ଭୁବନେଶ୍ୱର(Bureau) ୨୦୧୯-୨୦ ଖରିଫ ଋତୁରେ ଧାନ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଛି। ଉପକୂଳ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାବେଳେ ୧୯ଟି ଜିଲ୍ଲାରେ ଆଜିସୁଦ୍ଧା ୫୯ଲକ୍ଷ ୮୦ହଜାର ୮୫୫ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ୨୦୧୯-୨୦ ଖରିଫ ଋତୁରେ ୫୦ଲକ୍ଷ ମେଟ୍ରିକ୍ ଟନ୍ ଓ ରବିରେ ୧୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୧୯-୨୦ […]
ପୂର୍ଣ୍ଣିମା ହେଉଛି ସେହି ଦିନ, ଯେଉଁଦିନ ଚନ୍ଦ୍ର ନିଜର ପୂର୍ଣ୍ଣ ଆକୃତିରେ ଆସିଥାଆନ୍ତି। ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀଙ୍କୁ ବେଶ ପ୍ରିୟ। ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ମା’ଙ୍କ ଅଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।ଚନ୍ଦ୍ରମା ମନର କାରକ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରମା କର୍କଟ ରାଶିଙ୍କ ସ୍ୱାମୀ ଓ ଯେପରି ଚନ୍ଦ୍ରମା କୃଷ୍ଣ ପକ୍ଷରେ ଛୋଟ ଓ ଶୁକ୍ଳପକ୍ଷରେ ପୂର୍ଣ୍ଣ ହୋଇଥାଆନ୍ତି , ମନୁଷ୍ୟଙ୍କ ମନ ଉପରେ […]
ମେଷ: ପ୍ରିୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରୋପକାରୀ ହେବେ। ମନରେ ସେବା ଭାବନା ଜାଗ୍ରତ ହେବ। ବନ୍ଧୁଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି। ସୌଜନ୍ୟତା ପ୍ରକାଶ କରିବେ। ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ମିଥୁନ: ଚାକରି […]
ରାଉରକେଲା(ବ୍ୟୁରୋ): ସାମାନ୍ୟ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଛେଣ୍ଡ ଥାନା ଅନ୍ତର୍ଗତ ହଠାତ୍ ବସ୍ତିରେ ଏହି ଘଟଣା ଘଟିଥିଲା। ୨୦୧୬ ଅକ୍ଟୋବର ୩ରେ ସାମାନ୍ୟ କୁକୁଡା ଚୋରିକୁ ନେଇ ହୋଇଥିଲା ମହାଭାରତ। କୁକୁଡା ଚୋରିକୁ ନେଇ ବସ୍ତିର ଏତୁଆ ମୁଣ୍ଡାରି ସେହି ବସ୍ତିର ପ୍ରଦୀପ କୁଲୁକୁ କାଠ ଫାଳିଆରେ ବାଡେଇ […]
ଯାଜପୁର: ନିର୍ବାଚନୀ ମାମଲାରେ ଯାଜପୁର ଜିଲ୍ଲାର ୩୩ ନମ୍ବର ଜୋନରୁ ନିର୍ବାଚିତ ବିଜେଡ଼ି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଜିଲ୍ଲା ଦୌରା ଜଜ୍ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତିନି ସନ୍ତାନର ଜନନୀ ହୋଇଥିବାରୁ ଝରଣାଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ସହ ସଂପୃକ୍ତ ଜୋନ୍ର ସଭ୍ୟପଦ ପୂରଣ ପାଇଁ ପୁନଃ ନିର୍ବାଚନ କରିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖ ଦିନ ଏହି ରାୟ ପ୍ରକାଶ ପାଇଥିଲେ […]
ମେଷ: ପ୍ରିୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରୋପକାରୀ ହେବେ। ମନରେ ସେବା ଭାବନା ଜାଗ୍ରତ ହେବ। ସୌଜନ୍ୟତା ପ୍ରକାଶ କରିବେ। ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ମିଥୁନ: ଚାକରି କ୍ଷେତ୍ରରେ ପଦୋନ୍ନତି […]
ୱାଶିଂଟନ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଥିବା ଗୋଟିଏ ଫେଡରାଲ ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। କମିଶନ ଭାରତ ସରକାର ଆଣିଥିବା ନାଗରିକତା ସଂଶୋଧନ ବିଲ୍(ସିଏବି)କୁ ଜୋରଦାର ବିରୋଧ କରିଛି ଏବଂ ଏହା ଏକ ଭୟଙ୍କର ଦିଗ ଆଡ଼େ ଗତି କରିବ ବୋଲି କହିଛି। ଯଦି ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାସ ହୋଇଯିବ, ତା’ହେଲେ ଆମେରିକା ସରକାର ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ […]