କାର୍ତ୍ତିକେୟ ପୂଜା ପାଇଁ ଜେନାପଦା ଗ୍ରାମ ଉତ୍ସବ ମୁଖର ।

ଆଠଗଡ ବ୍ଲକ ଜେନାପଦା ଦଳ ଗ୍ରାମ କାର୍ତ୍ତିକେଶ୍ୱର ପୂଜା ପାଇଁ ହୋଇଉଠିଛି ଉତ୍ସବ ମୁଖର,ଗ୍ରାମର 4 ଗୋଟି ସାହିରେ ଗତ 7 ବର୍ଷ ଧରି ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ପାଳିତ ହୋଇଆସୁଛି କାର୍ତ୍ତିକେଶ୍ୱର ପୂଜା,ଏହା ପୂର୍ବରୁ ରାଜରାଜୁଡା ଶାସନ ସମୟରୁ ଗ୍ରାମରେ ରାସପୂର୍ଣ୍ଣମୀ ଅନୁଷ୍ଠିତ ହୋଇଆସୁଥିଲା,ଗ୍ରାମର ଆରାଧ୍ୟଦେଵ ହେଉଛନ୍ତି ଗୋପୀନାଥ ଦେବ,ଶହଶହ ବର୍ଷଧରି ଗ୍ରାମରେ ଗୋପୀନାଥ ଦେବ ପୂଜା ପାଇଆସୁଥିବା ବେଳେ ମନ୍ଦିର ମରାମତି ହୋଇନପାରିବା ଯୋଗୁ ମନ୍ଦିର ଟି ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି […]

*ଡଙ୍ଗା ଭସାଣ ବେଳେ ନାଗାବଳୀ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ | ମୃତକ ରାୟଗଡ଼ା ମୁନିଗୁଡ଼ା ଅଞ୍ଚଳର ସୁମନ ବେହେରା ,ଡଙ୍ଗା ଭସାଣ ବେଳେ ନାଗାବଳୀ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ | ମୃତକ ରାୟଗଡ଼ା ମୁନିଗୁଡ଼ା ଅଞ୍ଚଳର ସୁମନ ବେହେରା *

*ଜମ୍ମୁ-କଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ଗାନ୍ଦରବାଲା ଗୁଣ୍ଡରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ଗୋଟିଏ ଘର ଭିତରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ , ସେନା ପକ୍ଷରୁ ଅପରେସନ୍ ଜାରି*