ଗଡ଼ଜାତ ପରିକ୍ରମାର ଗଡ଼ଜାତ ମହୋତ୍ସବକୁ ସ୍ଵୀକୃତି ନଦେବା ଘଟଣାରେ ପୁନଃବିଚାର କରିବାକୁ ପ୍ରଶାସନକୁ ଅଦାଲତର ନିର୍ଦେଶ ।

କଟକ ଜିଲ୍ଲା ଆଠଗଡ଼ ରେ କଳା ,ସାହିତ୍ୟ,ସଂସ୍କୃତି ଐତିହ୍ୟ, ପରମ୍ପରାକୁ ବଞ୍ଚାଇବାକୁ ଯାଇ ଅଗ୍ରଣି ସ୍ୱେଚ୍ଛାସେବୀ ସଂଗଠନ ଗଡ଼ଜାତ ପରିକ୍ରମା ୨୦୨୦ ଜାନୁଆରୀ ୧୩ ରୁ ୧୭ ପାଇଁ ଆଠଗଡ଼ ରେ ଗଡ଼ଜାତ ମହୋତ୍ସବ ପାଇଁ ମହୋତ୍ସବ ପଡିଆକୁ ଅନୁମତି ମାଗିଥିବା ବେଳେ ଆଠଗଡ଼ ପ୍ରଶାସନ ଅନୁମତି ନ ଦେବାରୁ ବାଧ୍ଯ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଗଡ଼ଜାତ ପରିକ୍ରମା।ଜଷ୍ଟିସ କେ ଆର ମହାପାତ୍ର ଙ୍କ ଖଣ୍ଡପୀଠ ଅଭିଯୋଗ କୁ ବିଚାର କରି ଆଠଗଡ଼ ପ୍ରଶାସନ ତଥା […]

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଫେବୃୟାରୀ ୧୭ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ନବମୀ ଦିବା ଘ୦୩/୧୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ଜ୍ୟେଷ୍ଠା ଚନ୍ଦ୍ର-ବିଛା ଯୋଗ-ବ୍ୟାଘାତ କରଣ-ଗର ସୂର୍ଯ୍ୟ -କୁମ୍ଭ ୦୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୮/୩୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୩୯ ଯୋଗିନୀ ପୂର୍ବେ ଦିବା ଘ ୦୩/୧୦ଗତେ ଉତ୍ତରେ ମିଥୁନ ରାଶିର ଘାତବାର ଅଦ୍ୟ ନବମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୭/୪୫ଗତେ ଘ୦୯/୧୧ମଧ୍ୟେ […]

ଝାରସୁଗୁଡ଼ାରେ ଏନ୍‌ଏଚ୍‌ ଉପରେ ଛିଡ଼ିଲା ୧୩୨ କେଭି ତାର

ଜାତୀୟ ରାଜପଥ ଉପରେ ଛିଡ଼ି ପଡ଼ିଲା ୧୩୨ କେଭି ତାର। ସୌଭାଗ୍ୟବଶତଃ କାହାରି ଉପରେ ତାର ପଡ଼ିନଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ୪୯ ନମ୍ଵର ଜାତୀୟ ରାଜପଥ ବିଟିଏମ୍‌ ଛକ ନିକଟରେ। ରାସ୍ତା ଉପରେ ବିଦ୍ୟୁତ ତାର ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ତାର ଛିଡ଼ିଯିବା ପରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଛିଡ଼ା ହୋଇଥିଲେ। ପରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୧୬ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ଅଷ୍ଠମୀ ଦିବା ଘ୦୩/୫୨ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଅନୁରାଧା ଚନ୍ଦ୍ର-ବିଛା ଯୋଗ-ଧୃବ କରଣ-କୌଳବ ସୂର୍ଯ୍ୟ -କୁମ୍ଭ ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୧୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୦୯ ଯୋଗିନୀ ଐଶାନ୍ୟେ ଦିବା ଘ ୦୩/୫୫ଗତେ ପୂର୍ବେ ମେଷ ରାଶିର ଘାତବାର ଅଦ୍ୟ ଅଷ୍ଟମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ ବାରବେଳା- ଦିବା […]

ବାଚସ୍ପତିଙ୍କ ରୁଲିଂକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଗୃହର ମଧ୍ୟଭାଗରେ ବିରୋଧୀ ଦଳ ହଙ୍ଗାମା କଲେ ତାହା ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ। ଶୁକ୍ରବାର ବାଚସ୍ପତି ଦେଇଥିବା ଏଭଳି ରୁଲିଂକୁ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ବିରୋଧ କରିଥିଲେ। ଶନିବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ଭାଜପା ଓ କଂଗ୍ରେସର ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବାଚସ୍ପତି ତୁରନ୍ତ ଏଭଳି ରୁଲିଂକୁ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ରୁଲିଂ ପ୍ରତ୍ୟାହାର ନ ହେବା ଯାଏ ଗୃହ ଚଳାଇ ଦେବୁ […]

ଫସିଗଲା ସ୍କୁଲ ଭ୍ୟାନ୍‌, ପିଲାଙ୍କୁ ଓହ୍ଲାଇବା ପରେ ହେଲା ଫାଇନ୍‌  

ଭଦ୍ରକ( ): ଭଦ୍ରକ ଆରଟିଓ ପକ୍ଷରୁ ସ୍କୁଲ ପିଲା ବୋଝେଇ ଟାଟା ମେଜିକ୍‌ ଗାଡ଼ିକୁ ବଡ଼ଧରଣର ଫାଇନ କରାଯାଇଛି। ଆଜି ସକାଳେ ଏକ ଟାଟା ମେଜିକ (OR-22E-4065) ଗାଡି ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ଇଂଲିଶ ମିଡ଼ିୟମ ସ୍କୁଲକୁ ଯାଉଥିଲା lଏହି ସମୟରେ RTO କର୍ମଚାରୀ ଓ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ  ମିଳିତ ଚଢ଼ାଉ କରି ଗାଡ଼ିଟିକୁ ଅଟକା ଯାଇଥିଲା। ପ୍ରଥମେ ସ୍କୁଲ ସମ୍ମୁଖରେ ପିଲାଙ୍କୁ ଓହ୍ଲାଇ ସ୍କୁଲ ଯିବାକୁ ଦେଇଥିଲେ l ପରେ ଗାଡିର […]

