*‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍, ଆଜି ୨ଟି ଟିମ୍‌ ୪ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ, ପୂର୍ବାହ୍ନରେ ଗୋଟିଏ ଗ୍ରୁପ ଚାନ୍ଦବାଲି ଓ ବାସୁଦେବପୁର ଗସ୍ତ କରିବେ, ଅପରାହ୍ଣରେ ବାଲେଶ୍ବରର ଭୋଗରାଇ ବ୍ଲକରେ କରିବେ ଅନୁଧ୍ୟାନ* *ଅନ୍ୟ ଗ୍ରୁପ୍ ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଗସ୍ତ କରିବେ, ଅପରାହ୍ଣରେ ଜଗତସିଂହପୁରର କୁଜଙ୍ଗ ଓ ଏରସମା ବ୍ଲକରେ କରିବେ ଅନୁଧ୍ୟାନ, ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ *

*ନୟାଗଡ଼ରେ ଯୋଗାଣ ବିଭାଗର ୬ କର୍ମଚାରୀ ନିଲମ୍ବିତ: ବିଭିନ୍ନ ଦୁର୍ନୀତି ମାମଲାରେ ୬ ଜଣ ନିଲମ୍ବିତ, ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ ନିଲମ୍ବିତ । ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ ନିଲମ୍ବିତ* *ସଂଗ୍ରହକ ଅଧୀକ୍ଷକ ସଞ୍ଜୀବ ସାହୁ ଓ ମାନ ନିର୍ଦ୍ଧାରକ ଜୟଶ୍ରୀ ମୁନି ନିଲମ୍ବିତ: ଡାଟା ଏଣ୍ଟ୍ରି ଅପରେଟର ସୁଧାକାର ଦଳବେହେରା ଓ ରୋଜାଲିନ ସେଠୀ ନିଲମ୍ବିତ*

ଆଲିଶା ଫାଉଣ୍ଡେସନ ତରଫରୁ ଶିକ୍ଷକ ସମ୍ମାନିତ

ପବିତ୍ର ଶିଶୁ ଦିବସ ଅବସରରେ ଭୁବନେଶ୍ୱର ଅଲିଶା ଫାଉଣ୍ଡେସନ ତରଫରୁ ଓଡିଶୀ ରିସର୍ଚ୍ଚ ସେଣ୍ଟର ରେ ଆଠଗଡ ର୍ ଗୁରୁ ଶୃତିଧର ପ୍ରଧାନ ଙ୍କୁ ଉଦୟଲାବଣ୍ୟ ସମ୍ପାଦକ ସମ୍ବର୍ଦ୍ଧିତ କରିଛନ୍ତି ,ଏଥିରେ ରାଜ୍ୟର ଦଶଜଣ ଗୁରୁଙ୍କୁ ଡ଼ଃ ସର୍ବପଲ୍ଲୀ ରାଧାକ୍ରିସନ ସଂମ୍ମାନ ପ୍ରଦାନ କରାଯିବା ସହିତ ଚାରିଜଣଙ୍କୁ ମଦର ଟେରେସା ସଂମ୍ମାନ ପ୍ରଦାନ କରାଗଲା

ଭୁବନେଶ୍ୱର ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଅଲିଶା ଫାଉଣ୍ଡେସନ ତରଫରୁ ଶିଶୁଦିବସ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ମନେ ପଡେ ପିଲା ଦିନ,ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୁରୁମାନେ ସମ୍ବର୍ଦ୍ଧିତ ହେବେ

ନାମ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ।

ରାଜା ରାଜୁଡ଼ା ଶାସନ ସମୟରୁ ଆଠଗଡ ଦୁର୍ଗା ବଜାର ଗଣେଶ ମଣ୍ଡପ ଠାରେ ପବିତ୍ର ଛାଡଖାଇ ଅବସରରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଆସୁଛି,ଗଡଜାତ ଅଂଚଳରୁ 10 ଦଳ ସଂକୀର୍ତ୍ତନ ମଣ୍ଡଳୀ ଭାଗନେଇଥିଲେ।