*👉ସୋର : ଦୁର୍ନୀତି ଅଭିଯୋଗରେ ଉତ୍ତରେଶ୍ୱର ସେବା ସମବାୟ ସମିତି ସିଲ୍ , ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଲ୍ ହେଲା ସେବା ସମବାୟ ସମିତି । ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ସୋର ବ୍ଲକର ଶତାଧିକ ଚାଷୀ । ଚାଷୀଙ୍କ ଠାରୁ ଧାନଗ୍ରହଣ କରାଯାଉନଥିବା ନେଇ ଚାଷୀଙ୍କ ଅଭିଯୋଗ*

*👉ରାସ୍ତାରେ ଅଳିଆ ଗଦାଉଥିବା ଘର ମାଲିକଙ୍କ ବିରୋଧରେ ପଦକ୍ଷେପ, ପୁରୁଣା ଭୁବନେଶ୍ୱର ଅଞ୍ଚଳର ଘର ମାଲିକଙ୍କ ବିରୋଧରେ ପଦକ୍ଷେପ,ବୋଇତାଳି ମନ୍ଦିର ନିକଟରେ କଡ଼ା ପଦକ୍ଷେପ ନେଲା BMC,JCB ଲଗାଇ ଗଦା ହୋଇଥିବା ଅଳିଆକୁ ପୁଣି ଘରେ ପକାଇଲା BMC*

🔥🔥🔥 ଜଳୁଛି ଜଙ୍ଗଲ ।🔥🔥🔥

ଚମ୍ପୁଆ,୨୨।୨(ବ୍ୟୁରୋ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନର ଗୁଳୁଦିପଶି ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଶୁଖିଲା ପତ୍ର ଓ ପବନ ଦ୍ୱାରା ଏହି ନିଆଁ ଚାରିଆଡ଼କୁ ବ୍ୟାପୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ […]

*👉ଢେଙ୍କାନାଳ, କନ୍ଧମାଲ ଓ ନୂଆପଡ଼ାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ | ଢେଙ୍କାନାଳ କଣ୍ଟାବଣିଆ NH-୫୫ ନିକଟରେ ରାସ୍ତା ଅବରୋଧ | କଣ୍ଟାବଣିଆରେ ଦୋକାନ ବଜାର ବନ୍ଦ ରହିଛି | CAA, NRC ବିରୋଧରେ ନୂଆପଡ଼ାରେ ବନ୍ଦ ପାଳନ | କନ୍ଧମାଳର ତୁମୁଡ଼ିବନ୍ଧ ଓ ଜି. ଉଦୟଗିରିରେ ବି ବନ୍ଦ ପାଳନ*

*👉କଟକରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମୁହାଁମୁହିଁ ହେବେ ୨୪ ବିଶ୍ବବିଦ୍ୟାଳୟ, ପଞ୍ଜାବ ବିଶ୍ବବିଦ୍ୟାଳୟ ବିପକ୍ଷରେ କିଟ୍‌ ପକ୍ଷରୁ ଖେଳିବେ ଋତୁପର୍ଣ୍ଣ ପଣ୍ଡା*

*👉ପୁରୀ ବଳଙ୍ଗାରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ପୁରୀ ଜିଲ୍ଲାପାଳ, ରେଡ୍‌କ୍ରସରୁ ତୁରନ୍ତ ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ଦିଆଯିବ, ଫରେଷ୍ଟ ବିଭାଗ କ୍ଷତିପୂରଣର ୧୦% ତୁରନ୍ତ ଦେବାକୁ ପ୍ରକ୍ରିୟା ଆରମ୍ଭ* *ଲୋକେ ଭୟଭୀତ ହୁଅନ୍ତୁ ନାହିଁ, ହାତୀ ପାଖକୁ ଯାଆନ୍ତୁ ନାହିଁ, ଫସଲ ନଷ୍ଟ ହେଲେ ସରକାରୀ ସ୍ତରରେ କ୍ଷତିପୂରଣ ଦିଆଯିବ, ଆଜି ରାତିରେ ହାତୀକୁ ନେବା ପାଇଁ ଖୋର୍ଦ୍ଧା ଓ ପୁରୀ DFOଙ୍କୁ କୁହାଯାଇଛି, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା*