*👉ମାର୍ଶାଘାଇ : ଦବିଲା ପାରାଦୀପ-ହରିଦାସପୁର ରେଲୱେ ଲାଇନ୍ । ମାର୍ଶାଘାଇ ଗୋସେଇଁବନ୍ଧ ଗାଁ ନିିକଟରେ ଦବିଲା ରେଲୱେ ଲାଇନ୍ । ମାଟି ଦବିବା ସହିତ ସୃଷ୍ଟି ହୋଇଛି ବଡବଡ ଫାଟ । ୨ଟି ଘରର କାନ୍ଥ ଫାଟିଯିବାରୁ ଆତଙ୍କିତ ପରିବାର ଲୋକ*

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଫେବୃୟାରୀ ୧୩ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି – ପଞ୍ଚମୀ ରାତ୍ରି ଘ୦୯/୨୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠି ନକ୍ଷତ୍ର-ହସ୍ତା ଦିବା ଘ୧୦/୨୪ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର-କନ୍ୟା ରାତ୍ରି ଘ୦୯/୨୫ ପର୍ଯ୍ୟନ୍ତ ତଦନ୍ତେ ତୁଳା ଯୋଗ-ଶୂଳ କରଣ-କୌଳବ ସୂର୍ଯ୍ୟ -କୁମ୍ଭ ୦୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୪୯ ଯୋଗିନୀ ଦକ୍ଷିଣେ ରାତ୍ର ଘ ୦୯/୨୨ଗତେ ପଶ୍ଚିମେ ବୃଷ ରାଶିର […]

ଜଳବାୟୁ ପରିବର୍ତ୍ତନ, ଆଗକୁ କଦଳୀ ହେବ ଆଳୁର ବିକଳ୍ପ

ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନର ଭୟାବହତା ମଣିଷର ଖାଦ୍ୟକୁ ମଧୢ ଗଭୀର ଭାବେ ପ୍ରଭାବିତ କରିବ ବୋଲି ବିଜ୍ଞାନୀମାନେ ଆଶଙ୍କା କଲେଣି। ଏହାର ପରିଣାମ ସ୍ବରୂପ ଭବିଷ୍ୟତ୍‌ରେ କଦଳୀ କୋଟି କୋଟି ମଣିଷଙ୍କର ମୁଖ୍ୟ ଖାଦ୍ୟ ପାଲଟିବ। ତାପମାତ୍ରା ବୃଦ୍ଧି ଯୋଗୁଁ କୃଷି ଓ ପାରମ୍ପରିକ ଫସଲ ପ୍ରଭାବିତ ହେବ। ଶୀତଳ ଜଳବାୟୁରେ ଭଲ ବଢ଼ୁଥିବା ଆଳୁର ଉତ୍ପାଦନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବ˚ କଦଳୀ ତାହାର ସ୍ଥାନ ନେବ। କାସାଭା(ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବୃକ୍ଷ)ର […]

ଜଲିଉଡ କୁଇନ୍‌ ଜୁଲି ପଣ୍ଡାଙ୍କୁ ସଂଯୋଗବଶତଃ ମିଳିଥିଲା ନାୟିକାର ଭୂମିକା; ଖଳନାୟିକାରୁ ବନିଲେ ସଫଳ ନାୟିକା

ଭୁବନେଶ୍ବର: ମୁଁ ଯାତ୍ରାରେ ଅଭିନୟ କରିବି। ଲୋକେ ଦେଖିବେ। ସାବାସୀ ଦେବେ। ସ୍କୁଲ୍‌ରେ ପଢ଼ିବା ବେଳେ ଜୁଲି ପଣ୍ଡାଙ୍କୁ ଘାରିଥିଲା ଏଇ ନିଶା। ଏଣେ ବାପା ପୁରୋହିତ। ବ୍ରାହ୍ମଣ ଘରର ରକ୍ଷଣଶୀଳ ପରିବାରରେ ଝିଅଟେ ଯାଇ ଯେ ଯାତ୍ରାରେ ଅଭିନୟ କରିବ, ଏକଥା ଘର ଲୋକ ପସନ୍ଦ କରୁନଥିଲେ। ମାତ୍ର ଜୁଲିଙ୍କ ଏକା ଜିଦ୍‌, ସେ ଅଭିନୟ କରିବେ। ଯେମିତି ତାଙ୍କ ଶିରା ପ୍ରଶିରାରେ କଳାକାରର ରକ୍ତ ପ୍ରବାହିତ ହେଉଥିଲା। ସେତେ‌ବେଳେ ରୁଦ୍ରାଣୀ ଗଣନାଟ୍ୟରେ ଗୀତ ଗାଉଥିବା […]

