🌷💐ଆଜିର ରାଶିଫଳ🌹🌷

*ଅଦ୍ୟ ଫେବୃୟାରୀ ୦୭ ତାରିଖ ୨୦୨୦ମସିହା(ଶୁକ୍ରବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ତ୍ରୟୋଦଶୀ ରାତ୍ରି ଘ୦୬/୨୩ ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ନକ୍ଷତ୍ର-ପୁନର୍ବସୁ ରାତ୍ରି ଘ୧୨/୩୦ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର-ମିଥୁନ ରାତ୍ରି ଘ୦୭/୦୩ ପର୍ଯ୍ୟନ୍ତ ତଦନ୍ତେ କର୍କଟ ଯୋଗ-ପ୍ରୀତି କରଣ-କୌଳବ ସୂର୍ଯ୍ୟ -ମକର ୨୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୩୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୩୫ ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୬/୨୩ଗତେ ପଶ୍ଚିମେ କନ୍ୟା ରାଶିର ଘାତଚନ୍ଦ୍ର ବିଛା,ଧନୁ […]

🌷💐ଆଜିର ରାଶିଫଳ🌹🌷💐

🌷 ~~~~~ *ଅଦ୍ୟ ଫେବୃୟାରୀ ୦୬ ତାରିଖ ୨୦୨୦ମସିହା(ଗୁରୁବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ଦ୍ବାଦଶୀ ରାତ୍ରି ଘ୦୮/୩୦ ପର୍ଯ୍ୟନ୍ତ ତ୍ରୟୋଦଶୀ ନକ୍ଷତ୍ର-ଆର୍ଦ୍ରା ରାତ୍ରି ଘ୦୧/୫୫ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ଚନ୍ଦ୍ର-ମିଥୁନ ଯୋଗ-ବିଷ୍କୁମ୍ଭ କରଣ-ବବ ସୂର୍ଯ୍ୟ -ମକର ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୪/୦୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୦୫ ଯୋଗିନୀ ନୈଋତେ ରାତ୍ରି ଘ ୦୮/୩୦ ଗତେ ଦକ୍ଷିଣେ କନ୍ୟା ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ […]

ଚିଲିକାରେ ଡଙ୍ଗା ବୁଡ଼ି ଘଟଣାରେ ମାଲିକ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଖୋର୍ଦ୍ଧା: ଗତକାଲି କାଲିଜାଈରୁ ଫେରୁଥିବା ବେଳେ ଏକ ହସ୍ତଚାଳିତ ମାଛଧରା ଡଙ୍ଗା ଚିଲିକାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଘଟଣାକୁ ନେଇ ସୋମବାର ବାଲୁଗାଁ ପୁଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଡଙ୍ଗା ମାଲିକ, ଚାଳକ, ହେଲପର, ଜଣେ କର୍ମଚାରୀ ଅଛନ୍ତି । ଗିରଫ ୪ଜଣଙ୍କ ନାମ ଅଶୋକ କୁମାର ଜାଲି, ଶତ୍ରୁଘ୍ନ ଜାଲି, ବିଶେଖ ଜାଲି ଓ ନବଘନ ଜାଲି ବୋଲି ଜଣାପଡ଼ିଛି। ଚିଲିକା ତହସିଲଦାର ଓ ଚିଲିକା ମତ୍ସ୍ୟ […]

ପଶ୍ଚିମ ଓଡିଶା ବନ୍ଦ ପାଇଁ ରେଳ ଚଳାଚଳ ବ୍ୟାହତ, ଆନ୍ଦୋଳନକାରୀ ଓ ରେଳ ଯାତ୍ରୀ ମୁହାଁମୁହିଁ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବୀକୁ ନେଇ ଆହୁତ ପଶ୍ଚିମ ଓଡିଶା ବନ୍ଦ ପାଇଁ ବୁଧବାର ଦିନ ସମ୍ବଲପୁର ରେଳ ମଣ୍ଡଳରେ ରେଳ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଏହି କ୍ରମରେ ସମ୍ବଲପୁର (କ୍ଷେତରାଜପୁର) ଓ ସିଟି ରେଳ ଷ୍ଟେସନରେ ଯଥାକ୍ରମେ ସକାଳ ୬ଟା ଓ ୭ଟାରୁ ଆନ୍ଦୋଳନକାରୀ ମାନେ ପହଞ୍ଚି ରେଳ ଯାତାୟାତକୁ ରୋକି ଦେଇଥିଲେ। ପ୍ରାପ୍ତସୂଚନାନୁଯାୟୀ, ଟ୍ରେନ ନଂ ୧୮୩୦୩ – ୧୮୩୦୪ ସମ୍ବଲପୁର – ପୁରୀ – ସମ୍ବଲପୁର […]

ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ଦାବୀରେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ,ଛାତ୍ରଛାତ୍ରୀ

ବ୍ରାହ୍ମଣୀଗାଁ (୦୫/୦୨/୨୦୨୦) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ସରକାରୀ ହାଇସ୍କଲରେ ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ପ୍ରଦାନ ଦାବୀରେ ବୁଧବାର ଦିନ ଅଞ୍ଚଳବାସୀ ତାଲା ପାକାଇବା ସହ ଧାରଣାରେ ବସିଥିବା ବେଳେ ଏଥିରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିବା ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ ବସିରହି ଶିକ୍ଷାଦାନ କରି ନପାରି ଫେରିଥିବା ଜଣାପଡିଛି। ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉନ୍ନତ ମାନର ଗୁଣାତ୍ମକ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୫ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୭ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୩୩ ଯୋଗିନୀ ବାୟବ୍ୟେ ଦିବା ଘ୦୮/୦୩ଗତେ ଐଶାନ୍ୟେ ବୁଷ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର କାଳବେଳା ଓ ବାରବେଳା- ଦିବା ଘ୦୨/୩୭ଗତେ ଘ୦୫/୨୫ମଧ୍ୟେ* ଅମୃତବେଳା- ଦିବା ଘ୦୭/୫୨ ଗତେ ଘ୦୯/୦୧ମଧ୍ୟେ ଓ ଘ୦୧/୪୩ଗତେ ଘ୦୨/୩୬ମଧ୍ୟେ ମାହେନ୍ଦ୍ରବେଳା- ଦିବା ଘ୦୭/୫୦ମଧ୍ୟେ ଓ ରାତ୍ରି ଘ୦୭/୦୯ଗତେ ଘ୧୦/୩୧ମଧ୍ୟେ *ଅଦ୍ୟ ନିମ୍ବ ଦିବା ଘ୧୦/୦୧ […]

ପରିବା ତୋଳିବା ପାଇଁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା

ଢେଙ୍କାନାଳ : ପରିବା ତୋଳିବାକୁ ଯାଇ ମଙ୍ଗଳବାର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳ ଚାଉଳିଆ ଗାଁରେ ଘଟିଛି। ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ହେଲେ ବିନତୀ ଷେଣ୍ଢ (୪୨)। ମହିଳା ଜଣଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ଯୋଗ୍ୟ, ଆଜି ଭୋର […]

କରୋନା ଭାଇରସ’ ଆତଙ୍କ: ପାରାଦୀପ ବନ୍ଦରରେ ଆଲର୍ଟ

ଜଗତସିଂହପୁର: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’ ସଂକ୍ରମଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। କରୋନାଭାଇରସ ଚିହ୍ନଟ ଓ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଏହି କ୍ରମରେ ସୋମବାର ପାରାଦୀପ ବନ୍ଦରରେ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ […]

ମାଟ୍ରିକ ପରୀକ୍ଷା ସମୟରେ ସଜାଗ ରହିବ ସ୍ୱାସ୍ଥ୍ୟ ବିଭାଗ – କରୋନା ଲକ୍ଷଣ ଦେଖିବା ମାତ୍ରେ ଚିକିତ୍ସା

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ସନ୍ଦେହ କରାଯାଉଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଛି। ସେହି ୭ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଜଣଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଦିନେ ଦୁଇ ଦିନ ମଧ୍ୟରେ ଆସିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତକାଲି ଏହି ଭୁତାଣୁ ସଂକ୍ରମଣ ହୋଇଥିବା ସନ୍ଦେହରେ ଦୁଇ ଜଣଙ୍କୁ କଟକ […]

ଓଡ଼ିଆଜାତିର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ।

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ଦିବସ କଟକ ଜିଲା ଆଠଗଡ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ମାଧପୁର ଠାରେ ଅନୁଷ୍ଠିତ ହୋଇଯାଇଛି,ଉଚବିଦ୍ୟାଳୟର୍ ଶିକ୍ଷୟତ୍ରୀ ସୌଦାମିନୀ ଭକ୍ତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆଜାତିର କର୍ଣ୍ଣଧାର ଥିଲେବୋଲି ମତବ୍ୟକ୍ତ କରିଥିଲେ, ଉତ୍କଳ ସମିଳନୀ ର୍ ଆବାହକ ଭାବରେ ସେ ଯେପରି ପ୍ରଶଂସନୀୟ ଓଡ଼ିଆ ଭାଷାର ପ୍ରତିଷ୍ଠା ପାଇଁ ତାଙ୍କର ଅଦମ୍ୟ […]