🌹🌷💐ଆଜିର ରାଶିଫଳ🌹🌷💐

~ ଅଦ୍ୟ ଫେବୃୟାରୀ ୧୫ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ସପ୍ତମୀ ସଂ ଘ୦୫/୧୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଠମୀ ନକ୍ଷତ୍ର-ସ୍ବାତୀ ଦିବା ଘ୦୭/୧୩ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ଚନ୍ଦ୍ର-ତୁଳା ରାତ୍ରି ଘ୧୨/୨୭ ପର୍ଯ୍ୟନ୍ତ ତଦନ୍ତେ ବିଛା ଯୋଗ-ବୃଦ୍ଧି କରଣ-ବବ ସୂର୍ଯ୍ୟ -କୁମ୍ଭ ୦୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୩୯ ଯୋଗିନୀ ବାୟବ୍ୟେ ସଂ ଘ ୦୫/୧୨ଗତେ ଐଶାନ୍ୟେ ବୃଷ,ସିଂହ ଓ କନ୍ୟା […]

ଆଠଗଡ ଯୁବଗୋଷ୍ଠୀ ମାନଙ୍କର କ୍ୟାଣ୍ଡେଲ ଶୋଭାଯାତ୍ରା

ଗତବର୍ଷ ପୁଲବାମା ଠାରେ ଆତଙ୍କବାଦୀଙ୍କ ଲାଣ୍ଡଲାଇନ ବିସ୍ଫୋରଣରେ ସହିଦ ହୋଇଥିବା ଯବାନ ମାନଙ୍କ ଉଦ୍ଧେଶ୍ୟ ରେ ଶୁକ୍ରବାର ସନ୍ଧ୍ୟାରେ ଆଠଗଡ ଯୁବଗୋଷ୍ଠୀ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି,ସହିଦ ମାନଙ୍କ ଉଦେଶ୍ୟରେ ୨୦୧୫ ବିଶ୍ୱନାଥ ବିଦ୍ୟାପୀଠର ଛାତ୍ର ଓ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ର୍ ଛାତ୍ର ମାନେ ଦୁଇଟି ଗ୍ରୁପ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ,ପରେ ଉଭୟ ଗ୍ରୁପର ଯୁବଗୋଷ୍ଠୀ ମାନେ ଵାଉତିଙ୍କ ମନ୍ଦିରରେ ଏକାଠି ହୋଇ ଦୀପଦା କରିଥିଲେ,ଯୁବଗୋଷ୍ଠୀ ଙ୍କ ଏହି କାର୍ଯ୍ୟକୁ […]

ପୂର୍ବତନ ବିଧାୟକ ତଥା ଏବେର ରାଜ୍ୟ ପନ୍ୟା ଗାର ନିଗମ ଅଧକ୍ଷ ଅନୁପ ସାଏ ଙ୍କୁ ଏକ ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୋଲିସ ବାନ୍ଧିଲା ।

ବ୍ରଜରାଜନଗର ର୍ ପୂର୍ବତନ ବିଧାୟକ ତଥା ଏବେର ରାଜ୍ୟ ପନ୍ୟା ଗାର ନିଗମ ଅଧକ୍ଷ ଅନୁପ ସାଏ ଙ୍କୁ ଏକ ଡବଲ ମର୍ଡର ଘଟଣାରେ ଆଜି ଅପରାହ୍ନରେ ଛତିଶଗଡ଼ ରାଏଗଡ଼ ପୋଲିସ ଏକ ସାମ୍ବାଦିକ ସମିଳନୀ କରି କୋର୍ଟ ଚାଲାଣ କରିଛନ୍ତି,ଚାରିବର୍ଷ ତଳର ଏକ ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଙ୍କ ହାତଥିବା ସନ୍ଦେହ କରି ଗତକାଲି ଛତିଶଗଡ଼ ରାଏଗଡ ପୋଲିସ ଏକ ମନ୍ଦିରରୁ ଉଠାଇ ନେଇଥିଲା ରାଜ୍ୟ ବାହାରର ପୋଲିସ, ୨୦୧୬ ରେ […]

ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଠଗଡ ମହାବୀର ପ୍ଲାଜା ଠାରେ ସମ୍ବାଦ ଆମ ଓଡ଼ିଶା ଓ ଯୁବ କଂଗ୍ରେସ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

କଂଗ୍ରେସ ଦଳର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଟାଣୁଆ ରାଜନେତା ସ୍ପଷ୍ଟବାଦି ବ୍ୟକ୍ତିତ୍ୱ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଠଗଡ ମହାବୀର ପ୍ଲାଜା ଠାରେ ସମ୍ବାଦ ଆମ ଓଡ଼ିଶା ଓ ଯୁବ କଂଗ୍ରେସ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପୂର୍ବତନ ବିଧାୟକ ଉମା ବଲଭ ରଥ,ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପିସିସି ସଭ୍ୟ ଅକ୍ଷୟ ତୁଙ୍ଗ ସାମନ୍ତ ଓ […]