*👉ଇସ୍ରୋ ପକ୍ଷରୁ ଟେଲି କମୁନିକେସନ ସାଟେଲାଇଟ୍‌ GSAT-30ର ସଫଳ ଉତ୍‌କ୍ଷେପଣ, ଫ୍ରେଞ୍ଚ ଗୁଏନା କୋରାଉ ଲଞ୍ଚ ବେସ୍‌ରୁ ହେଲା ଉତ୍‌କ୍ଷେପଣ, ଦେଶର ଯୋଗାଯୋଗ ସେବା ଉନ୍ନତ ହେବା ସହ ବଢ଼ିବ ଇଣ୍ଟରନେଟ ସ୍ପିଡ୍‌, ଇନ୍‌ସାଟ୍‌ ସାଟେଲାଇଟ୍‌ ସ୍ଥାନରେ କାମ କରିବ*

*👉ଆଜି ଭୁବନେଶ୍ବରରେ ବରିଷ୍ଠ ଅଧିକାରୀ ସମ୍ମିଳନୀ, ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ସମ୍ମିଳନୀ, ବରିଷ୍ଠ IAS, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ, ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ହେବ ଆଲୋଚନା*

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୭ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ସପ୍ତମୀ ଦିବା ଘ୦୮/୦୫ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଚିତ୍ରା ରାତ୍ର ଘ୦୨/୨୮ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ଚନ୍ଦ୍ର- କନ୍ୟା ଦିବା ଘ୦୩/୦୫ପର୍ଯ୍ୟନ୍ତ ତଦନ୍ତେ ତୁଳା ଯୋଗ-ସୁକର୍ମା କରଣ-ବବ ସୂର୍ଯ୍ୟ -ମକର ୦୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୭ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୪୩ ଯୋଗିନୀ ବାୟବ୍ୟେ ଦିବା ଘ୦୮/୦୫ଗତେ ଐଶାନ୍ୟେ ବୁଷ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ […]

ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା : ଅଡୁଆରେ ପୁରୀ ସିଡିଏମଓ

ମାନବିକ ଅଧିକାର କମିଶନରେ ମାମଲା ଭୁବନେଶ୍ବର :  କିଛି ନୂଆ ଓ ଭିନ୍ନ କରିବା ନାଁରେ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଅଦରକାରୀ ପିଲାଙ୍କୁ ଫୋପାଡିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଝୁଲାର ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ଗତ ନଭେମ୍ବର ମାସ ୨୨ ତାରିଖରେ ଜିଲା ଶିଶୁ କଲ୍ୟାଣ ସମିତି (ସିଡବଲ୍ୟୁସି)ର ସଦସ୍ୟ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରୀମାନଙ୍କୁ ଡାକି ଏହାର ଉଦଘାଟନ ମଧ୍ୟ କରିଥିଲେ । ଏମିତି […]

ଦୁଇ ଜଣ ପାଇଁ ରେଳ

ଭାରତ ବର୍ଷରେ ଏମିତି ରେଳ ଷ୍ଟେସନ ଅଛି ଯେଉଁଠି ଦିନକୁ ମାତ୍ର ଦୁଇଜଣ ପାସେଞ୍ଜର ଏହି ଷ୍ଟେସନ ରୁ ଟ୍ରେନ ରେ ଉଠନ୍ତି, ସେହି ଷ୍ଟେସନ ରହିଛି ଓଡ଼ିଶାର ବଲାଙ୍ଗୀର ଜିଲା ବିଛୁପାଲି ରେ,ଗତବର୍ଷ ଏହି ବିଛୁପାଲି ରେଳ ଷ୍ଟେସନ କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ, ରେଳ ଷ୍ଟେସନ କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ମଧ୍ୟ କାହିଁକି ପାସେଞ୍ଜର ଏହି ରେଳ ଷ୍ଟେସନ ରୁ ଯାଉନାହାନ୍ତି ତାର ଅନୁଧ୍ୟାନ କରିବା ଆବଶ୍ୟକ ରେଳବିଭାଗର,କୋଟିକୋଟି […]