କନ୍ଦରପୁର ଗ୍ରାମରେ ଅଗ୍ନିକାଣ୍ଡ ।

ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମରେ କୃଷ୍ଣ ଚନ୍ଦ୍ର ରାଉତଙ୍କ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଜଳିଯାଇଛି ଖବର ପାଈ ବଜ୍ରକୋଟ ସାହିର ଯୁବକ ମାନେ ଏକତ୍ରିତ ହୋଇ କୃଷ୍ଣ ଚନ୍ଦ୍ରଙ୍କ ଚାଳଛପର ଘରେ ଲାଗିଥିବା ନିଆଁ ଲିଭାଇ ବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀ ମଧ୍ଯ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ଆସିବା ବେଳକୁ ଗ୍ରାମ ଯୁବକ ସବୁ କାମ ସାରି ଦେଇଥିଲେ । ଗ୍ରାମବାସୀଙ୍କ ଏଭଳି କାର୍ଯ୍ଯକୁ […]

ଜାଡ଼ରେ କମ୍ପୁଛି ଘୁ.ଉଦୟଗିରି: ୮.୪ ଡିଗ୍ରିକୁ ଖସିଲା ପାରା, ସକାଳ ୯ଟା ଯାଏଁ ଛାଡୁନି କୁହୁଡ଼ି

ଘୁ.ଉଦୟଗିରି: ଜାଡ଼ରେ କମ୍ପୁଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଂଚଳ। ଗତକାଲି ଠାରୁ ପାରଦ କମିବାରେ ଲାଗିଛି। ଗୁରୁବାର ପାରଦ ୯.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ଏହା ହ୍ରାସ ପାଇ ୮.୪ ଡିଗ୍ରିକୁ ଖସିଛି। ଅପରାହ୍ନ ୪ଟା ପରେ ଶୀତ ଆରମ୍ଭ ହୋଇଯାଉଛି। ରାତିସାରା କୁହୁଡ଼ି ରହୁଥିବା ବେଳେ ଏହା ସକାଳ ୯ଟା ପର୍ଯ୍ୟନ୍ତ ଛାଡୁନାହିଁ। ଶୀତ ଯୋଗୁଁ ବୁଢ଼ା-ବୁଢ଼ୀଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି। ଗ୍ରାମାଞ୍ଚଳର ବୁଢ଼ା-ବୁଢ଼ୀମାନଙ୍କୁ ସନ୍ଧ୍ୟା ପରେ ନିଆଁ ପାଖରେ ଦେଖିବାକୁ […]

ଆଠଗଡ ବ୍ଲକ ଜେନାପଦା ବାଇକ ଦୃଘଟଣା .

ଆଠଗଡ (୨୦/୧୨/୧୯) (ବ୍ୟୁରୋ) : ଆଠଗଡବ୍ଲକ ଜେନାପଦା ଠାରେ ଗତକାଲି ରାତିରେ ଏକ ବାଇକଦୃଘଟଣାଘଟିଛି ସେମାନଙ୍କୁ ଆଠଗଡମେଡିକାଲକୁଅଣାଯାଇ ବେଳେ ପ୍ରାଥମିକ ଚିକିତ୍ସ ପରେ ଦୁଇ ଜଣକ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ପଠା ଇ ଦିଆଯାଇ ଛି ଏଥିରେ ଗୁରୁତର ଦୁଇଜଣହେଲେ ବଡମ୍ବା ବ୍ଲକ କସିକିଆରୀ ପ୍ରଫୁଲ୍ଲ ବିଶ୍ୱାଳ ହାଇସ୍କୁଲ କ୍ଲର୍କ ପଦ୍ମନାଭ ପ୍ରଧାନ ଥିବାବେଳେ ଆଉ ଜଣେ ବିଜ୍ଞାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଗୁରୁତର ହୋଇଥିବା ଜଣାପଡିଛି,ସୁଜ୍ଞାନ କୁମାର ସେଠ ଆହତ ହୋଇଛନ୍ତି,ସେମାନେ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଡିସେମ୍ବର ୨୦ ତାରିଖ ୨୦୧୯ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -କୃଷ୍ଣପକ୍ଷ ତିଥି – ନବମୀ ରାତ୍ରି ଘ୦୭/୩୯ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ହସ୍ତା ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର- କନ୍ୟା ଯୋଗ-ସୌଭାଗ୍ୟ କରଣ-ତୈତିଳ ସୂର୍ଯ୍ୟ -ଧନୁ ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୪୩ ଯୋଗିନୀ ପୂର୍ବେ ରାତ୍ରି ଘ୦୭/୩୯ ଗତେ ଉତ୍ତରେ ବୃଷ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର […]

