ବନ୍ଦ ହବ ନରସିଂହପୁର ଜେଲ ।

ରାଜ୍ୟ ସରକାର କଟକ ଜିଲ୍ଲାର ନରସିଂପୁର ଜେଲ କୁ ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି, ଏହା ମଧ୍ୟରେ ଉଦୟାଲାବଣ୍ୟ କୁ ଏକ ଫଟୋମିଳିଛି ଦେଖନ୍ତୁ ଏହି ଫଟୋ କୁ,ଜେଲରେ ଦୁଟି ରେ ଥିବା ଜେଲ କର୍ମଚାରୀ ମାନେ କେମିତି କରୁଛନ୍ତି ଡିଉଟି ସ୍ପଷ୍ଟ ବାରି ହୋଇପଡ଼ିଛି, କର୍ମଚାରୀ ମାନେ ଆରାମ ରେ କଏଦି ମାନଙ୍କ ସହିତ ଶୋଇଛନ୍ତି ଓ ପାଖରେ ମୋବାଇଲ ପଡି ରହିଛି,ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ନରସିଂପୁର ଜେଲରେ, ଜେଲ […]

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଜାନୁଆରୀ ୦୩ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଅଷ୍ଟମୀ ରାତ୍ରି ଘ୧୧/୩୦ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୭/୫୮ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନ ଯୋଗ-ପରିଘ କରଣ-ବିଷ୍ଟି ସୂର୍ଯ୍ୟ -ଧନୁ ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୩ ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୩୧ ଗତେ ପୂର୍ବେ ଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର […]

*ଖବର ଆଜିର* ତାରିଖ ୦୩/୦୧/୨୦୨୦, ଶୁକ୍ରବାର ୧-ପୁଣି ଓଡ଼ିଶାକୁ ମିଳିଲା ‘କୃଷି କର୍ମଣ’ ପୁରସ୍କାର।ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର। ୨-ରାଜଧାନୀରେ ନାରୀ ନିର୍ଯାତନା ରୋକିବେ ୩୦୦ ସାଧାରଣ ମହିଳା SPO, କମିଶନରେଟ୍‌ ପୋଲିସ ପକ୍ଷରୁ ହେଲା ଟିମ୍‌ ଗଠନ। ୩-ପାରାଦୀପ:ପମ୍ପ ଦେବା ସମୟରେ ଫାଟିଲା ଟାୟାର, ଚାଲିଗଲା ଜଣଙ୍କ ଜୀବନ। ୪-ଭାରତୀୟ ଭଲିବଲ୍ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୫-‘ରୋଷେଇ ଶିଖି ନ ଥିବା ପୁଅକୁ ବାହା ହୁଅନି’, ‘ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ’:ପୋଲିସ କମିଶନର। ୬-ଆଧାର କାର୍ଡ ନାହିଁ ତ ଭତ୍ତା ନାହିଁ:ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୀୟ ସଚିବଙ୍କ ତାଗିଦ୍, ମାର୍ଚ୍ଚ ୧୫ ସୁଦ୍ଧା ପ୍ରକ୍ରିୟା ଶେଷ ନକଲେ ଏପ୍ରିଲରୁ ମିଳିବନି ଭତ୍ତା। ୭-ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ୟାରିସ ବେକରି ଆଉଟଲେଟ ଓ ରେଡ ଏଫ୍ଏମ ଅଫିସରେ ବସ୍ତ୍ର ଦାନ କରିପାରିବେ। ୮-ରେଳବାଇର ନୂଆ ଏକକ ହେଲ୍‌ପ ଲାଇନ୍ ନମ୍ବର: ୧୩୯ରେ ସବୁ ସୁବିଧା, ହେଲ୍‌ପ, ଇନକ୍ବାରୀ ଏବଂ ଗ୍ରୀଭାନ୍‌ସ। ୯-ସଚିବ ସ୍ତରରେ ଅବଦଳବଦଳ, ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ , ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ। ୧୦-ନୂଆ ବର୍ଷରେ TV ଦେଖିବା ହେବ ଶସ୍ତା, ୧୩୦ ଟଙ୍କାରେ ଏବେ ମିଳିବ ୨୦୦ ଚାନେଲ:TRAI ୧୧-ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର। ୧୨-ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା। ୧୩-ନୂଆବର୍ଷରେ କୃଷକଙ୍କୁ ମୋଦୀଙ୍କ ଉପହାର, ଆସିଲା ପିଏମ୍ କିଷାନ ନିଧିର ୩ୟ କିସ୍ତି। *

