ସୂଚନା ଅଧିକାର ଆଇନ୍କୁ ‘ବ୍ଲାକ୍ମେଲିଂ’ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବାରୁ ଉଦବେଗ ପ୍ରକାଶ କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ସଂପ୍ରତି ସୂଚନା ଅଧିକାର ଆଇନ୍ (ଆର୍ଟିଆଇ) ବଳରେ ପ୍ରାପ୍ତ ହେଉଥିବା ତଥ୍ୟ ଓ ଦଲିଲ୍କୁ ଅସ୍ତ୍ର କରି କିଛି ବ୍ୟକ୍ତି ଏହାକୁ ‘ବ୍ଲାକ୍ମେଲିଂ’ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଘଟଣାରେ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େ। ସୂଚନା ଅଧିକାର ଆଇନ୍ରେ ଏହାକୁ ଏକ ‘ଠିକଣା’ ଭାବେ ବ୍ୟବହାର କରିବା ପାଇଁ କୌଣସି ପ୍ରାବଧାନ ନଥିବା ବେଳେ ଏବେ କିଛି ବ୍ୟକ୍ତି ନିଜକୁ ‘ସୂଚନା ଅଧିକାର କର୍ମୀ’ […]