ହତାସିଆ ଟ୍ୟୁସନ୍ ମାଷ୍ଟର! ଛାତ୍ରୀଙ୍କ ଘରେ ପଶି ଗଳା କାଟିଦେଲେ
ବାଲୁଗାଁ (ବ୍ୟୁରୋ): ପ୍ରେମ କରି ନିରାଶ ହେବା ପରେ କଲେଜ ଛାତ୍ରୀଙ୍କ ଘରେ ପଶି ବେକ କାଟିଦେଲେ ଏକ ତରଫା ପ୍ରେମିକ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ହତାସିଆ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି।ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷରେ ପାଠ ପଢ଼ନ୍ତି ମଙ୍ଗୁ(ଛଦ୍ମନାମ)। ତାଙ୍କୁ ଜଣେ ଟ୍ୟୁସନ୍ ମାଷ୍ଟର ଏକ ତରଫା ପ୍ରେମ କରୁଥିଲେ। […]