କୁଆଡେ ଏମାନେ ବଜ୍ରକାପ୍ତା ବ୍ୟବସାୟୀ,ଏମାନେ କୁଆଡେ ଅନ ଲାଇନ ରେ ବଜ୍ରକାପ୍ତା ବ୍ୟବସାୟ କରୁଥିଲେ,ତେଣୁ ବନ ବିଭାଗ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାନ କରୁଛି,ପ୍ରକୃତରେ ଏହି ଘଟଣା ପଛରେ ରହିଛି ସାଙ୍ଘାତିକ ଷଡଯନ୍ତ୍ର,ଆଠଗଡ ବନ ବିଭାଗ ନାମ କମାଇବା ପାଇଁ ଏଭଳି ଏକ ଷଡଯନ୍ତ୍ର କରିଥିବା ଡ଼ାବର ଗ୍ରାମବାସୀ ଅଭିଯୋଗ କରିଛନ୍ତି,ଯେଉଁ ମାନେ ଏଥିରେ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ5 ଜଣ ମୋବାଇଲ କଂଣ୍ ଜାଣନ୍ତି ନାହିଁ, ସେମାନେ ଅନ୍ ଲାଇନ ରେ ବଜ୍ରକାପ୍ତା […]
*🌷💐🌹 *ଅଦ୍ୟ ଡିସେମ୍ବର ୦୨ ତାରିଖ ୨୦୧୯ମସିହା(ସୋମବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି -ଷଷ୍ଠୀ ରାତ୍ରି ୦୮/୨୮ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ଶ୍ରବଣା ଦିବା ଘ୧୧/୫୬ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ଚନ୍ଦ୍ର-ମକର ରାତ୍ରି ୦୧/୦୮ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭ ଯୋଗ-ଧୃବ କରଣ-କୌଳବ ସୂର୍ଯ୍ୟ -ବିଛା ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୮/୫୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୨୭ ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୨୮ ଗତେ ବାୟବ୍ୟେ ସିଂହ ରାଶିର ଘାତବାର […]
ଆଠଗଡ ରେ ପୁଣି ଆରମ୍ଭ ହେବ ମହୋତ୍ସବ, ଗଡଜାତ ପରିକ୍ରମା ଆୟୋଜନ ରେ ଆସନ୍ତା ମାସ ଜାନୁଆରୀ 13 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡ଼ିଆରେ ଗଡ଼ଜାତ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି,ଦଳମତ ନିର୍ବିଶେଷରେ ଏହି ମହୋତ୍ସବ କୁ ପାଳନ କରିବା ପାଇଁ ସମସ୍ତେ ପରାମର୍ଶ ଦେଇଥିଲେ,ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମହୋତ୍ସବକୁ ଆଗେଇ ନେବାକୁ ସମସ୍ତେ ପରାମର୍ଶ ରଖିଥିଲେ,ଗଡଜାତ ଅଞ୍ଚଳ ର୍ ସାହିତ୍ୟ,ସଂସ୍କୃତି, ଐତିହ୍ୟ,ପରମ୍ପରା ଓ ଲୋକକଳା କୁ […]