*☀ଆଜିର ଅନୁଚିନ୍ତା☀* * *👉 ଶୁକ୍ରବାର👈* *✍🏻ମନ୍ଦିର ବାହାରେ ଲେଖା ଥାଏ ଏକ ନିରାଟ ସତ୍ୟ, ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥିବା ଭିକାରୀ ସବୁଠାରୁ ଭାଗ୍ୟବାନ୍ ବ୍ୟକ୍ତି ହୁଅନ୍ତେ । ତେଣୁ ଉପବାସ ଅନ୍ନରେ ନୁହେଁ ବିଚାରରେ କର । ପ୍ରଥମେ ମଣିଷ ନିଜେ ଠିକ୍ ହେବା ଦରକାର*.. *🙏🎍ଜୟଶ୍ରୀରାମ🎍🙏* 🙏🏻☸⚫❗⚫☸🙏🏻

💝✒ *ଆଜିର ଅନୁଚିନ୍ତା* ✒💝 🌷🌻🌷🌻 👉 📖✒ *ଯେମିତି ଫୁଲଟିଏ ସୂର୍ଯ୍ୟର ପହିଲି କିରଣରେ ତାର କୁନି କୁନି ପାଖୁଡା ଖୋଲି ତାର ସୁନ୍ଦର ବାସ୍ନା ମହକେଇଥାଏ ସେହିପରି ପିଲାମାନଙ୍କର କୁନି କୁନି ପାଖୁଡା ଓ ବାସ୍ନା ମହକେଇବାପାଇଁ ବାପା, ମା ଙ୍କର ଅମୂଲ୍ୟ ସଂସ୍କାର ନିତ୍ୟାନ୍ତ ଆବଶ୍ୟକ . ଆଜିର ଦିନ ଭଲରେ କଟୁ ପ୍ରଭୁ ରାମଙ୍କ ଠାରେ ପ୍ରାର୍ଥନା ଜୟ ଜଗନ୍ନାଥ . 📖✍🏻** *🙏🏻🙏🙏🏻 ଜୟ ଜଗନ୍ନାଥ 🙏🏻🙏🙏🏻*।📖✍🏻

*💝ଆଜିର ଅନୁଚିନ୍ତା💝* * 👉 *ଶୁକ୍ରବାର*👈 *ସମୟ ଓ ସମ୍ପର୍କ ଏ ଦୁଈଟି ଯାକ ବହୁତ ମୂଲ୍ୟବାନ. ଯଦି ଏହି ଦୁଇଟିକୁ ଆମେ ସମ୍ଭାଳି ପାରିବା ତାହା ଜୀବନର ପ୍ରତ୍ୟେକ କ୍ଷଣର ଦୁଃଖ ହାରକର କାରଣ ବନି ପାରିବା. ଆଜିର ଦିନ ଭଲରେ କଟୁ ପ୍ରଭୁ ରାମଙ୍କ ଠାରେ ପ୍ରାର୍ଥନା*.. *🙏🏻 ଜୟ ଜଗନ୍ନାଥ 🙏🏻*

