🕯️ 🕯️ 🕯️ ସାମ୍ବାଦିକ ଆଦିତ୍ୟ ରଣସିଙ୍ଗଙ୍କ ହତ୍ୟାକାଣ୍ଡର ଏକାଦସାହ ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ଆଠଗଡ ଶାଖା ତରଫରୁ ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା🕯️ 🕯️ 🕯️

ବାଙ୍କିର ୱେବ ଚାନେଲର ସାମ୍ବାଦିକ ଆଦିତ୍ୟ ରଣସିଙ୍ଗଙ୍କ ହତ୍ୟାକାଣ୍ଡର ଏକାଦସାହ ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ଆଠଗଡ ଶାଖା ତରଫରୁ ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବରିଷ୍ଠ ସାମ୍ବାଦିକ ସଚିଦା ନନ୍ଦ ପଣ୍ଡାଙ୍କ ନେତୃତ୍ୱରେ କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି, ସାମ୍ବାଦିକ ବିଜୟ ନାୟକ, ସନ୍ତୋଷ ବାରିକ,ମନୋରଞ୍ଜନ ମହାପାତ୍ର,ସ୍ୱରାଜ ପଣ୍ଡା,ବିଷ୍ଣୁ ପ୍ରସାଦ ଦାସ,ଆଠଗଡ ସାହିତ୍ୟ ସମାଜ ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ଆଠଗଡ ବିଜେପିର ନେତା […]

🚴‍♂️🚴‍♂️🚴‍♂️ ମାତ୍ର କୋଡିଏ ମିନିଟ, ମିଳିଲାନି ଅନୁମତି ପରୀକ୍ଷା ଦେବାକୁ ।ସାଇକେଲ ଦେଲା ଧୋକା🚴‍♂️🚴‍♂️🚴‍♂️

ସୋନପୁର (ବ୍ୟୁରୋ): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହେବାରୁ ଆଜି ଜଣେ ଛାତ୍ର ମ୍ୟାଟ୍ରିକ୍ ପରୀକ୍ଷା ଦେଇପାରିନାହାନ୍ତି। ସେ ୨୦ ମିନିଟ୍ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରୁ ସୁପରିଣ୍ଟେଣ୍ଡେଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିବା ଛାତ୍ର ଜଣଙ୍କ  ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଲୁତୁରପଙ୍କ କେନ୍ଦ୍ରରେ।ଏହି ଛାତ୍ରଙ୍କ ନାଁ ଜିତୁ କର୍ମୀ। ସେ ଅମରପାଲି ହାଇସ୍କୁଲର ଛାତ୍ର। ଜିତୁଙ୍କ କହିବା ଅନୁଯାୟୀ, ଆଜି ସକାଳେ ସେ ପରୀକ୍ଷା […]

☀️☀️☀️ ଆଜିର ରାଶିଫଳ☀️☀️☀️

🌷💐🌹 ଅଦ୍ୟ ଫେବୃୟାରୀ ୨୬ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ତୃତୀୟା ରାତ୍ରି ୦୪/୨୨ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ଉତ୍ତଭାଦ୍ର ରାତ୍ରି ଘ୧୦/୫୫ ପର୍ଯ୍ୟନ୍ତ ରେବତି ଚନ୍ଦ୍ର- ମୀନ ଯୋଗ-ସାଧ୍ୟ କରଣ-ତୈତିଳ ସୂର୍ଯ୍ୟ -କୁମ୍ଭ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୨/୪୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୪୦ ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୨୦ଗତେ ନୈଋତକୋଣେ ଧନୁ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ତୃତୀୟାର […]

ଜଳୁଛି ଦିଲ୍ଲୀ, ଶୁଟ ଆଟ ସାଇଟ୍‌ ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୧୩ ଛୁଇଁଲା

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଶୁଟ ଆଟ ସାଇଟ୍ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଶେଷ କରି ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଥିଲା, ସେଠାରେ ହିଁ […]

