*ବିଜେଡି ସାଂଗଠନିକ ସ୍ତରରେ ଅଦଳବଦଳ: ପ୍ରଣବ ପ୍ରକାଶ ଦାସ ହେଲେ ସଂଗଠନର ସାଧାରଣ ସଂପାଦକ । ସଞ୍ଜୟ ଦାସ ବର୍ମା ହେଲେ ବିଜେଡି ମୁଖ୍ୟାଳୟର ସାଧାରଣ ସଂପାଦକ । ପ୍ରତାପ କେଶରୀ ଦେବ ହେଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ*

*‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍, ଆଜି ୨ଟି ଟିମ୍‌ ୪ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ, ପୂର୍ବାହ୍ନରେ ଗୋଟିଏ ଗ୍ରୁପ ଚାନ୍ଦବାଲି ଓ ବାସୁଦେବପୁର ଗସ୍ତ କରିବେ, ଅପରାହ୍ଣରେ ବାଲେଶ୍ବରର ଭୋଗରାଇ ବ୍ଲକରେ କରିବେ ଅନୁଧ୍ୟାନ* *ଅନ୍ୟ ଗ୍ରୁପ୍ ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଗସ୍ତ କରିବେ, ଅପରାହ୍ଣରେ ଜଗତସିଂହପୁରର କୁଜଙ୍ଗ ଓ ଏରସମା ବ୍ଲକରେ କରିବେ ଅନୁଧ୍ୟାନ, ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ *