12 Nov ନରସିଂପୁର ର୍ ପ୍ରସିଦ୍ଧ ଶୈବକ୍ଷେତ୍ର ଚମ୍ପେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରଶ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ,ଶ୍ରଦ୍ଧାଳୁ ଏହି ପୀଠରେ ହରିହରଙ୍କ ଯୁଗଳ ମୂର୍ତି ଦର୍ଶନ କଲେ admin / 5 years 0 0 min read
12 Nov ମହାନଦୀ ତଟର ଧବଳେଶ୍ବର ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇବା ସହିତ ବାବା ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ admin / 5 years 0 0 min read
12 Nov ଢେଙ୍କାନାଳ ଦେପଡା କୁମ୍ଭେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ,ରାସପୁର୍ଣିମା ଅବସରରେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ admin / 5 years 0 0 min read
12 Nov ବର୍ଷକୁ ଗୋଟିଏ ଦିନ ଖୋଳୁଥିବା ବିନ୍ଧାଣିମାର ଲୋଭି ଠାକୁରାଣୀଙ୍କ ପୀଠରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼,20 ହଜାରରୁ ଅଧିକ ଶିଶୁ ମୁଣ୍ଡନ ହେଲେ,ବର୍ଷକୁ ଗୋଟିଏ ଦିନ ଖୋଲି ଥାଏ ଏହି ମନ୍ଦିର admin / 5 years 0 0 min read
12 Nov କାର୍ତ୍ତିକ ପୂର୍ଣ୍ଣିମା ରେ ଆଠଗଡ ରେ ନୂଆ ପରମ୍ପରା, ବିଭିନ୍ନ ବ୍ୟକ୍ତି ବିଶେଷ,ଅନୁଷ୍ଠାନ,ବିଭିନ୍ନ ଦଳ ତରଫରୁ ପ୍ରସାଦ ଭାବେ ପାସ ବଣ୍ଟନ,ଭକ୍ତ ଠାକୁର ଦର୍ଶନ କରିବେ କଂଣ୍ ଖାଇବା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼,ମନ୍ଦିର ଠାରୁ ଖାଇବା ସ୍ଥାନରେ ଅଧିକ ଭିଡ଼ admin / 5 years 0 0 min read
12 Nov *ଗଞ୍ଜାମର ସୂରଜ ବେହେରାଙ୍କ ନାଁରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ:ଏଣିକି ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ମିଳିବ ‘ସୂରଜ’ ପୁରସ୍କାର ।ଗଞ୍ଜାମ ଜିଲ୍ଲାର ସୂରଜଙ୍କ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ* *ସୂରଜଙ୍କ ଗରିବ ପରିବାରକୁ ଜମି ଓ ଘର ଦେବାକୁ ନବୀନଙ୍କ ଘୋଷଣା: CMRFରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ମଧ୍ୟ ଘୋଷଣା, ମୃତ ମସ୍ତିଷ୍କଧାରୀ ସୂରଜଙ୍କ ପରିବାର ତାଙ୍କର ମୁଖ୍ୟ ଅଙ୍ଗଗୁଡ଼ିକୁ ଦାନ କରିଛନ୍ତି । ସୂରଜଙ୍କ ସମସ୍ତ କିଡ୍ନୀ, ଲିଭର, ହୃତ୍ପିଣ୍ଡ ଓ ଚକ୍ଷୁ ଦାନ କରିଛନ୍ତି* admin / 5 years 0 0 min read
12 Nov *୬ଟି ରାଜ୍ୟରେ ପିଆଜ କଳାବେପାରୀଙ୍କ ଉପରେ ଆୟକର ଚଢ଼ାଉ: ପଞ୍ଜାବ, ହରିୟାଣା, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀରେ ଚଢ଼ାଉ ।ମହାରାଷ୍ଟ୍ରର ମୁମ୍ବାଇ ଓ ନାସିକରେ ବି କଳାବେପାରୀଙ୍କ ଉପରେ ଚଢ଼ାଉ, ବ୍ୟାଙ୍କ୍ ଜମା, ବିକ୍ରି ପରିମାଣ ଓ ପିଆଜ ମହଜୁଦର ଯାଞ୍ଚ ଜାରି* admin / 5 years 0 0 min read
12 Nov *କଟକରେ ହୋଇପାରେ ଏସୀୟ କୁସ୍ତି ଚାମ୍ପିଅନ୍ସିପ୍ | ଇନ୍ଡୋର ଷ୍ଟାଡିୟମରେ ପ୍ରତିଯୋଗିତା ପାଇଁ ଭିତ୍ତିଭୂମିର ଯାଞ୍ଚ | ଯାଞ୍ଚ କଲେ ବିଶ୍ବ ଓ ଜାତୀୟ କୁସ୍ତି ମହାସଂଘର ସଦସ୍ୟ * admin / 5 years 0 0 min read
