*👉ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ପୋଲସରାରେ ୩ ଶିଶୁ ନିଆଁରେ ଜଳି ମୃତ୍ୟୁ ଘଟଣା । ପରିବାରକୁ ସମବେଦନା ସହ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ* *ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ପୋଲସରାରେ ୩ ଶିଶୁ ନିଆଁରେ ଜଳି ମୃତ୍ୟୁ ଘଟଣା । ପରିବାରକୁ ସମବେଦନା ସହ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ*

*👉ଖେଳରୁ କାଳ : ୩ ପିଲା ମୃତ , ଗଞ୍ଜାମ ପୋଲସରା ଖରିଛଟାରେ ପୋଡ଼ି ହୋଇ ୩ ପିଲା ମୃତ, ପାଳଗଦାରେ ଖେଳୁଥିବା ବେଳେ ଲାଗିଥିଲା ନିଆଁ , ଇତିଶ୍ରୀ ଜାନି, ସାଇରାମ ଜାନି ଓ ଦୀପକ ଗୌଡ଼ ମୃତ, ଜଣେ ଗୁରୁତର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ*

*👉କଟକ : କଳାକନା ବୁଲାଇଲେ ଲୁଟେରା , ଜଗତପୁର ତରୋଳରୁ ବଡ଼ଧରଣର ଲୁଟ୍ । ୩୦ ଭରି ସୁନା ସହ ୪୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୪ ଲୁଟେରା ଲୁଟିଲେ । ଘଟଣାସ୍ଥଳରେ ଜଗତପୁର ଥାନା ପୁଲିସର ତଦନ୍ତ*

*👉ପିପିଲି : ଦଳିଦେଲା ଦନ୍ତା , ବଳଙ୍ଗା-ଗୋପିନାଥପୁର ଗାଁରେ ହାତୀ ଆତଙ୍କ , ଜଣେ ମୃତ । ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତାହାତୀ । ଆଉ ୨ ଜଣ ହାତୀ ଆକ୍ରମଣରେ ସାମାନ୍ୟ ଆହତ । ଘଟଣାସ୍ଥଳରେ ପୁଲିସ ଓ ବନବିଭାଗର ତଦନ୍ତ । ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ*

*👉ପିପିଲି : ଦନ୍ତାହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା । କ୍ଷତିପୂରଣ ରାଶି ନେଇ ସୂଚନା ଦେଲେ ପୁରୀ ଉପ-ଜିଲ୍ଲାପାଳ । ଆଜି ସକାଳେ ଦନ୍ତାହାତୀ ଆକ୍ରମଣରେ ୩ ଜଣଙ୍କ ହୋଇଥିଲା ମୃତ୍ୟୁ । ୪ ଆହତ ଓ ଜଣେ ଗୁରୁତର ମେଡିକାଲରେ ଚିକିତ୍ସାଧୀନ*

*👉BJD ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ବିଜେଡି କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ ନବୀନ, ଅଷ୍ଟମ ଥର ପାଇଁ ନାମଙ୍କନ ଭରିଲେ ନବୀନ ପଟ୍ଟନାୟକ* *ନାମାଙ୍କନ ପାଇଁ ୧୦ ପ୍ରସ୍ତାବକ ଓ ୧୦ ସମର୍ଥକ, ୨୪ରେ ଯାଞ୍ଚ ହେବ ନାମାଙ୍କନ ପତ୍ର, ୨୫ରେ ପ୍ରତ୍ୟାହାର, ୨୬ରେ ସଭାପତିଙ୍କ ନାଁ ଘୋଷଣା ହେବ, ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ଦାଖଲ କଲେ*

💝 *ଆଜିର ଅନୁଚିନ୍ତା*💝 🌷💮🌻 *ମଣିଷର ପ୍ରକୃତି *-ସ୍ଵାର୍ଥ ପୂରଣ ହେଲେ-ଛାଡି ଚାଲିଯାଏ* , *,ବିଶ୍ବାସ କଲେ-କ୍ଷତି କରେ ,ପ୍ରଶୟ ଦେଲେ-ମୁଣ୍ଡରେ ଚଢେ,କ୍ଷମା ଦେଲେ-ଦୁର୍ବଳ ଭାବେ ,ସୁଖ ଦେଖିଲେ-ହିଁସା କରେ ,ଭଲ ପାଇଲେ-ଅବିଶ୍ୱାସ କରେ ,ସତ କହିଲେ – ମିଛ ଭାବେ ,ସ୍ଵାର୍ଥ ଥିଲେ-ଆପଣାର ହୋଇଥାଏ ,ଆଦର କଲେ-ଖୋସାମତି ଭାବେ ,ସଦ୍ ପଦେଶ ଦେଲେ-ମୁହଁ ବୁଲାଏ ,ସାହାଯ୍ଯ ମାଗିଲେ-ଉପଦେଶ ଦିଏ ll* *ତୁମେ ପାଇଥିବା ବିଡାଏ ପ୍ରମାଣପତ୍ର,ଆଲମାରୀଏ ଟ୍ରଫି,ଶହେ ସମ୍ମାନ ସନନ୍ଦ,ଶହେ ସାତ ସମ୍ବର୍ଦ୍ଧନା ପତ୍ର,ଲୋକ ଦେଖାଣିଆ ଶହେ ଆଠ ବେଲପତ୍ର ଚଢା ପୂଜା ସବୁକିଛି ମୂଲ୍ୟହୀନ ଯଦି ତୁମ ପାଖରେ ସୁଆଚରଣ,ଉଦାରତା,ଶାଳୀନତା,ଶୃଙ୍ଖଳା ବୋଧ,ସଂସ୍କାର,ନୈତିକତା,ଆଧ୍ୟାତ୍ମିକତା ବୋଧ ନାହିଁ;; ଗୁରୁ,ଗୁରୁଜନ,ଜ୍ଞାନୀ,ଗୁଣୀଙ୍କୁ ଆଦର ସମ୍ମାନ ବୋଧ ନାହିଁ:- କାରଣ ଏସବୁ ତ ତୁମର ଅସଲ ପ୍ରମାଣପତ୍ର,ସମ୍ବର୍ଦ୍ଧନା,ପୂଜା ଆଉ ପଦ୍ମଶ୍ରୀ କି ନୋବେଲ ପୁରସ୍କାରର ଚମକପ୍ରଦ ଚିହ୍ନ ll* *ଭାଗ୍ୟ ଉପରେ ନିର୍ଭର କରି ନିକମା ହୋଇ ବସି ରହିଲେ କିଛି ଲାଭ ନାହିଁ । କର୍ମ କରିବାହିଁ ପରମଧର୍ମ,ଭାବନା ଓ ଶ୍ରଦ୍ଧାର ଅନ୍ୟ ନାମ ଶକ୍ତି ବା ଦେବତା !!* 🙏🙏 *ଜୟ ଜଗନ୍ନାଥ* 🙏🙏