ଆରତୀ ପ୍ଲାଣ୍ଟ ରେ ଦୁର୍ଘଟଣା । ୭୦ ଭାଗ ପୋଡି ହୋଇଗଲେ ଯୁବ ଶ୍ରମିକ ।

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକ ର ଘଣ୍ଟିଖାଲ ଠାରେ ସ୍ଥାପିତ ଆରତୀ ଷ୍ଟିଲ କାରଖାନାରେ ଏକ ଅଘଟଣ ଘଟି ଜଳିଗଲେ ଶ୍ରମିକ।ଘଟଣା ରୁ ପ୍ରକାଶ ଯେ ମହାକାଳବସ୍ତ ପଂଚାୟତ ର ମଞ୍ଜାରିପଦା ଗ୍ରାମର ସମୀର ବେଉରା ନାମକ ଶ୍ରମିକ ଆରତୀ ଷ୍ଟିଲ ପ୍ଲାଣ୍ଟରେ ସି ଫରନେସ ରେ ହାଉସ କିପର ଭାବେ କାର୍ଯ୍ୟ କରୁଥିଲେ,ଆଜି ସକାଳ ଆଠଟା ସମୟରେ ଫରନେସ ଭାଟି ନିକଟରେ ଥିବା ରୁମରେ କାର୍ଯ୍ୟ କରୁଥିବା ସମୟରେ ଫରନେସ ଭାଟିରୁ ନିଆଁ ପଡି […]

ଘର ଭିତରୁ ଶୁଣ୍ଢରେ ଭିଡ଼ି ନେଇ ଦଳିଦେଲା । ଚାଲିଗଲା ଦୁଇ ଜୀବନ

ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ବ୍ୟକ୍ତି ମୃତୁବରଣ କରିଛନ୍ତି,ଜଣେ ଗୁରୁତର ହୋଇଥିବା ଜଣାପଡିଛି,ମୃତ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହଜ ଗ୍ରାମର ବଂଶୀଧର ଛୁଆଳସିଂହ ହୋଇଥିବା ବେଳେ ଅନ୍ୟ ଜଣେ କଲରାଝର ଗ୍ରାମର ସନେଇ ପ୍ରଧାନ।ଓ ଅନ୍ୟଜଣେ ବ୍ରଜବନ୍ଧୁ ସାହୁ ନାମକ ବ୍ୟକ୍ତି ଆହତ ହୋଇଛନ୍ତି।ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି,ପ୍ରତେକ ଦିନ ଚନ୍ଦକା ହାତୀପଲ ଏହି ଅଂଚଳରେ ପ୍ରବେଶ କରି ଗାଁ ଗହଳିରେ ବ୍ୟାପକ ଫସଲ […]

କାଲିଠୁ ଶିରିଡ଼ି ସାଇ ମନ୍ଦିର ବନ୍ଦ

ମୁମ୍ବଇ: ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହା ପ୍ରତିବାଦରେ ଆସନ୍ତା ରବିବାରଠାରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ବୋଲି ସମସ୍ତଙ୍କର ବିଶ୍ଵାସ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ କହିଥିଲେ ଯେ, ପର୍ଭଣୀର ପଥରୀ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ। ଏପରି […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୮ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ନବମୀ ରାତ୍ରି ଘ୦୪/୪୫ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ସ୍ବାତୀ ରାତ୍ର ଘ୦୧/୩୨ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର- ତୁଳା ଯୋଗ-ଧୃତି କରଣ-ତୈତିଳ ସୂର୍ଯ୍ୟ -ମକର ୦୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୭ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୨୩ ଯୋଗିନୀ ପୂର୍ବେ ରାତ୍ରି ଘ୦୪/୪୫ଗତେ ଉତ୍ତରେ ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ନବମୀ ଏକୋଦିଷ୍ଟ ଓ […]

ରହସ୍ୟମୟ ଭାଇରସ ବ୍ୟାପିବାରେ ଲାଗିଛି,ଭାରତୀୟମାନଙ୍କୁ ସତର୍କ କରାଇ ଦେଇଛନ୍ତି ଭାରତ ସରକାର

ନୂଆଦିଲ୍ଲୀ : ଚୀନରେ ଏକ ରହସ୍ୟମୟ ଭାଇରସ ବ୍ୟାପିବାରେ ଲାଗିଛି । ଏହାର ନାଁ ରଖାଯାଇଛି ନୋଭେଲ କୋରୋନା ଭାଇରସ । ୧୧ ଜାନୁଆରି ସୁଦ୍ଧା ପ୍ରାୟ ୪୧ ଜଣ ବ୍ୟକ୍ତିଙ୍କଶରୀରରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚୀନକୁ ଯାଉଥିବା ଭାରତୀୟମାନଙ୍କୁ ସତର୍କ କରାଇଦେଇଛନ୍ତି ଭାରତ ସରକାର । ତେବେ ଚୀନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ […]