ହଠାତ୍‌ ମଦ ଦୋକାନରେ ପହଞ୍ଚିଲେ ଜିଲ୍ଲାପାଳ, ଫାଇନ୍ କଲେ ୨ ଲକ୍ଷ

ବ୍ରହ୍ମପୁର( ): ମଦ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ୨ଟି ମଦ ଦୋକାନ। ବ୍ରହ୍ମପୁର ରେଳଷ୍ଟେସନ ରୋଡ଼ରେ ଥିବା ଦୁଇ ମଦ ଦୋକାନୀଙ୍କୁ ଜୋରିମାନା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ।ସୋମବାର ରାତିରେ ଜିଲ୍ଲାପାଳ ଆସିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଥିବା ଦୁଇ ମଦ ଦୋକାନ ଥିବା ଅନ୍ୟ ଦୋକାନ ଗୁଡ଼ିକ ବୁଲି ସ୍ୱଚ୍ଛତା ଦେଖିଥିଲେ। ଏହି ସମୟରେ ଦୁଇ ମଦ ଦୋକାନ ସାମ୍ନାରେ ପ୍ଲାଷ୍ଟିକ ପାଣି ବୋତଲ, […]

ରାଜଘାଟରେ ଡୋନାଲ୍ଡ ଏବଂ ମେଲାଣିଆ ଟ୍ରମ୍ପ ।

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି,ଏହା ପୂର୍ବରୁ ଟ୍ରମ୍ପ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିଦ ଙ୍କୁ ଭେଟିବା ସହିତ ତିନିବାହିନୀ ତରଫରୁ ତାଙ୍କୁ ରାଷ୍ଟ୍ରୀୟ ସାଲୁଟ ପ୍ରଦାନ କରାଯାଇଥିଲା,ଆଜି ମଧ୍ୟାନ ୧୨ ଟା ରେ ହାଇଦ୍ରାବାଦ ହାଉସ ଠାରେ ଭାରତ ସରକାରଙ୍କ ସହିତ ଏକ ବଡଧରଣର ବ୍ୟବସାୟ ବୁଝାମଣା ହେବବୋଲି […]

🐒🐒🐒 “ସାବରମତୀ ଆଶ୍ରମରେ ଟ୍ରମ୍ପ୍‌ଙ୍କୁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ମୂର୍ତ୍ତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି” 🐒🐒🐒

ଅହମ୍ମଦାବାଦ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ କାଳରେ ତାଙ୍କୁ ଗାନ୍ଧୀଜୀଙ୍କ ପ୍ରିୟ ତିନି ମାଙ୍କଡ଼ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ହାତରେ ମୁହଁ, ଆଖି ଓ କାନ ବନ୍ଦ କରି ‘ଖରାପ କଥା କହିବୁନି, ଖରାପ କଥା ଦେଖିବୁନି ଓ ଖରାପ କଥା ଶୁଣିବୁନି’ ଦର୍ଶାଉଥିବା ତିନି ମାଙ୍କଡ଼ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ମାଙ୍କଡ଼। ସାବରମତୀ ଆଶ୍ରମ ଗସ୍ତ କାଳରେ ଟ୍ରମ୍ପଙ୍କୁ ଏପରି ସ୍ବତନ୍ତ୍ର […]

“ପ୍ରତିଦିନ ନିଜ ମେକଅପ୍ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ମେଲାନିଆ ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରକୁ ଧରି ଭାରତରେ ପହଞ୍ଚିଛନ୍ତି । ପ୍ରଥମେ ସେ ବିିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବା ସହ ପରେ ଆଗ୍ରା ଯାଇ ତାଜମହଲ ବୁଲିଥିଲେ। ତେବେ ଟ୍ରମ୍ପ ଦମ୍ପତ୍ତିଙ୍କ ଆଗମନକୁ ନେଇ ଅନେକ ଖବର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ମେଲାନିଆ ଟ୍ରମ୍ପଙ୍କ ମେକଅପ୍ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପେସାରେ ଜଣେ ସୁପରମଡେଲ ରହି ସାରିଥିବା ମେଲାନିଆ ଟ୍ରମ୍ପ ନିଜ ଖାଇବା […]