ମନ ଆଗରେ ବୟସ ବାଧକ ନୁହେଁ ।

ବର୍ତ୍ତମାନ ବୁଲେଟ ମଟର ସାଇକେଲର ଯୁଗ ଚାଲିଥିବା ବେଳେ ଯୁବକ ମାନଙ୍କ ମଧ୍ୟରେ ବୁଲେଟ ପ୍ରତି ଆଗ୍ରହ ବଢ଼ିବଢି ଚାଲିଛି,ଏ ବୁଲେଟ କୁ ପଚାଶ ବର୍ଷ ପୁରିବାକୁ ଯାଉଛି,ଦୀର୍ଘ 49 ବର୍ଷ ଧରି ବୁଲେଟ ଚଳାଇ ଆସୁଥିବା ଆଠଗଡ ହାଉସିଂ ବୋର୍ଡର ନିଆରା ମଣିଷ ଅନାଦି ଚରଣ ସ୍ବାଇଁ,1970 ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରିଥିବା ବେଳେ ସେ ଏହି ବୁଲେଟ କୁ ମାତ୍ର 5100 ଟଙ୍କାରେ କିଣିଥିଲେ,ଆଉ ବର୍ତ୍ତମାନ ର୍ ବୁଲେଟ ଦର ଦେଢଲକ୍ଷ […]

*କେନ୍ଦୁଝର ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ ଘଟଣା | ସେଡିଂ ବସ୍ତିର ଅଭିଯୁକ୍ତ ସୁରେଶ ନାଏକ ବଡ଼ବିଲ ଡାକ୍ତରଖାନାରେ ମୃତ | ସଂକଟାପନ୍ନ ସୁରେଶ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ*

*ସୁବର୍ଣ୍ଣପୁର ଉଲୁଣ୍ଡା ବନାଞ୍ଚଳରେ ଦନ୍ତା ହାତୀ ଶିକାର ଘଟଣା | କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ବନ କର୍ମଚାରୀ ନିଲମ୍ବିତ | ଦନାର୍ଦ୍ଦନ ସ୍ବାଇଁ ଓ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କଲେ DFO | ହାତୀକୁ ମାରିବା ପରେ ଦାନ୍ତ କାଟି ନେଇଥିଲେ ଶିକାରୀ*