21 Nov *କେନ୍ଦୁଝର ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ ଘଟଣା | ସେଡିଂ ବସ୍ତିର ଅଭିଯୁକ୍ତ ସୁରେଶ ନାଏକ ବଡ଼ବିଲ ଡାକ୍ତରଖାନାରେ ମୃତ | ସଂକଟାପନ୍ନ ସୁରେଶ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ* admin / 5 years 0 0 min read
21 Nov *ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ପଟାଧାର ଗାଁରେ ହତ୍ୟାକାଣ୍ଡ | ଘରୋଇ କଳିରୁ ଟୁଲୁ ପ୍ରଧାନଙ୍କୁ ହତ୍ୟା କଲେ ସ୍ତ୍ରୀ ଓ ଶଳା | ହତ୍ୟା ପରେ ଥାନାରେ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ତଦନ୍ତ ଜାରି* admin / 5 years 0 0 min read
21 Nov *ସୁବର୍ଣ୍ଣପୁର ଉଲୁଣ୍ଡା ବନାଞ୍ଚଳରେ ଦନ୍ତା ହାତୀ ଶିକାର ଘଟଣା | କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ବନ କର୍ମଚାରୀ ନିଲମ୍ବିତ | ଦନାର୍ଦ୍ଦନ ସ୍ବାଇଁ ଓ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କଲେ DFO | ହାତୀକୁ ମାରିବା ପରେ ଦାନ୍ତ କାଟି ନେଇଥିଲେ ଶିକାରୀ* admin / 5 years 0 0 min read
21 Nov *ଜଗତସିଂହପୁର ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ମୃତକ ମାର୍ଶାଘାଇ ଅଞ୍ଚଳର ପ୍ରମୋଦ ସେଠୀ* admin / 5 years 0 0 min read
21 Nov *ଢେଙ୍କାନାଳ ମହାବୀରୋଡ୍ ରେଞ୍ଜ ଅଁଳାକଟା ଗାଁ ନିକଟରେ ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗର ତଦନ୍ତ ଜାରି* admin / 5 years 0 0 min read
21 Nov *ଜଗତସିଂହପୁର ପାରାଦୀପ ଟର୍ମିନାଲ ଛକରେ ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ* admin / 5 years 0 0 min read
21 Nov *ଭୁବନେଶ୍ୱରରେ ଖଣି ମନ୍ତ୍ରଣାଳୟ ଓ ନୀତି ଆୟୋଗ ପକ୍ଷରୁ ଆଲୁମିନିୟମ୍ ଉତ୍ତୋଳନ ଉପରେ ୩ ଦିନିଆ ଆଲୋଚନା ଚକ୍ର ଆରମ୍ଭ* admin / 5 years 0 0 min read
21 Nov *ଦେଶରେ ପଡିଛି ଡାକ୍ତର ମରୁଡି ! ରୋଗ ବଢୁଛି ରୋଗୀ ବଢୁଛନ୍ତି କିନ୍ତୁ ବଢୁନାହିଁ ଡାକ୍ତରଙ୍କ ସଂଖ୍ୟା , ଭାରତରେ ୧,୪୪୫ ଜନସଂଖ୍ୟାରେ ଜଣେ ଡାକ୍ତର* admin / 5 years 0 0 min read
21 Nov *ଆସିଲା ସଡ଼କ ଦୂର୍ଘଟଣା ରିପୋର୍ଟ : ଗତବର୍ଷ ସଡ଼କ ଦୂର୍ଘଟଣାରେ ଓଡିଶାରେ ୫୩୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ କେନ୍ଦ୍ର ସରକାର* admin / 5 years 0 0 min read
20 Nov ପୂର୍ବତନ ଡିଜି ବିଜୟ ଶର୍ମାଙ୍କ ନାମରେ ଅନିୟମିତତା ଅଭିଯୋଗ,ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ admin / 5 years 0 0 min read