ଆଶାକର୍ମୀ ନିଯୁକ୍ତି ରେ ଅନିୟମିତତା ।

ଆଶା କର୍ମୀ ନିଯୁକ୍ତିକୁ ନେଇ ବିକ୍ଷୋଭ ଢେଙ୍କାନାଳ ଜିଲା ଭାନୁପଡା ଓ ଚଟିପଡା ଗ୍ରାମରେ ଅସାକର୍ମୀ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି ଦୁଇ ଗ୍ରାମର ଗ୍ରାମବାସୀ,ଜଣେ ଆଶାକର୍ମୀ ର୍ ମୃତୁ ପରେ ସେହି ଗ୍ରାମରେ ଅନ୍ୟଜଣେ ନିଯୁକ୍ତି ହେବା କଥା, କିନ୍ତୁ ରାଜନୈତିକ ଗୋଟିଚାଳନା କରି କିଛି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି କରୁଥିବା ଯୋଗୁ ଦୁଇ ଗ୍ରାମବାସୀ ଆଜି ଜିଲାପାଳ ଙ୍କ ଅଫିସ ଆସି ଅଭିଯୋଗ କରିଥିବା ଜଣାପଡ଼ିଛି

ନଗର ସଙ୍କୀର୍ତ୍ତନ

ଢେଙ୍କାନାଳ ଜିଲ୍ଲା ଶିମିଳିଆ ଗ୍ରାମରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି,ଗ୍ରାମର ସମସ୍ତ ବ୍ୟକ୍ତିଙ୍କ ସହଯୋଗରେ ଏହି ନଗର ସଂକୀର୍ତ୍ତନ ଗ୍ରାମ ପରିକ୍ରମା କରିଥିଲା,ବିଭିନ୍ନ ବ୍ୟକ୍ତି ବିଶେଷ ଓ କୁନିକୁନି ପିଲାମାନେ ବିଭିନ୍ନ ବେଶରେ ସଜାଇ ହୋଇ ଗ୍ରାମ ପରିକ୍ରମା କରିଥିଲେ

ବିଶ୍ଵନାଥ ବିଦ୍ୟାପୀଠ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା

ଆଠଗଡ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି, ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ମୁଖ୍ୟଅତିଥି ଭାବେ କଟକ ଜିଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଇଓ ଅକ୍ଷୟ ନାୟକ,ତହସିଲଦାର ତପନ ଖୁଣ୍ଟିଆ,ଖୁଣ୍ଟୁଣି କଲେଜ ଅଧକ୍ଷ ଶଶୀଭୂଷଣ ମିଶ୍ର,ରଞ୍ଜନ ଆଚାର୍ଯ୍ୟ,ରବି ରାଉତ,ସ୍କୁଲ ପ୍ରଧାନଶିକ୍ଷକ ରୁଦ୍ର ନାରାୟଣ ସାମଲ ଓ ସ୍କୁଲ ପରିଚାଳନା କମିଟି ସଭାପତି ବିଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ, ଏହି ମେଳାରେ ବ୍ଲକ ର୍ 271 ପ୍ରକଳ୍ପ […]

ପୁରୁଣା କଟକ ସମ୍ବଲପୁର ରାସ୍ତାର କନ୍ତୋଲ ଗ୍ରାମ ନିକଟରେ ଟ୍ରକ ଦୁର୍ଘଟଣା ।

ପୁରୁଣା କଟକ ସମ୍ବଲପୁର ରାସ୍ତାର କନ୍ତଲ ବ୍ରିଜ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ଯାତ୍ରାପାର୍ଟିର 15 ରୁ ଉର୍ଦ୍ଧ୍ବ କଳାକାର ଦୁର୍ଘଟଣା ର୍ ଶିକାର ହୋଇଛନ୍ତି,ସାବିତ୍ରୀ ଗଣନାଟ୍ୟ ନାମକ ଏକ ଯାତ୍ରାପାର୍ଟି ଆଠଗଡ ଅଭିମୁଖେ ଆସୁଥିବା ବେଳେ ଯାତ୍ରାପାର୍ଟି ଟ୍ରକ ର୍ ଡ୍ରାଇଭର ଏକ ବାଇକ ରେ ଯାଉଥିବା ଦୁଇଜଣ ଯୁବକ ଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ ଟି ରାସ୍ତା ଉପରେ ଓଲଟି ପଡିଛି,ଟ୍ରକରେ ଥିବା ସମସ୍ତ କଳାକାର ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର […]