କାର୍ଯ୍ୟରେ ସଫଳତା ଓ ବିଭିନ୍ନ ସମସ୍ୟା ଦୂର ପାଇଁ ବାର ଅନୁଯାୟୀ ଆପଣାନ୍ତୁ ଏହି ଉପାୟ

ବହୁବାର ଏପରି ଦେଖାଯାଏ ଯେ, ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରି ନଥାଏ। ଯେଉଁକାରଣରୁ ମାନସିକ ଦୁଶ୍ଚିତା ବଢିଥାଏ। ଏହି ସବୁ କାରଣରୁ ଆମ ମନ ମଧ୍ୟ ଅଶାନ୍ତ ରହିଥାଏ। ଫଳରେ ନିଜ କାର୍ଯ୍ୟରେ ମଧ୍ୟ ମନ ଲାଗି ନଥାଏ। ଯଦି ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଥାଆନ୍ତି ତେବେ, କିଛି ବିଶେଷ ଉପାୟ ଆପଣେଇ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ସଫଳତା ମିଳିଥାଏ। ଜାଣନ୍ତୁ …. ସୋମବାର – ଏହି ଦିନ […]

ସ୍କୁଟିରୁ ବାହାରିଲା ନାଗସାପ, ଗ୍ରାହକ-ସୋ’ରୁମ ମାଲିକ ଭୟଭୀତ

ନିଆଳି: ସ୍କୁଟି ଭିତରୁ ନାଗସାପ ବାହାରିଛି। ସୋ’ରୁମ୍‌ରେ ଅଚାନକ ନାଗସାପକୁ ଦେଖି ଉଭୟ ମାଲିକ ଓ ଗ୍ରାହକମାନେ ଭୟଭୀତ ହୋଇପଡ଼ିଛନ୍ତି। କଟକ ଜିଲ୍ଲାର ନିଆଳି ବଜାରରେ ଥିବା ଏକ ସୋ’ରୁମ୍‌ରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନିଆଳି ମୁଖ୍ୟ ବଜାରରେ ଅଛି ୟାମାହା ସୋ’ରୁମ। ଆଜି ଦିନ ୧୦ଟା ୪୫ରେ ସ୍କୁଟି କିଣିବାକୁ କିଛି ଗ୍ରାହକ ସୋ’ରୁମ୍‌ରେ ପହଞ୍ଚିଥିଲେ। ସୋ’ରୁମ୍‌ରେ ମୋଟ ୧୫ଟି ଦୁଇ ଚକିଆ ବାହନ ଥିବା ବେଳେ ସେଥିରେ […]

ପାରିବାରିକ କଳହର କରୁଣ ପରିଣତି, କକାପୁଅ ଭାଇକୁ ହାଣିଲା ଭାଇ, ୩ ଅଟକ

ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି। ରାଗରେ ଉତ୍ତେଜିତ ହୋଇ କକାପୁଅ ଭାଇକୁ ଭାଇ ହତ୍ୟା କରିଛି। ହରଭଙ୍ଗା ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର କୁଳସାହିରେ ୨୦୨୦ ବର୍ଷର ପ୍ରଥମ ଦିନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ କବିରାଜ ପ୍ରଧାନ। ଏହି ଘଟଣାରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଜଗବନ୍ଧୁ […]

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଗଲା ସ୍ବାମୀଙ୍କ ଜୀବନ; ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦମ୍ପତ୍ତି ମୃତ

୦୨।୦୧: କୋରାପୁଟ ଜିଲ୍ଲା ସୁନାବେଡ଼ା ପୋଲିସ କ୍ୟାମ୍ପରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ସ୍ବାମୀଙ୍କ ନାମ ସୁଧାକର ବିଶ୍ବାଳ ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସକାଳ ସମୟରେ ଗାଧୋଇବା ପାଇଁ ପାଣି ଗରମ କରିବାକୁ ଯାଇଥିଲେ ସୁଧାକରଙ୍କ ପତ୍ନୀ । କିନ୍ତୁ ସ୍ତ୍ରୀ ପାଣି ଗରମ କରୁଥିବା ସମୟରେ ହଠାତ୍ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା ସ୍ତ୍ରୀଙ୍କ ପାଟି ଶୁଣି ସ୍ବାମୀ ସୁଧାକର […]