ଗଡଜାତ ପରିକ୍ରମା ତରଫରୁ ଗାନ୍ଧୀଙ୍କ ଦୃଷ୍ଟିରେ ଯୁବସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲ ଠାରେ ଆଠଗଡ ର୍ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଗାନ୍ଧୀଙ୍କ ଦୃଷ୍ଟି ରେ ଯୁବସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି, ଆଠଗଡ ରେ ପ୍ରଥମ ଥର ପାଇଁ ଏଭଳି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗଡଜାତ ପରିକ୍ରମ। ର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମସ୍ତଙ୍କୁ ଗାନ୍ଧୀଙ୍କ ସମ୍ପର୍କରେ କହିବାର […]

ନିଆରା ଢଙ୍ଗରେ ଉତ୍ସବ, ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ଅପୁର୍ବ ମିଳନ ।

ପବିତ୍ର ସାଧାରଣ ତନ୍ତ୍ର ଦିବସରେ ବରିଷ୍ଠ ବ୍ୟକ୍ତି ମାନେ ପାଳିଛନ୍ତି ନିଆରା ଢଙ୍ଗରେ ଉତ୍ସବ,ଆଉ ଏହି ଉତ୍ସବ କୁ ପାଳନ କରିବାରେ ସହାୟକ ହୋଇଛନ୍ତି ଆଠଗଡ ବ୍ଲକ ରାଧାଗୋବିନ୍ଦପୁର ଗ୍ରାମର ଯୁବକ ବିଜୟ ସାହୁ,ଗତ କିଛିବର୍ଷ ହେଲା ବିଜୟ ସାହୁ ନିଆରା ଢଙ୍ଗରେ ବରିଷ୍ଠ ବ୍ୟକ୍ତି ମାନଙ୍କୁ ଏକାଠି କରି ସେମାନଙ୍କର ସୁଖଧୁଖ କଥା ବୁଝୁଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିପାରୁଛନ୍ତି, ସାଧାରଣ ତନ୍ତ୍ର ଦିବସ ଅବସରରେ ଅଶୋକ […]

୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଠଗଡ ସଦର ମହକୁମାର ବିଶ୍ୱନାଥ ମିନି ଷ୍ଟାଡିଅମ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି,ଆଠଗଡ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରି ଜାତି ଉଦେଶ୍ୟରେ ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ,ଆଠଗଡ ସହରର ପ୍ରାୟ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ମିଳିତ ପରେଡ଼ରେ ଯୋଗଦେଇ ବେଶ ଚିତାକର୍ଷକ ପରେଡ଼ ଅନୁଷ୍ଠିତ ହୋଇଥିଲା, ସାଧାରଣତନ୍ତ୍ର ଦିବସ ଅବସରରେ ଶ୍ରେଷ୍ଠ କୃଷକ ଭାବେ ନରସିଂପୁର ଅଂଚଳର […]

କଠୋର ହେଲା +୨ ପରିଷଦ – ସିସିଟିଭି ନାହିଁ ତ ଖାତା ନେବୁନି

ଭୁବନେଶ୍ୱର (୨୬/୦୧/୨୦) ବ୍ୟୁରୋ : ସିସିଟିଭି ଲଗାଯାଇନଥିବା ପରୀକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ +୨ ପ୍ରାକ୍ଟିକାଲ ଖାତାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଉ ଗ୍ରହଣ କରିବ ନାହିଁ। +୨ବାର୍ଷିକ ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ, ସେଲ୍‍ଫ ଫାଇନାନ୍ସିଂ ସ୍କୁଲ୍‍କୁ ବାରମ୍ବାର ତାଗିଦ କରାଯାଉଥିଲେ ବି କେତେକ ସ୍କୁଲ୍‍ କର୍ତ୍ତୃପକ୍ଷ ସିସିଟିଭି ଲଗାଉ ନାହାନ୍ତି। ତେଣୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ଏ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୨୬ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ଦ୍ବିତୀୟା ରାତ୍ରି ଘ୦୫/୫୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଧନିଷ୍ଠା ଚନ୍ଦ୍ର- ମକର ସଂଘ୦୬/୦୫ପର୍ଯ୍ୟନ୍ତ ତଦନ୍ତେ କୁମ୍ଭ ଯୋଗ-ବ୍ୟତିପାତ କରଣ-ବାଳବ ସୂର୍ଯ୍ୟ -ମକର ୧୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୧୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୩୩ ଯୋଗିନୀ ଉତ୍ତରେ ରାତ୍ରି ଘ୦୫/୫୬ ଗତେ ଅଗ୍ନିକୋଣେ ସିଂହ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଦ୍ବିତୀୟାର ଏକୋଦିଷ୍ଠ […]