ଆଠଗଡ କନ୍ତଲ ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ କୁ ବଞ୍ଚାଇବାକୁ ଯାଇ ଓଲଟିଲା ସାବିତ୍ରୀ ଗଣନାଟ୍ୟ ବସ,15 ରୁ ଅଧିକ କଳାକାର ଆହତ,ଦୁଇ ବାଇକ ଆରୋହି ମଧ୍ୟ ଆହତ,ସମସ୍ତେ ଆଠଗଡ ମେଡ଼ିକାଲ ରେ ଭର୍ତି,ପୁରୁଣା କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ

🌷💐ରାଶିଫଳ🌷💐

*ଅଦ୍ୟ ନଭେମ୍ବର ୨୯ ତାରିଖ ୨୦୧୯ମସିହା(ଶୁକ୍ରବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି -ତୃତୀୟା ସଂ ୦୫/୩୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ମୂଳା ଦିବା ଘ୦୮/୦୪ ପର୍ଯ୍ୟନ୍ତ ତଦନ୍ତେ ପୂ:ଷାଢା ଚନ୍ଦ୍ର- ଧନୁ ଯୋଗ-ଶୂଳ କରଣ-ଗର ସୂର୍ଯ୍ୟ -ବିଛା ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୦୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୦୭ ଯୋଗିନୀ ଅଗ୍ନିକୋଣେ ସଂ ଘ୦୫/୩୦ ଗତେ ନୈଋତକୋଣେ ତୁଳା ଓ କୁମ୍ଭ ରାଶିର ଘାତବାର ବାଛା,ଧନୁ ଓ ମୀନ […]

ଆଠଗଡ଼ ବ୍ଳକ କନ୍ଦରପୁରରେ ବୋମାମାଡ ।

ଆଠଗଡ଼ ବ୍ଳକ କନ୍ଦରପୁରରେ ବୋମାମାଡରେ ଦୁଇ ଗୁରୁତର । ସାନ ଭାଇ ର ବୋମାମାଡରେ ବଡ଼ ଭାଇ ପୁଅ ଏବଂ ଅନ୍ୟ ଜଣେ ଆହତ । ଘଟଣା ଘଟିଛି କଲୋନୀ ସାହିରେ ଏବଂ ଥାନାରେ ଅଭିଯୋଗ କରିଛନ୍ତି ବଡ଼ ଭାଇ । ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹ମହାବୀର ପଞ୍ଜିକା*🌹💐🌷 *ଅଦ୍ୟ ନଭେମ୍ବର ୨୮ ତାରିଖ ୨୦୧୯ମସିହା(ଗୁରୁବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି -ଦ୍ବିତୀୟା ସଂ ୦୫/୫୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୦୮/୦୯ ପର୍ଯ୍ୟନ୍ତ ତଦନ୍ତେ ମୂଳା ଚନ୍ଦ୍ର- ବିଛା ଦିବା ଘ୦୮/୦୯ ପର୍ଯ୍ୟନ୍ତ ତଦନ୍ତେ ଧନୁ ଯୋଗ -ଧୃତି କରଣ-ବାଳବ ସୂର୍ଯ୍ୟ -ବିଛା ୧୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୬/୨୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୦୭ ଯୋଗିନୀ ଉତ୍ତରେ ସଂ ଘ୦୫/୫୪ ଗତେ ଅଗ୍ନିକୋଣେ […]