ଆଠଗଡରେ ବୋମା ମାଡ ଜଣେ ଗୁରୁତର ଆହତ.

ଆଠଗଡ ଥାନା ଅନ୍ତର୍ଗତ କନ୍ତୋଲ ଗ୍ରାମରେ ଆଜି ରାତ୍ର ୧୧.୩୦ ସମୟରେ ବୋମାମାଡ ହୋଇଛି ଏଥିରେ ଜଣେ ଗୁରୁତର ଆହାତ ହୋଇ ପ୍ରଥମେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ପଠା ଯାଇଛି ।ଆହାତ ଜଣକ ହେଲେ କନ୍ତୋଲ ଗ୍ରାମର ପ୍ରକାଶ ନାୟକ ଓ ବୋମାମାଡ କରିଥିବା ଯୁବକ ହେଲେ ସଞ୍ଜୟ ନାୟକ ବୋଲି ଜଣାପଡିଛି। ଖବର ପାଇଁ ଆଠଗଡ ପୋଲିସ ଏକ […]

୨୦ ହଜାର ଟଙ୍କା ଲୁଟିବାକୁ ଉଦ୍ୟମ କରି ବିଫଳ ହେଲେ ତିନି ଲୁଟେରା, ନିସ୍ତୁକ ଛେଚା ଖାଇଲେ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରର ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ଆଜି ଦିନ ଦିପ୍ରହରରେ ଜଣେ ଚାଷୀଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ଜଣେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିବା ଜଣାଯାଇଛି। ତେବେ ଘଟଣାସ୍ଥଳରୁ ଆଉ ୨ ଜଣ ଲୁଟେରା ଫେରାର ହୋଇଯାଇଛନ୍ତି।ସୂଚନା ଅନୁସାରେ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମର ଜଣେ ଚାଷୀ ଶରତ ଚନ୍ଦ୍ର ଦିଗାଲଙ୍କ ଠାରୁ ତିନି ଜଣ ଲୁଟେରା ଟଙ୍କା ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶରତ […]

ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ: ଲକ୍ଷ୍ନୌରେ ପୁଲିସ୍‌ ଗୁଳିରେ ୧ ମୃତ; ୨ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରର ଲକ୍ଷ୍ନୌରେ ନାଗରିକତା (ସଂଶୋଧନ) ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ସନ୍ଧ୍ୟାରେ ହିଂସାତ୍ମକ ରୂପ ନେଇଛି। ଲକ୍ଷ୍ନୌରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌କୁ ଆଜି ସନ୍ଧ୍ୟାରେ ସେଠାରେ ଗୁଳି ଚାଳନା କରିବାକୁ ପଡ଼ିଛି। ଲକ୍ଷ୍ନୌରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦେଖିବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ପ୍ରଥମେ ଲାଠିଚାଳନା ଓ ପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। କିନ୍ତୁ, ଏଥିରେ […]

*👉#କେନ୍ଦୁଝର_ଚମ୍ପୁଆରେ_ନାବାଳିକାକୁ ଦୁଷ୍କର୍ମ ମାମଲା : ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ଏଡିଜେ କୋର୍ଟ । ଅଭିଯୁକ୍ତ ସୁନୀଲ ନାୟକକୁ ଫାଶୀ ଦଣ୍ଡାଦେଶ । ୨୦୧୭ ରେ ୩ବର୍ଷର ନାବାଳିକାକୁ ହୋଇଥିଲା ଦୁଷ୍କର୍ମ*