12 Nov *🌷💐🌹*ମହାବୀର ପଞ୍ଜିକା*🌹💐🌷 ~~~~~~~~~~~~~ *ଅଦ୍ୟ ନଭେମ୍ବର ୧୨ ତାରିଖ ୨୦୧୯ମସିହା(ମଙ୍ଗଳବାର)* *ଶକାବ୍ଦ -୧୯୪୧* *ସମ୍ବତ -୨୦୭୬* *ସାଲ-୧୪୨୭* *ସମ୍ବତ୍ସର -ପ୍ରମାଥୀ* *କାର୍ତ୍ତିକ -ଶୁକ୍ଳପକ୍ଷ* *ତିଥି -ପୂର୍ଣ୍ଣିମା ରାତ୍ରି ଘ୦୭/୧୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ନକ୍ଷତ୍ର-ଦ୍ବିଜା ରାତ୍ରି ଘ୦୯/୪୫ ପର୍ଯ୍ୟନ୍ତ ତଦନ୍ତେ କୃତିକା ଚନ୍ଦ୍ର-ମେଷ* *ଯୋଗ -ବ୍ୟତିପାତ* *କରଣ-ବିଷ୍ଟି* *ସୂର୍ଯ୍ୟ -ତୁଳା ୨୬ ଦିନ* *************** *ସୁର୍ୟୋଦୟ -ପ୍ରାତଃ ଘ୦୫/୫୬/୪୫* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୨* ————————— *ଯୋଗିନୀ ବାୟବ୍ୟେ ରାତ୍ରି ଘ୦୭/୧୯ ଗତେ ପୂର୍ବେ* *ମେଷ ରାଶିର ଘାତଚନ୍ଦ୍ର* *ମକର ରାଶିର ଘାତବାର* *ଅଦ୍ୟ ପୂର୍ଣ୍ଣିମାର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ।* ——————————– *ବାରବେଳା -ଦିବା ଘ୦୭/୨୦ଗତେ ଘ୦୮/୪୪ମଧ୍ୟେ* *କାଳ ବେଳା – ଦିବା ଘ୧୨/୫୪ଗତେ ଘ୦୨/୧୮ମଧ୍ୟେ* ****************** *ଅମୃତବେଳା-ଦିବା ଘ୦୬/୪୦ମଧ୍ୟେ ଓ ୦୮/୪୬ଗତେ ଘ୧୧/୦୯ମଧ୍ୟେ* *ମାହେନ୍ଦ୍ରବେଳା-ଦିବା ଘ୧୦/୧୧ଗତେ ଘ୧୧/୩୨ମଧ୍ୟେ ଓ ଘ୦୨/୧୮ଗତେ ଘ୦୩/୪୦ମଧ୍ୟେ* ******************** *ଅଦ୍ୟ ଆମିଷ ଭକ୍ଷଣ ନିଷେଧ* ____________________ *ଡ:ବାୟୁନନ୍ଦନ ମିଶ୍ର* *ଜୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତିଭବନ* *ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭* *ମୋବାଇଲ-9437064130*, *9439435130* , *9437281247* *www.adrushyashaktiastro.com* ********************** *🌹🌷💐ଆଜିର ରାଶିଫଳ🌹🌷💐* ———————- *🌹ମେଷ🌹👉:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।* *🌹ବୃଷ🌹👉:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।* *🌹ମିଥୁନ🌹👉:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।* *🌹କର୍କଟ🌹👉:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।* *🌹ସିଂହ🌹👉:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।* *🌹କନ୍ୟା🌹👉:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।* *🌹ତୁଳା🌹👉:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।* *🌹ବିଛା🌹👉:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।* *🌹ଧନୁ🌹👉:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।* *🌹ମକର🌹👉:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।* *🌹କୁମ୍ଭ🌹👉:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।* *🌹ମୀନ🌹👉:-ଲାଗିରହିଥିବା ଟେନସନ୍ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।* admin / 5 years 0 0 min read