ନକ୍ସଲ ହିଂସା କିମ୍ବା ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଧାରକୁ କରାଗଲା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ନକ୍ସଲ ହିଂସା କିମ୍ବା ଆତଙ୍କବାଦୀଙ୍କ ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତମାନଙ୍କୁ ଯେ କୌଣସି ପ୍ରକାରର ସରକାରୀ ଆର୍ଥିକ ସହାୟତା ବା ଆର୍ଥିକ ଅନୁକମ୍ପା ବା ଆର୍ଥିକ କ୍ଷତିପୂରଣ ପାଇବାକୁ ହେଲେ ସେମାନଙ୍କ ନିକଟରେ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ। ଏହି ନିୟମକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ଠାରୁ ବାଧ୍ୟତାମୂଳକ କରିଦେବା ସହ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଲାଗୁ କରି ଦେଇଛନ୍ତି। କେବଳ, ମାତ୍ର ଆସାମ ଓ […]

ସମୁଦ୍ରରେ ଫସିଥିବା ଯାତ୍ରୀବାହୀ ଲଞ୍ଚ ସହ ଉଦ୍ଧାର ହେଲେ ୫୦ ଯାତ୍ରୀ

ଧାମରା: କେନ୍ଦ୍ରାପଡା ଜିଲା ତାଳଚୁଆଠାରୁ ଧାମରାକୁ ଆସୁଥିବା ଏକ ସରକାରୀ ଲଞ୍ଚ କୁହୁଡ଼ି ଯୋଗୁ ବାଟବଣା ହୋଇ ସମୁଦ୍ରରେ ଫସିଯାଇଥିଲା। ଏହାପରେ ଉକ୍ତ ଯାତ୍ରୀବାହୀ ଲଞ୍ଚ ସହ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀଙ୍କୁ ଧାମରା ମେରାଇନ ପୁଲିସ ଶୁକ୍ରବାର ଉଦ୍ଧାର କରିଛି।

ଗେମ୍ ଖେଳୁଥିବା ବେଳେ ମୋବାଇଲ୍ ବ୍ୟାଟେରି ଫାଟି ନାବାଳକ ଗୁରୁତର

କାଶୀପୁର : ଗେମ୍ ଖେଳୁଥିବା ବେଳେ ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନାମୁତାବକ ରାୟଗଡା ଜିଲା କାଶୀପୁର ବ୍ଲକର ଶଦାନନ୍ଦ ନାଏକଙ୍କ ୧୧ବର୍ଷର ପୁଅ ନିରଞ୍ଜନ ନାଏକ ନିଜ ଘରେ  ମୋବାଇଲରେ ଗେମ ଖେଳୁଥିବା ସମୟରେ ମୋବାଇଲର ବ୍ୟାଟେରି ଫାଟି ଯାଇଥିଲା। ଶବ୍ଦ ଶୁଣୀ ପରିବାର ଲୋକେ ଆସି ଦେଖିବା ସମୟରେ ପୁଅ ଗୁରୁତର ହୋଇଥିବା ଦେଖିଥିଲେ। ପରିବାର ଲୋକ ପୁଅକୁ ସଙ୍ଗେ ସଙ୍ଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। […]

ବଲାଙ୍ଗୀର ପୁଲିସର ମିଶନ କ୍ଲିନ୍ : ପାଞ୍ଚହଜାରରୁ ଉର୍ଦ୍ଧ କଫସିରଫ ବୋତଲ ଜବତ, ୫ ଗିରଫ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଧରାପଡିଲା ବିପୁଳ ପରିମାଣର କଫସିରଫ। ଗୋଟିଏ ପଟେ କଫସିରଫ ମାଫିଆ ସାନ ନେଗୀ ଓ ତାର ସହଯୋଗୀ ମାନେ ପୁଇଁନ୍ତଲା ପୁଲିସର ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ସଦର ପୁଲିସ ଶୁକ୍ରବାର ପୁଣି ପାଞ୍ଚ ହଜାରରୁ ଉର୍ଦ୍ଧ କଫସିରଫ ଜବତ କରିବା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଦୁଇଟି ଗାଡି ଓ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ବଲାଙ୍ଗୀରରେ ଚାଲିଥିବା ବେଆଇନ କଫସିରଫ ଚାଲାଣରେ […]