ଉତ୍କଳ ସାମ୍ବାଦିକ ସଙ୍ଘ ର ୭୫ତମ ପ୍ରତିଷ୍ଠା ଦିବସ ପାଳିତ ।

ଉତ୍କଳ ସାମ୍ବାଦିକ ସଙ୍ଘ ର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ ବିଜୁ ପଟ୍ଟନାୟକ ସାମ୍ବାଦିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାର ଶତାଧିକ ସାମ୍ବାଦିକ ଏହି ପ୍ରତିଷ୍ଠା ଦିବସ ରେ ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ରେ ଭୁବନେଶ୍ୱରର୍ ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ,ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ଶ୍ରମିକ ନେତା ତଥା କୋଠାବାଡ଼ି ନିର୍ମାଣ ଶ୍ରମିକ ସଂଘ ସଭାପତି ସୁବାସ ସିଂ,ସମାଜ […]

🌷💐ଆଜିର ରାଶିଫଳ🌷💐

*ଅଦ୍ୟ ଜାନୁଆରୀ ୨୫ ତାରିଖ ୨୦୨୦ମସିହା(ଶନିବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ପ୍ରତିପଦା ରାତ୍ରି ଘ୦୪/୧୫ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ନକ୍ଷତ୍ର-ଶ୍ରବଣା ରାତ୍ର ଘ୦୪/୫୭ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ଚନ୍ଦ୍ର- ମକର ଯୋଗ-ଅସୃକ କରଣ-କିଂସ୍ତୁଘ୍ନ ସୂର୍ଯ୍ୟ -ମକର ୧୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୫୩ ଯୋଗିନୀ ପୂର୍ବେ ରାତ୍ରି ଘ୦୪/୧୪ଗତେ ଉତ୍ତରେ ସିଂହ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ପ୍ରତିପଦାର […]

ଓଲଟିଲା ପିଆଜ ବୋଝେଇ ଟ୍ରକ, ଲୋକଙ୍କ ଠାରୁ ପୁଲିସ ଜବତ କଲା ଲୁଟ ପିଆଜ 

ସମ୍ବଲପୁର : କିଛି ଦିନ ତଳେ ପିଆଜର ଦର ବୃଦ୍ଧି ଚର୍ଚ୍ଚାରେ ରହିଥିବା ବେଳେ ସଭିଁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଲୋକେ ଯେଉଁଠାରେ ସାମାନ୍ୟ ଶସ୍ତାରେ କିମ୍ବା ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ପିଆଜ ନେବାକୁ ମାଡ଼ ହେଉଥିଲେ। ଏଭଳି ଏକ ଘଟଣା ସମ୍ବଲପୁର ଜିଲାରେ ଶୁକ୍ରବାର ଦେଖିବାକୁ ମିଳିଛି। ସମ୍ବଲପୁରର ବୁର୍ଲା ପିସି ବ୍ରିଜ ନିକଟରେ ଏକ ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ  ସ୍ଥାନୀୟଲୋକେ ପିଆଜ ବୋହି ନେବାକୁ ଉଦ୍ୟମ ଆରମ୍ଭ କରୁଥିଲେ। ମାତ୍ର […]

ଅଧାରାସ୍ତାରେ ଛାଡ଼ି ପଳାଇଲା ୧୦୮ ଆମ୍ୱୁଲାନ୍ସ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମରିଗଲା ମଣିଷ ପଣିଆ। ୨୦୦ ଟଙ୍କା ପାଇଁ ୨ ମାସର ଗୁରୁତର ଶିଶୁକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର। ଅଧାରାସ୍ତାରେ କାକୁତି ମିନତି ହୋଇଥିଲେ ମଧ୍ୟ ଶୁଣିନଥିଲା। ୨୦୦ ନେଇ ପୁଣି ଟଙ୍କା ମାଗିଲା, ନ ଦେବାରୁ ଅଧା ରାସ୍ତାରେ ଛାଡ଼ି ପଳାଇଥିବା ଶିଶୁର ବାପା ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ସୂଚନା ଅନୁସାରେ ବ୍ରହ୍ମପୁର ଏମକେସିଜି କର୍ତ୍ତୃପକ୍ଷ ଜଣେ ୨ ମାସର ଗୁରୁତର ଶିଶୁକୁ ୧୦୮ ଆମ୍ୱୁଲାନ୍ସରେ କଟକ […]