ଗଣମାଧ୍ୟମର ସୁରକ୍ଷା ପାଇଁ ଆଇନୀ ଆଣିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବିକୁ ସମର୍ଥନ ଦେଲେ ଜନ ପ୍ରତିନିଧି ।

ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଉତ୍କଳ ସାମ୍ବାଦିକ ସଙ୍ଘ,ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜିମୁତ ମଙ୍ଗରାଜ ଓ ସମ୍ପାଦକ ବେଣୁଧର ପଣ୍ଡାଙ୍କ ନେତୃତ୍ୱରେ ଏକ 13 ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଭବନକୁ ଯାଇ ବ୍ୟକ୍ତିଗତ ସଚିବଙ୍କୁ ଭେଟି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ,ଏହି ପ୍ରତିନିଧି ଦଳ ରେ ଉପସଭାପତି ବିନାୟକ ମିଶ୍ର,ଭାରତୀୟ ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଭାକର […]

ସାମ୍ବାଦିକ ସୁରକ୍ଷା ନେଇ ବିଧାନସଭାରେ ଉଠିଲା ଝଡ଼ । ସାମ୍ବାଦିକ ସୁରକ୍ଷା ଆଇନୀ ପାଇଁ ସମସ୍ତେ ଏକମତ ।

ଆଜି ଉଠିଛି ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମିଳିତ ସ୍ୱର ଉଠାଇଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ । ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ୁଥିବା ଆକ୍ରମଣ ଘଟଣା ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା ଗୃହରେ ।ଗତକାଲି ଅପରାହ୍ନ ଅଧିବେଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଲେ, ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି । […]

*କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା | ହାଇକୋର୍ଟଙ୍କ SIT ତଦନ୍ତ ନିର୍ଦେଶ ପରେ ପୀଡ଼ିତାଙ୍କ ଖୁଡ଼ିଙ୍କ ପ୍ରତିକ୍ରିୟା | ନ୍ୟାୟ ପାଇଁ SIT ବଦଳରେ CBI ତଦନ୍ତ କରାଯାଉ | CBI ତଦନ୍ତ ନ ହେଲେ ମାମଲାକୁ ଛାଡ଼ି ଦିଆଯାଉ*

*ମାଲକାନଗିରି : ଶିଶୁଙ୍କ ଉପରେ ସଂକ୍ରମଣ ରୋଗ ଆତଙ୍କ , କାଟନପାଲି ଗାଁରେ ଏକ ସମୟରେ ୨୭ ଶିଶୁ ଅସୁସ୍ଥ , ଅସୁସ୍ଥ ଶିଶୁଙ୍କ ବୟସ ବର୍ଷେରୁ ଦୁଇ ବର୍ଷ ଭିତରେ , ଅସୁସ୍ଥ ଶିଶୁଙ୍କ ପାଖରେ ଥଣ୍ଡା ଓ କାଶର ଲକ୍ଷଣ ଦେଖାଯାଇଛି ,ଅସୁସ୍ଥ ୨୭ ଶିଶୁ ଏମଭି୭୯ ଡାକ୍ତରଖାନାରେ ଭର୍ତ୍ତି* *ଶିଶୁଙ୍କୁ କାଲିମେଳା ଡାକ୍ତରଖାନାକୁ ସ୍ଥାନାନ୍ତର ଲାଗି ସିଡିଏମଓଙ୍କ ନିର୍ଦ୍ଦେଶ ଗତ କିଛିଦିନ ପୂର୍ବେ ତାମନପାଲିରେ ୬ ଶିଶୁଙ୍କର ମୃତ୍ୟୁ ହୋଇଥିଲା ବ୍ରଙ୍କୋନିମୋନିଆରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା କହିଥିଲେ ବିଶେଷଜ୍ଞ ମୃତ ୬ ଶିଶୁଙ୍କ ପାଖରେ ମଧ୍ୟ ଥଣ୍ଡା ଓ କାଶର ଲକ୍ଷଣ ଦେଖାଦେଇଥିଲl*