ଯୁବକ ବାବୁଲି ସିଂ କୌଣସି କାମରେ ଆସିଥିଲେ ଥାନା କୁ, ମୁହଁରେ ବନ୍ଧା ହୋଇଥିଲା କପଡା, ଥାନା କର୍ମଚାରୀ ପଚାରିଥିଲେ ତୁ କିଏ ? କାହିଁକି ବାନ୍ଧିଛୁ ମୁହଁରେ କପଡା ବାସ ଏତିକିରେ ଯୁବକ ରାଗି ଯାଇ କହିଲେ ୫ ଟି ଲାଗୁ ହୋଇଛି ପରା, ମତେ ଭଲ ବ୍ୟବହାର ଦେଖେଇବା ପରିବର୍ତେ ତୁ କାହିଁକି କହିଲ ? ମୁଣ୍ଡକୁ ରାଗ ଚଢି ଯାଉଥିବା ସମୟରେ ଜଣେ ପୋଲିସ ମୁହଁରୁ କପଡା ଖୋଲି ଦେବାକୁ ଚେଷ୍ଟା କରିବାରୁ […]
ଲଲାଟେନ୍ଦୁ ସେନାପତି : ଅଟୋରେ ପରିବେଶ ସୁରକ୍ଷା ପାଇଁ ଭାରତ ଭ୍ରମଣ ରେ ବାହାରିଲେ ଅନୁଗୋଳ ର୍ ଯୁବକ ଦିଲୀପ କୁମାର ସାହୂ ଓ ପିକୁନ କୁମାର ସାହୁ, ସାରା ବିଶ୍ୱରେ ଜଳବାୟୁ ଯେପରି ବିଗିଡି ବିଗିଡି ଚାଲିଛି ଆଉ ଭାରତର ସ୍ଥାନ ୩ନମର ରେ ରହିଲାଣି ଆଉ ଭାରତକୁ ଜଳବାୟୁ ପରିବର୍ତ୍ତନ ରେ ନିନ୍ଦିତ ହେବାକୁ ପଡିଛି ଏଭଳି ପରିସ୍ଥିତିରେ ଅନୁଗୋଳ ର୍ ଏହି ଦୁଇଜଣ ଯୁବକ ପରିବେଶକୁ ସୁରକ୍ଷା ଦେବାପାଇଁ ଅଣ୍ଟା ଭିଡିଛନ୍ତି,ଗତ ଗାନ୍ଧିଜୟନ୍ତି […]