ରୀୟ ଟିମ୍ ଆଡଭାନ୍ସ ଟିମ୍ ପଠାଇ ତଦନ୍ତ କରିବା ପାଇଁ କହିବୁ । ସମ୍ପୁର୍ଣ୍ଣ କ୍ଷୟକ୍ଷତି ଆସିବା ପରେ ରିପୋର୍ଟ ଦିଆଯିବ । ୨୪୧୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।* admin / 5 years 0 0 min read