ନିଆରା ଶିଳ୍ପୀଙ୍କ ହାତର ଯାଦୁ ।

ଆଠଗଡ଼ (୧୨/୦୨/୨୦) : ସ୍ତପତିଙ୍କ କଳା ଦେଖିବାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ, ସ୍ତପତି ରବିନାରାୟଣ ରଥ ଆସିଲେ ଆଉ ତାଙ୍କର ହାତର ଯାଦୁ ଦେଖାଇଲେ ଛାତ୍ରଛାତ୍ରୀ ମାନଙ୍କୁ । ଏଭଳି ଏକ ନିଆରା ଶିଳ୍ପୀଙ୍କ କଳା କାରନାମା ଦେଖିବାକୁ ମିଳିଥିଲା ଆଠଗଡ ସହରର ସରକାରୀ ବାଳିକା ବିଦ୍ୟାଳୟ ଓ ବିଶ୍ୱନାଥ ବିଦ୍ୟାପୀଠ ରେ,ମାତ୍ର ୧୫ ମିନିଟ ରେ ରବିନାରାୟଣ ମାଟିରେ ନିର୍ମାଣ କରିଦେଲେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟର […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୧୨ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ଚତୁର୍ଥୀ ରାତ୍ରି ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ଉତ୍ତରାଫାଃ ଦିବା ଘ୧୨/୩୪ ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର-କନ୍ୟା ଯୋଗ-ଧୃତି କରଣ-ବବ ସୂର୍ଯ୍ୟ -ମକର ୨୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୫୯ ଯୋଗିନୀ ନୈଋତେ ରାତ୍ର ଘ ୧୨/୦୨ଗତେ ଦକ୍ଷିଣେ ବୃଷ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ […]

ହଜିଗଲା ମାନବିକତା, ମୃତଦେହକୁ ରାସ୍ତାକଡରେ ଓହ୍ଲାଇଦେଇ ଚାଲିଗଲା ଅଟୋ ଚାଳକ

ନବରଙ୍ଗପୁର ୧୧।୦୨: ଦୁଇ ଘଣ୍ଟା କାଳ ରାସ୍ତା କଡରେ ପଡ଼ିରହିଲା ମହିଳାଙ୍କ ମୃତଦେହ । ମାନବିକତା ଦେଖେଇଲାନି ଅଟୋ ଚାଳକ ମୃତ ମହିଳାଙ୍କ ପରିବାର ଲୋକ ଶବକୁ ଘରେ ଛାଡ଼ିଦେବାକୁ ଯେତେ କାକୁତି ମିନତୀ ହେଲେ ମଧ୍ୟ ନଶୁଣି ଅତି ନିଷ୍ଟୁର ଭାବେ  ମୃତ ମହିଳାଙ୍କ ଶବକୁ ଅଧା ରାସ୍ତାରେ ଛାଡି ଦେଇଛି । ନବରଙ୍ଗପୁର କୋଶାଗୁମୁଡ଼ା ବ୍ଲକ ବି.ଏମ ସେମେଳାର ଡୁମର ଭତରାଙ୍କ ଝିଅ ଉଷା ଭତରା ଗତ ୪ ଦିନ ଧରି ଅସୁସ୍ଥତା କାରଣରୁ […]

୧୮ ଦିନ ଧରି ପ୍ରଶାସନ ଏ ଫାର୍ସ କରୁଥିଲା କାହିଁକି ? ସଫେଇ କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ପ୍ରତ୍ୟାହାର ହେଲା ।

୧୮ ଦିନ ପରେ ଆଠଗଡ ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି,ଗତ ୧୮ ଦିନହେଲା ସଫେଇ କର୍ମଚାରୀ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ଚଳାଇ ଆସୁଥିଲେ,ହେଲେ ଆଠଗଡ ପ୍ରଶାସନ କିମ୍ବା ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ କୁ ଗୁରୁତ୍ୱ ନଦେଇ ସେମାନଙ୍କ ସହିତ ବାରମ୍ବାର ଆଲୋଚନା ଫସର ଫାଟି ଯାଉଥିଲା,ମଙ୍ଗଳବାର ଦିନ ପ୍ରଶାସନ ପୋଲିସ ସହାୟତା ରେ ଆଠଗଡ ଡ଼ିଏସପି, ଆଇଆଇସି ସହିତ ଆଠଗଡ ଥାନାର ସମସ୍ତ ଷ୍ଟାଫ ଙ୍କ […]