୬0କିଲୋ ଗଂଜେଇ ସହ ଗ୍ରାମରକ୍ଷୀ
ଗିରଫ
ଫୁଲବାଣୀ ( ଉଲ୍ଲାପ୍ର )ଷାଠିଏ କେଜି ଗଂଜେଇ ସହ ଗ୍ରାମ ରକ୍ଷୀ ଗିରଫ lଗଞ୍ଜେଈ ବସ୍ତାରେ ଭର୍ତ୍ତି କରି ରାସ୍ତାରେ ଗାଡି କୁ ଅପେକ୍ଷା କରିଥିବାବେଳେ କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ସ୍କ୍ୱାଡ଼ ଗଂଜେଇ ସହ ଗ୍ରାମରକ୍ଷୀ କୁ ଗିରଫ କରିଥିବା ନେଇ ଅବକାରୀ ଇନ୍ସ୍ପେକଟର ଶ୍ରୀଧର ହେମ୍ରମ ସୂଚନା ଦେଇଛନ୍ତି lଗିରଫ ଗ୍ରାମ ରକ୍ଷୀ ର ନାମ ଉଦୟ ମାଝୀ ସେ ଫିରିଙ୍ଗିଆ ଥାନା ଅଧୀନ ରେ ଗ୍ରାମରକ୍ଷୀ ଥିବା କୁହାଯାଉଛି l ଉଦୟ […]