ଆଠଗଡ଼ ବ୍ଳକ କନ୍ଦରପୁରରେ ବୋମାମାଡ ।
ଆଠଗଡ଼ ବ୍ଳକ କନ୍ଦରପୁରରେ ବୋମାମାଡରେ ଦୁଇ ଗୁରୁତର । ସାନ ଭାଇ ର ବୋମାମାଡରେ ବଡ଼ ଭାଇ ପୁଅ ଏବଂ ଅନ୍ୟ ଜଣେ ଆହତ । ଘଟଣା ଘଟିଛି କଲୋନୀ ସାହିରେ ଏବଂ ଥାନାରେ ଅଭିଯୋଗ କରିଛନ୍ତି ବଡ଼ ଭାଇ । ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଆଠଗଡ଼ ବ୍ଳକ କନ୍ଦରପୁରରେ ବୋମାମାଡରେ ଦୁଇ ଗୁରୁତର । ସାନ ଭାଇ ର ବୋମାମାଡରେ ବଡ଼ ଭାଇ ପୁଅ ଏବଂ ଅନ୍ୟ ଜଣେ ଆହତ । ଘଟଣା ଘଟିଛି କଲୋନୀ ସାହିରେ ଏବଂ ଥାନାରେ ଅଭିଯୋଗ କରିଛନ୍ତି ବଡ଼ ଭାଇ । ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
🌷💐🌹ମହାବୀର ପଞ୍ଜିକା*🌹💐🌷 *ଅଦ୍ୟ ନଭେମ୍ବର ୨୮ ତାରିଖ ୨୦୧୯ମସିହା(ଗୁରୁବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି -ଦ୍ବିତୀୟା ସଂ ୦୫/୫୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୦୮/୦୯ ପର୍ଯ୍ୟନ୍ତ ତଦନ୍ତେ ମୂଳା ଚନ୍ଦ୍ର- ବିଛା ଦିବା ଘ୦୮/୦୯ ପର୍ଯ୍ୟନ୍ତ ତଦନ୍ତେ ଧନୁ ଯୋଗ -ଧୃତି କରଣ-ବାଳବ ସୂର୍ଯ୍ୟ -ବିଛା ୧୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୬/୨୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୦୭ ଯୋଗିନୀ ଉତ୍ତରେ ସଂ ଘ୦୫/୫୪ ଗତେ ଅଗ୍ନିକୋଣେ […]
ରାଜ୍ୟ ସରକାର ମଦ ଓ ଗଞ୍ଜେଇ କୁ ଯେପରି ଭାବେ ଆଗକୁ ନେଇଛନ୍ତି ସତେ ଯେମିତି ଲାଗୁଛି ରାଜ୍ୟ ଏବେ ମଦୁଆ ଆଡକୁ ଗତି କରୁଛି,ଆଜି ଅପରାହ୍ନରେ ଆଠଗଡ ବ୍ଲକ ଛେନା ଖିଆ ନୂଆଗାଁଠାରେ ଦେଶୀ ମଦ କୁ ନେଇ ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଥିବା ବେଳେ ସରପଞ୍ଚ ଙ୍କୁ ଧକା ବେକୁଆ ମାରିଛନ୍ତି ମଦ ମାଫିଆ,ଏହାକୁ ନେଇ ଗ୍ରାମବାସୀ ମାନେ ଏକାଠି ହୋଇ ସମ୍ପୃକ୍ତ ମଦ ବ୍ୟବସାୟୀ ଙ୍କ ଘରେ ଚଢ଼ାଉ କରି ବ୍ୟାପକ […]
ଲଲାଟେନ୍ଦୁ ସେନାପତି : ବିଜୁବାବୁଙ୍କ ସ୍ଥାନରେ ମୁଁ ଆଉ କାହାକୁ କେମିତି ବସାଇବି ! ତେଣୁ ଇସ୍ତଫା ଦେଲି । ମୁଁ ବିଜେଡିରେ ଥିଲି ସେମାନେ ମୋତେ ବହିଷ୍କାର କରିଛନ୍ତି । ଯଦି ବିଜେଡି ବହିଷ୍କାର ଉଠାଏ ତେବେ ମୁଁ ପୁଣିଥରେ ଦଳରେ ରହିବି ,ବିଜେଡିରେ ମିଶିଲେ ବି କୌଣସି ପଦବୀ ନେବି ନାହିଁ କି ନିର୍ବାଚନ ଲଢିବି ନାହିଁ : ଦାମୋଦର ରାଉତ । ବିଜେଡି ମୋତେ ବହିଷ୍କାର କଲା ପରେ ବିଜେପି ବାଲା ମୋ […]
ଆଠଗଡ଼ (୨୭/୧୧/୧୯) ଲଲାଟେନ୍ଦୁ ସେନାପତି : ମୋ ପ୍ରିୟ ଆଠଗଡ ର୍ ଭୋଟର ଭାଇ ଓ ଭଉଣୀ ଓ ଚାଷୀ ଭାଇ ମାନେ ସମସ୍ତଙ୍କୁ ମୋର ପ୍ରଣାମ,ଲେଖିବାର କାରଣ ଆପଣ ମାନେ ଜଣେ ଜଣେ ସୁ ନାଗରିକ,ଦୀର୍ଘବର୍ଷ ହେଲା ଅନେକ ଥର ଭୋଟ ଦେଇଛନ୍ତି,ଚାଷୀ ମାନେ ଏଥିରୁ ମଧ୍ୟ ବାଦ ପଡିନାହାନ୍ତି,ହେଲେ ଏଇ ଯେଉଁ ବୃକ୍ଷ ଦେଖୁଛନ୍ତି ଇଏ ହେଉଛି ଓସ୍ତଗଛ,ଇଏ ଗତ 30 ବର୍ଷରେ ନିଜର କାୟା ବିସ୍ତାର କରି ସାରିଲାଣି,ହେଲେ ଏଈ ଗଛ ଯାହା […]
🌹💐🌷 ଅଦ୍ୟ ନଭେମ୍ବର ୨୭ ତାରିଖ ୨୦୧୯ମସିହା(ବୁଧବାର) ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୪୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୦୩ ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୬ଗତେ ଉତରେ କର୍କଟ ରାଶିର ଘାତବାର ଅଦ୍ୟ ପ୍ରତିପଦର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ । ବାରବେଳା -ଦିବା ଘ୧୧/୩୩ ଗତେ ଘ୧୨/୫୬ ମଧ୍ୟେ କାଳବେଳା – ଦିବା ଘ୦୮/୫୧ଗତେ ଘ୧୦/୧୨ ମଧ୍ୟେ ଅମୃତବେଳା- ଘ୦୬/୫୦ମଧ୍ୟେ ଓ ୦୭/୩୫ଗତେ ଘ୦୮/୧୮ମଧ୍ୟେ *ମାହେନ୍ଦ୍ରବେଳା-ଦିବା ଘ୧୦/୧୩ ଗତେ ଘ୧୧/୩୩ମଧ୍ୟେ ଓ ଘ୦୨/୧୭ଗତେ ଘ୦୩/୩୫ମଧ୍ୟେ * ———————- ମେଷ : […]