15 Nov *ଭୁବନେଶ୍ବର ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲା, ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୋଲିସ, ୩ ଅଭିଯୁକ୍ତ ରାଜେଶ ନାୟକ, ରଘୁନାଥ ମଲ୍ଲିକ ଓ ବିଶ୍ଵଜିତ ରାଉତରାୟ * admin / 5 years 0 0 min read
15 Nov *ଜଳେଶ୍ୱର: ଭୋଗରାଇ ବ୍ଳକ ସୁବର୍ଣ୍ଣରେଖା ପନ୍ତେଇ ଫେରିଘାଟରେ ନଦୀ ମଝିରେ ଅଟକିଲା ଡଙ୍ଗା, ଫସିରହିଲେ ୩୦ରୁ ଅଧିକ ଯାତ୍ରୀ, ୨ ଘଣ୍ଟା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର ହେଲେ ଯାତ୍ରୀ* admin / 5 years 0 0 min read
15 Nov *କୋହଳ ହେବନି ଟ୍ରାଫିକ୍ ନିୟମ । ଡିସେମ୍ବର ୧ରୁ କଡାକଡି ହେବ କଟକଣା । ନୂଆ ମୋଟର ଯାନ ଆଇନ ଅନୁସାରେ ଆଦାୟ ହେବ ଜରିମାନା* admin / 5 years 0 0 min read
15 Nov *ଯାଜପୁର ଧର୍ମଶାଳା ବାରବାଟୀ ଦୁର୍ଗାପୁର ନିକଟରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ କୁଆଖିଆ ମିର୍ଜାପୁରର ଭାଇ-ଭଉଣୀ ମୃତ* admin / 5 years 0 0 min read
15 Nov *ଡିସେମ୍ବର ୨୭ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଓଡ଼ିଶା ଗସ୍ତ, ବଲାଙ୍ଗିର ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗଦେବେ ବରକାନିରେ, BPCLର LPG ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉଦ୍ଘାଟନ କରିବେ* admin / 5 years 0 0 min read
15 Nov *ବିଜେଡି ସାଂଗଠନିକ ସ୍ତରରେ ଅଦଳବଦଳ: ପ୍ରଣବ ପ୍ରକାଶ ଦାସ ହେଲେ ସଂଗଠନର ସାଧାରଣ ସଂପାଦକ । ସଞ୍ଜୟ ଦାସ ବର୍ମା ହେଲେ ବିଜେଡି ମୁଖ୍ୟାଳୟର ସାଧାରଣ ସଂପାଦକ । ପ୍ରତାପ କେଶରୀ ଦେବ ହେଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ* admin / 5 years 0 0 min read
15 Nov *ୟୁନିସ୍କୋରେ ପାକିସ୍ତାନକୁ ଭାରତର କଡ଼ା ଜବାବ । କାଶ୍ମୀର ଓ ଅଯୋଧ୍ୟା ମାମଲା ଉଠାଇବା ପରେ ପ୍ରତିକ୍ରିୟା , ଭାରତ କହିଲା ଆମର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ଖେଳାଉ ପାକିସ୍ତାନ* admin / 5 years 0 0 min read
15 Nov *ଗଞ୍ଜାମ ଆସିକା ସବ୍ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ, ହତ୍ୟା ମାମଲାରେ ଜେଲ୍ରେ ଥିଲେ ବାଦଗଡ଼ ଗାଁର ଡାକ ସାହୁ, ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି * admin / 5 years 0 0 min read
15 Nov *ଝାରସୁଗୁଡ଼ା ନୂଆଡ଼ିହି ଟୋଲଗେଟ ଉଚ୍ଛେଦ ଦାବିରେ ବ୍ରଜରାଜନଗରରେ ୧୨ ଘଣ୍ଟିଆ ବନ୍ଦ ଡାକରା, ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା, ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ସ୍ବାଭାବିକ* admin / 5 years 0 0 min read
15 Nov *ନୂଆପଡ଼ା ସିନାପାଲି ସହରକୁ ଏନଏସି ମାନ୍ୟତା ଦାବି, ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା* admin / 5 years 0 0 min read