*👉ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ୧୨ଜଣ ମହିଳାଙ୍କୁ ମିଳିଲା ‘ଦେବୀ’ ସମ୍ମାନ, ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଗଲା ସମ୍ମାନ, କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ*

*👉ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଗାଁରେ ବସ୍‌ ଟ୍ରାଜେଡି ଘଟଣା: ମେଣ୍ଡରାଜପୁର ଗାଁରେ ପହଞ୍ଚିଲେ ୩ ଜଣ ମନ୍ତ୍ରୀ, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମନାଭ ବେହେରା ଓ ଦିବ୍ୟଶଙ୍କର ମିଶ୍ର, ୧୦ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେଲେ*

*👉#ଧାରଣାରୁ_ଉଠିଲେ_ଅନୁପ_ସାଏଙ୍କ_ପରିବାର* *ସୁରକ୍ଷା ଓ ସିବିଆଇ ତଦନ୍ତ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ ;କହିଲେ, ଯାହା ବି ଦାବି ଅଛି ଗୃହ ବିଭାଗକୁ ଜଣାଇବି । ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଉଠିଲେ*